ପେଟ୍ରୋଲ ଡିଜେଲ ଦରବୃଦ୍ଧି ର ପ୍ରତିବାଦ ଓ ସଚେତନତା ଅଭିଯାନ
ବଲାଙ୍ଗୀରରୁ ନିରୋଜ ମିଶ୍ର : ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଁ ସାଧାରଣ ଜନତାଙ୍କୁ ସଚେତନ କରିବା ପାଇଁ ବଲାଙ୍ଗିର ର ସମସ୍ତ ପେଟ୍ରୋଲ ପମ୍ପ ଠାରେ ବଲାଙ୍ଗିର ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଲିଫଲେଟ୍ ମାଧ୍ୟମରେ ଜନ ଜାଗରଣ ଅଭିଜାନ | କେନ୍ଦ୍ର ସରକାରଙ୍କ ଦ୍ୱାରା ଗତ ୪ ବର୍ଷ ମଧ୍ୟରେ…