Browsing Category

ଖେଳ

ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପ : ତିନୋଟି ଶୃଙ୍ଖଳରେ ରେକର୍ଡ ସହ ସ୍ବର୍ଣ୍ଣ ପଦକ ହାସଲ କଲେ ଭୋଳା ଓ ଶ୍ରୀଲକ୍ଷ୍ମୀ

ଭୁବନେଶ୍ୱର,- ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ଇନଡୋର ହଲରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ଆଜି ୟୁଥ ବାଳକ 102 କେଜି ବର୍ଗରେ ବିହାର ଭୋଳା ସିଂହ ଏବଂ 81କେଜି ୟୁଥ ବାଳିକା ବର୍ଗରେ…

ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପ: ସ୍ବର୍ଣ୍ଣ ପଦକ ସହ ନୂଆ ରେକର୍ଡ ସୃଷ୍ଟି କଲେ ପୁନମ

ଭୁବନେଶ୍ୱର- ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ଇନଡୋର ହଲରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ଆଜି 76 କେଜି ବରିଷ୍ଠ ମହିଳା ବର୍ଗରେ ଆରଏସପିବିର ପୁନମ ୟାଦବ ସ୍ନାଚରେ 99କେଜି ଉତ୍ତୋଳନ…

ଚେନ୍ନାଇ ସୁପର କିଙ୍ଗ୍ସ ଟିଭିଏସ୍ ୟୁରୋଗ୍ରିପ୍ ଟାୟାର୍ସ ସହିତ ଆଇପିଏଲ୍ -୨୦୨୨ ପାଇଁ ନୂତନ ଲୁକର ଜର୍ସି

ପ୍ରମୁଖ ପ୍ରାୟୋଜକ ଭାବରେ, ଚେନ୍ନାଇ ସୁପର କିଙ୍ଗ୍ସର ଅଫିସିଆଲ୍ ଜର୍ସିର ସମ୍ମୁଖ ଭାଗରେ ଟିଭିଏସ୍ ୟୁରୋଗ୍ରିପର ବ୍ରାଣ୍ଡିଂ ରହିଛି ଚେନ୍ନାଇ/ ଭୁବନେଶ୍ୱର: ଚାରି ଥରର ଆଇପିଏଲ୍ ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗ ଆଇପିଏଲ୍ ୨୦୨୨ ପାଇଁ ଏହାର ନୂତନ ଜର୍ସିର ଉନ୍ମୋଚନ କରିଛି। ଚେନ୍ନାଇ ସୁପର…

କିଟ୍‍କୁ ସ୍ପୋର୍ଟଷ୍ଟାର ଏସେସ୍‍ ପୁରସ୍କାର ୨୦୨୨

କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଦେଶର ଶ୍ରେଷ୍ଠ ଅନୁଷ୍ଠାନ ଭୁବନେଶ୍ୱର: କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସକାଶେ କିଟ୍‍ ବିଶ୍ୱବିଦ୍ୟାଳୟକୁ ସମ୍ମାନଜନକ ସ୍ପୋର୍ଟଷ୍ଟାର ଏସେସ୍‍ ପୁରସ୍କାର ୨୦୨୨ ପ୍ରଦାନ କରାଯାଇଛି। କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଇଆସୁଥିବା…

ଝାଡେଶ୍ୱରପୁର କୁସମଣ୍ଡଳ ପ୍ରିମିୟର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ଲାଇଅନ୍ସକୁ ହରାଇ ଆଜାଦ ବିଜୟୀ ।

ନିଶ୍ଚିନ୍ତକୋଇଲି/ଦେବେନ୍ଦ୍ର ଷଢଙ୍ଗି:ନିଶ୍ଚିନ୍ତକୋଇଲି ବ୍ଲକ ଝାଡେଶ୍ୱରପୁର ଗ୍ରାମ ପଞ୍ଚାୟତ କୁଶମଣ୍ଡଳ ଠାରେ ଚାନ୍ଦ ଆଥଲେଟିକ କ୍ଲବ ଆନୁକୂଲ୍ୟରେ ପ୍ରଥମ ବାର୍ଷିକ ନାଇଟ ଧମାକା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ଏଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବହୁ ପୂର୍ବରୁ ଅନୁଷ୍ଠିତ…

କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଉଦ୍ଘାଟିତ।

ମାହାଙ୍ଗା(ଦେବେନ୍ଦ୍ର ଷଢଙ୍ଗୀ) : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁଣ୍ଡି ଗ୍ରାମ ପଞ୍ଚାୟତ କୁମୁଡ଼ା ଜୟପୁର ଖେଳ ପଡ଼ିଆ ଠାରେ ଲକ୍ଷ୍ମୀ ପ୍ରିୟା ମହାନ୍ତି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି । ସମସରପୁର ଗ୍ରାମ ର ସାମ୍ବାଦିକ ସୁବ୍ରତ କୁମାର…

ପ୍ରଥମ ବୁଢାରଜା କ୍ରିକେଟ ଉଦଘାଟିତ ।

ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ନିକଟସ୍ଥ ବଇଦପାଲି ଗ୍ରାମରେ ପ୍ରଥମ ବୁଢାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି।ଉଦଘାଟନୀ ମ୍ୟାଚ କନସିଂହା ଓ ଖୁଜେନ ମଧ୍ୟରେ ହୋଇଥିଲା।ଏଥିରେ କନସିଂହା ବିଜୟୀ ହୋଇଥିଲା।ମୁଖ୍ୟ ଅତିଥି ଟଙ୍କମଣି ସ୍ବାଇଁ,ସମ୍ମାନିତ ଅତିଥି ଯୁବଚାଷୀ ଅଜିତ…

ଇଲେଭେନ ଷ୍ଟାର କ୍ରିକେଟ କପ ଉଦଯାପିତ: ପଦ୍ମପୁର ଚମ୍ପିୟାନ ।

ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ନିକଟସ୍ଥ ଦହିତା ଠାରେ ଇଲେଭେନ ଷ୍ଟାର ଦ୍ଵାରା ଆୟୋଜିତ ୧୧ତମ ଇଲେଭେନ ଷ୍ଟାର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ରବିବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ବୁଡେନ ଦଳ ଭଗତପୁର ଦଳକୁ ହରାଇ ଏବଂ ପଦ୍ମପୁର ଦଳ ଗଡ଼ଭାଟି ଦଳକୁ ହରାଇ ଫାଇନାଲରେ…

ଆର୍ଯ୍ୟ ସ୍ପୋର୍ଟିଂ:ସେମିରେ ଖୁଜେନ

ପଦ୍ମପୁର(ଶାସକ ପ୍ରଶାସକ)-ନୁଆଁପାଲି ଆର୍ଯ୍ୟ ସ୍ପୋର୍ଟିଂ ଦ୍ବାରା ଆୟୋଜିତ ନବମ ଆର୍ଯ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର କ୍ବାଟର ଫାଇନାଲରେ ଖୁଜେନ ଓ ଡଙ୍ଗର କେର୍ମେଲି ମଧ୍ୟରେ ମ୍ୟାଚ ହୋଇଥିଲା।ଖୁଜେନ ଦଳ ବିଜୟୀ ହୋଇ ସେମି ଫାଇନାଲକୁ ପ୍ରବେଶ କରିଛି।ଆଜିର ମୁଖ୍ୟ ଅତିଥି ବାଂଛାନିଧି ନାୟକ ଓ…

ସନ୍ ସାଇନ୍ କ୍ରିକେଟ୍: ମହୁଲପାଲି ଚମ୍ପିୟାନ ।

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ନିକଟସ୍ଥ ଗୌଡ଼ପାଲି ଠାରେ ଏସ.ସି.ସି. ଦ୍ଵାରା ଆୟୋଜିତ ୧୬ତମ ସନ୍ ସାଇନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ବୁଧବାର ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ଗଉଡ଼ପାଲି ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫ ଓଭରରେ ୪ ଉଇକେଟ ହରାଇ ୬୩ ରନ ସଂଗ୍ରହ…