ଚିପିଲିମା ଅଞ୍ଚଳରେ ଜଣେ କରୋନା ପୋଜିଟିଭ ଚି଼ହ୍ନଟ !

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲା ଧନକଉଡା ବ୍ଲକ କର୍ଡୋଲା ପଞ୍ଚାୟତ ଚିପିଲିମାରେ ଗତ ୩ତାରିଖ ଜଣେ ଭିସୁଟ ଯୁବକର୍ମଚାରୀଙ୍କ କରୋନା ଚିହ୍ନଟ ହୋଇ କୋଭିଡ ହସପିଟାଲରେ ଚିକିତ୍ସାଧିନ ଥିବାବେଳେ,ଆଜି ଚିପିଲିମାରେ ପୁଣି ଜଣେ ୭୦ ବର୍ଷିୟା ମହିଳାଙ୍କ କରୋନା ଚିହ୍ନଟ ହୋଇଛନ୍ତି  ।…

ଶ୍ୟାମମେଟାଲିକ୍ସରୁ ଓଭରଲୋଡ଼ିଂ ବନ୍ଦ ପାଇଁ ରେଙ୍ଗାଲି ଟ୍ରକ ମାଲିକଙ୍କ ଦାବୀକୁ ପ୍ରଶାସନର  ଅଣଦେଖା l 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ରେଙ୍ଗାଲି ସ୍ଥିତ ଶ୍ୟାମ ମେଟାଲିକ୍ସ ରୁ ଓଭରଲୋଡ଼ିଂ ବନ୍ଦ ଏବଂ ବର୍ଦ୍ଧିତ ଡିଜେଲ ଦର ରେ ଭଡା ସ୍ଥିର କରିବା ପାଇଁ ରେଙ୍ଗାଲି ଟ୍ରକ ମାଲିକ ମାନେ   ଦାବୀ କରିଆସୁଛନ୍ତି l  ମାତ୍ର, ଜ଼ିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି l …

ସାବାସ “ଆୱାର ହେଲପିଙ୍ଗ ହେଣ୍ଡ”  : ବସ୍ତି ବାସିନ୍ଦାପିଲାଙ୍କୁ ମାଗଣା ଟିଉସନ ଜରିଆରେ କରୁଛି ଶିକ୍ଷାଦାନ…

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) କୋଭିଡ-୧୯ ଯୋଗୁଁ ଉପୁଜିଥିବା ପରିସ୍ଥିତି ଯୋଗୁଁ ସମଗ୍ର ବିଶ୍ୱ ବର୍ତ୍ତମାନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି । ବ୍ୟକ୍ତି ବିଶେଷ ଠୁ ଆରମ୍ଭ କରି ବ୍ୟବସାୟିକ ପ୍ରତିଷ୍ଠାନ, ବୃହତ ଶିଳ୍ପାନୁଷ୍ଠାନ ସହିତ ରାଜ୍ୟ ଦେଶ ଓ ବିଶ୍ୱ ର ଆର୍ଥିକ ମେରୁଦଣ୍ଡ…

ଆଜି ସୁସ୍ଥ ହେଲେ  ୫୬୫ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର( ଶାସକ ପ୍ରଶାସକ)  ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୫୬୫ ଜଣ କରୋନା ଆକ୍ରାନ୍ତ | ଫଳରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୭୯୭୨ କୁ ବୃଦ୍ଧି ପାଇଛି |  ସୂଚନାଯୋଗ୍ୟ ଯେ ଆଜି ସକାଳେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୭୫୫ ଜଣ ଆକ୍ରାନ୍ତ | ଆଜି ସ୍ୱାସ୍ଥ୍ୟ  ବିଭାଗ ପକ୍ଷରୁ ୬ ଜଣଙ୍କ…

୨୦୧୫ ଓ ୨୦୧୬ ପାଇଁ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା 

ଭୁବନେଶ୍ୱର : ଆଜି ରାଜ୍ୟ  ଓଡ଼ିଶା ସାହିତ୍ୟ ଏକାଡେମୀ  ୨୦୧୫ ଓ ୨୦୧୬ ମସିହା ପାଇଁ ପୁରସ୍କାର ଘୋଷଣା କରିଛନ୍ତି |  ଓଡିଶା ସାହିତ୍ୟ ଏକାଡେମୀ ହୋଇଥିବା ଘୋଷଣା ଅନୁଜାଏଇ ଉପନ୍ୟାସ ପାଇଁ  ନିତ୍ୟାନନ୍ଦ ପଣ୍ଡା(୨୦୧୫) ଓ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ(୨୦୧୬), କ୍ଷୁଦ୍ରଗଳ୍ପ ପାଇଁ ପବିତ୍ର…

ଲଇକେରା : ଖୁନ୍ତାମାଲରେ ଜିଓ ନେଟୱାର୍କ ଫେଲ ! ଜିଓ କମ୍ପାନୀର ମନମାନି

ଝାରସୁଗୁଡ଼ା : କରୋନା ମହାମାରୀ ପାଇଁ ଲକଡାଉନ ଓ ସଟଡାଉନ ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ଦାଉ ସାଜିଛି ଜିଓ ଇଣ୍ଟରନେଟ ସେବା । ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ଖୁନ୍ତାମାଲ ଗ୍ରାମରେ ୮ଦିନ ହେଲା ଜିଓ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ଫୋନ କଲେ ମଧ୍ୟ…

ବିଶିଷ୍ଟ ସମାଜସେବୀ ତଥା ସାମ୍ବାଦିକ ନରେଶ କୁମାର ଅଗ୍ରୱାଲଙ୍କୁ ବନ୍ଧୁକ ମୁନରେ ଅପହରଣ l

http://www.youtube.com/watch?v=7Q9jFE_oYK4   ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ସମ୍ବଲପୁରର ବିଶିଷ୍ଠ ବ୍ୟବସାୟୀ ତଥା ସମାଜସେବୀ, ସାମ୍ବାଦିକ ନରେଶ କୁମାର ଅଗ୍ରୱାଲ ଙ୍କୁ ସମ୍ବଲପୁର ଝାରସୁଗୁଡା ରାଜ୍ୟ ରାଜପଥ ର ଶାସନ ଠାରେ ଆଜି ସ୍ପଷ୍ଟ ଦିବାଲୋକ ରେ ବନ୍ଧୁକ ମୁନରେ  ଅପହରଣ …

୪୮ ଘଣ୍ଟା ବନ୍ଦ ରହିବ ପୋଲିସ ସେବା ଭବନ 

ଭୁବନେଶ୍ୱର : ଆସନ୍ତା ୧୧ ତାରିଖ ଦିନ ୯ ଟା ଠାରୁ ୧୩ ତାରିଖ ଦିନ ୯ ଟା ପର୍ଯ୍ୟନ୍ତ କର୍ମଚାରୀ ଓ ସର୍ବସାଧାରଣଙ୍କ ପାଇଁ ପୋଲିସ ସେବା ଭବନ ବନ୍ଦ ରହିବ | ପ୍ରତିଷେଧକ ବ୍ୟବସ୍ଥା ଭାବରେ ସରକାରୀ ଛୁଟି ଦିନ(ଦ୍ଵିତୀୟ ଶନିବାର ଓ ରବିବାର) ରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି | କଥାକୁ ବନ୍ଦ…

ଭୁବନେଶ୍ୱରରୁ ୪୫, ସାଧାରଣ ଅଂଚଳରୁ ୧୦ 

ବାହାରୁ ଚିହ୍ନଟ ଆକ୍ରାନ୍ତ ସଂଖ୍ୟା ବଢ଼ାଇଛି ଚିନ୍ତା  ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ଖୋର୍ଦ୍ଧା ଜିଲ୍ଲାରେ ୫୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ୱର ମହାନଗରନିଗମ ଅଂଚଳରୁ ଚିହ୍ନଟ ହୋଇଛନ୍ତି ୪୫ ଜଣ | କ୍ଵରେଣ୍ଟାଇନ ସେଂଟରରୁ ୩୫ ଜଣ ଚିହ୍ନଟ ହୋଇଥିବା ବେଳେ…

ଆସନ୍ତା ୧୧ ଓ ୧୨ ସମ୍ବଲପୁର ଜ଼ିଲ୍ଲା ସଟଡାଉନ୍ l

ସମ୍ବଲପୁର(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ମହାମାରୀର କାୟା l ଜ଼ିଲ୍ଲା  କରୋନାକୁ ମାତ ଦେବା ପାଇଁ ସମ୍ବଲପୁର  ଜ଼ିଲ୍ଲା କୁ ଆଗାମୀ ୧୧ ଓ ୧୨ ତାରିଖ ୨ ଦିନ ସମ୍ପୂର୍ଣ୍ଣ ସଟ ଡାଉନ ଘୋଷଣା କରିଛି ଜ଼ିଲ୍ଲା ପ୍ରଶାସନ । କେବଳ ଜରୁରୀକାଳିନ…