ପେଟ୍ରୋଲ ଡିଜେଲ ଦରବୃଦ୍ଧି ର ପ୍ରତିବାଦ ଓ ସଚେତନତା ଅଭିଯାନ 

0

 ବଲାଙ୍ଗୀରରୁ ନିରୋଜ ମିଶ୍ର : ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଁ ସାଧାରଣ ଜନତାଙ୍କୁ ସଚେତନ କରିବା ପାଇଁ ବଲାଙ୍ଗିର ର ସମସ୍ତ ପେଟ୍ରୋଲ ପମ୍ପ ଠାରେ ବଲାଙ୍ଗିର ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଲିଫଲେଟ୍ ମାଧ୍ୟମରେ ଜନ ଜାଗରଣ ଅଭିଜାନ | କେନ୍ଦ୍ର ସରକାରଙ୍କ ଦ୍ୱାରା ଗତ ୪ ବର୍ଷ ମଧ୍ୟରେ ପେଟ୍ରୋଲ ଡିଜେଲ ଦରବୃଦ୍ଧିରେ ଲୋକ ସନ୍ତୁଳି ହେଉଥିବା ବେଳେ ଏହାର ପ୍ରତିବାଦରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ସଚେତନତା ସୃତି କରାଯିବ ସହ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିର ପ୍ରତିବାଦ କରାଯାଇଥିଲା |

Leave A Reply

Your email address will not be published.