Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଡିଏଭିରେ ପାଳିତ ହେଲା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ
ଝାରସୁଗୁଡ଼ା, :୦୩/୦୯/୨୦୨୬:ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ଭକ୍ତି, ଉତ୍ସାହ ଓ ଆନନ୍ଦର ପରିବେଶ ମଧ୍ୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ ଶ୍ରୀକୃଷ୍ଣ, ରାଧା, ଗୋପୀ ଓ ଗୋପାଳଙ୍କ ବେଶଭୂଷାରେ ସଜ୍ଜିତ!-->!-->!-->…
ରାମ ମନ୍ଦିର ଚାନ୍ଦାରେ କଥିତ ଅନିୟମିତତା ଅଭିଯୋଗ: ଝାରସୁଗୁଡାରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ
ଚାନ୍ଦା ଅର୍ଥର ସମ୍ପୂର୍ଣ୍ଣ ହିସାବ ସାର୍ବଜନୀନ ଓ ନିରପେକ୍ଷ ତଦନ୍ତ ଦାବି
ଝାରସୁଗୁଡା, : ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ନାମରେ ସଂଗୃହୀତ ଚାନ୍ଦାରେ କଥିତ ଅନିୟମିତତା ଓ ଅର୍ଥର ଦୁରୁପଯୋଗ ଅଭିଯୋଗକୁ ନେଇ ଝାରସୁଗୁଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ମହାତ୍ମା ଗାନ୍ଧୀ!-->!-->!-->…
ବାଲୁଗାଁ ଯୁବ ସରପଞ୍ଚ ମନୋଜଙ୍କ ପରଲୋକ,ଶୋକବ୍ୟକ୍ତ କଲେ ବିଧାୟକ
ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ବାଲୁଗାଁ ପଞ୍ଚାୟତ ବାସୀଙ୍କ ପାଇଁ ବଡ ଦୁଃଖଦ ଖବର। ବାଲୁଗାଁ ପଞ୍ଚାୟତର ଯୁବ ସରପଞ୍ଚ ତଥା ସରପଞ୍ଚ ସଂଘର ବ୍ଲକ୍ ସଭାପତି ଇଂ ମନୋଜ କୁମାର ନାୟକଙ୍କ ପରଲୋକ ଘଟିଛି। ବାଲୁଗାଁ ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ କାଶୀନାଥ ନାୟକଙ୍କ ବଡ଼ ପୁଅ ଥିଲେ!-->!-->!-->…
ଯୁବ ସମାଜସେବୀ ଏ. ବିଷ୍ଣୁ ପ୍ରସାଦଙ୍କ ବଜ୍ର ଶପଥ: ସାମ୍ବାଦିକ ଏକତା, ସୁରକ୍ଷା ଓ ଅସହାୟଙ୍କ ସେବା ପାଇଁ ଆହ୍ୱାନ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ:ଭଞ୍ଜନଗର ସହରର ଖାଲାସିସାହି ସ୍ଥିତ କାର୍ଯ୍ୟାଳୟଠାରେ ଯୁବ ସମାଜସେବୀ ଏ. ବିଷ୍ଣୁ ପ୍ରସାଦ ଓ ସାମ୍ବାଦିକ ବବି ଅନନ୍ତ ନାଗରଥ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ବର୍ଗର ସାମ୍ବାଦିକମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ!-->!-->!-->…
ସୁପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ବେଲଗୁଣ୍ଠା, ୦୩/୦୯, -(ଶିବରାମ ଚୌଧୁରୀ )-ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ କ୍ଷତ୍ରିୟବରପୁରଠାରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ରାଜ୍ୟ ଏନ ଏସ ଏସ ଶାଖା, ମହିଳା ଏବ ଶିଶୁ ବିକାଶ ବିଭାଗର ମିଳିତ ଆନୁକୂଲ୍ୟରେ ସୁପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ!-->…
ଜୋନାଲ ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଅନଷ୍ଠିତ l
ହିଞ୍ଜିଳିକାଟୁ:୩/୯/୨୬(ରଜତ ପଟ୍ଟନାୟକ)କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବେଶ୍ ଗୁରୁତ୍ୱ ପ୍ରଦାନ କରୁଛନ୍ତି।ତେଣୁ ଗ୍ରାମାଞ୍ଚଳର କୋମଳମତି ଛାତ୍ର ଛାତ୍ରୀ ମାନଙ୍କଠାରେ ଥିବା ଲୁ୍କାୟିତ କ୍ରୀଡ଼ା ପ୍ରତିଭାକୁ ଲୋକଲୋଚକୁ ଆଣି ରାଜ୍ୟ ଓ!-->…
ପ୍ରଶ୍ନ ପତ୍ର ବ୍ୟାଙ୍କ ପ୍ରସ୍ତୁତି ନିମନ୍ତେ ୩ ଦିନିଆ କର୍ମଶାଳା ଅନୁଷ୍ଠିତ।
ନୟାଗଡ଼(ବିିିଶ୍ୱଜିତ ନାୟକ) :- ଶାରୀରିକ ଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷା ବିଷୟରେ ଶ୍ରେଣୀ VII ପ୍ରଶ୍ନ ବ୍ୟାଙ୍କ ପ୍ରସ୍ତୁତି ନିମନ୍ତେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET), ନୟାଗଡ଼, ରାଜସୁନାଖଳାଠାରେ ୩ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କର୍ମଶାଳା କୁ!-->!-->!-->…
ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ମାଲକାନଗିରି ତରଫରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:ଜିଲ୍ଲାପାଳ, ମାଲକାନଗିରିଙ୍କ ଆଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ, ମାଲକାନଗିରି ଚିଠି ସଂଖ୍ୟା ୫୩୪୮ ତା ୩୧-୮-୨୦୨୬ ମାଧ୍ୟମରେ ଜିଲ୍ଲାର ସମସ୍ତ ଡିଗ୍ରୀ କଲେଜ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ , ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉଚ୍ଚ ତଥା!-->!-->!-->…
ଦେଶୀ ମଦ ସହିତ ସ୍କୁଟି ଜବତ, ୦୩ ଗିରଫ ।
ବାଲେଶ୍ୱର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଓ ନୀଳଗିରି ଅବକାରୀ ନିରୀକ୍ଷକ ଶ୍ରୀ ନାରାୟଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା!-->!-->!-->…
ଜନ ବସତି ମୁହାଁ ହେଉଛନ୍ତି ବନ୍ୟ ଜୀବ
ସୁରେନ୍ଦ୍ର କୁମାର ବେମାଳ,ମାଲକାନଗିରି :(୩/୯/୨୬)-ମାଲକାନଗିରି ସଦର ଠାରୁ ଏକ ବିଶାଳ କାୟ ଅଜଗର ସାପ ଉଦ୍ଧାର କରାଯାଇଛି ।ମାଲକାନଗିରି ସଦର ଠାରେ ଥିବା ପରଜା ଗୁଡା ନିକଟରୁ ଏକ ବିରାଟ ଅଜଗର ସାପ ଥିବା କିଛି ଲକ ଦେଖିଥିଲେ ସାପଟି ଖାଦ୍ୟ ସନ୍ଧାନରେ ସ୍ତାନୀୟ ଅଞ୍ଚଳରେ ଥିବା ଜଣେ!-->!-->!-->…