ବେଦାନ୍ତ ଓ ପ୍ରଶାସନର ନୀରବ ରାସ, ଝାରସୁଗୁଡାବାସୀଙ୍କ ଭାଗ୍ୟରେ ବିଷ !

http://www.youtube.com/watch?v=EIf9hE6vTYw ପାଣି ବି ପାଲଟିବାକୁ ବସିଛି ଜହର, ଆଶଙ୍କା ଭିତରେ ଝାରସୁଗୁଡା ସହର |   ସହର ପ୍ରଦୂଷିତ ହେଉଥିଲା, ଏବେ ଜଳ ଉତ୍ସ ବି ହେଉଛି ବିଷାକ୍ତ ଆସ ପଣ୍ଡ ବିଷାକ୍ତ ପାଉଁଶ ପାଣି ମିଶୁଛି ପଞ୍ଚପଡ଼ାରେ ଇବ୍ ନଦୀ ଘାଟରେ  ଏହି…

ନୂଆ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କର, ପୁରୁଣା ପ୍ରକଳ୍ପ ପୁନରୁଦ୍ଧାର ଜଲଦି ସାର: ଓଏଲଏଇସି ଅଧ୍ୟକ୍ଷ ଶ୍ରୀ ପତ୍ରୀ

ବିଂଝାରପୁର ନିର୍ବାଚନ ମଣ୍ଡଳୀର ଉଠାଜଳସେଚନ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା ଭୁବନେଶ୍ୱର (ଶାସକ ପ୍ରଶାସକ): ରାଜ୍ୟ ସରକାର କୃଷି ଓ କୃଷକଙ୍କ ବିକାଶକୁ ପ୍ରାଥମିକତା ଦେଉଥିବା ବେଳେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି | ସମ୍ପ୍ରତି…

ଜଣାଶୁଣା ବିଜେଡି କର୍ମୀ ଓ ସମାଜସେବୀ ଶ୍ରୀ ଶଙ୍କର ଲାଲ ଶର୍ମାଙ୍କର ଦେହାନ୍ତ

ଝାରସୁଗୁଡ଼ା (ସୁଭାଷ ସହାରେ) : ଝାରସୁଗୁଡ଼ା ଅଞ୍ଚଳର ଜଣାଶୁଣା ବିଜେଡି  କର୍ମୀ ଓ ସମାଜସେବୀ ଶ୍ରୀ ଶଙ୍କର ଲାଲ ଶର୍ମାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। | ଶ୍ରୀ ଶର୍ମା ଗତ କିଛି ମାସ ହେଲା ଅସୁସ୍ଥ ଥିଲେ। ତାଙ୍କର ଚିକିତ୍ସା ଭୁବନେଶ୍ବରର କୌଣସି ଏକ…

ଲୁହାଛଡ଼ ଚୋରି ଅଭିଯୋଗରେ ଦୁଇଜଣ ଗିରଫ। 

ଝାରସୁଗୁଡ଼ା :(ସୁଭାଷ ସହାରେ) ବେଦାନ୍ତ ଆଲୁମିନା ପ୍ଳାଣ୍ଟ ଝାରସୁଗୁଡ଼ାରୁ ଦୁଇ ଜଣଙ୍କୁ ଲୁହାଛଡ଼ ଚୋରି କରିବା ଅଭିଯୋଗରେ ବଡ଼ମାଲ ପୋଲିସ ଗିରଫ କରିଛି।  ସୂଚନାରୁ ପ୍ରାପ୍ତ ଯେ ରିତୁ କୁମ୍ଭାର ଓ କରନ ଶର୍ମା ନାମକ ଦୁଇଜଣ ଯୁବକ ବେଦାନ୍ତର କାନ୍ଥ ଡେଇଁ ଆଜି ତା:୧୩/୦୮/୨୦୨୦ ଦିନ ପ୍ରାୟ ୧ ଟା…

ମୟୁରଭଞ୍ଜ ଜିଲ୍ଲା ଚାଲିଛି ଲଘୁ ଖଣିଜ ମାଫିଆଙ୍କର ଗୁଣ୍ଡାଗର୍ଦ୍ଦି 

ଭୁବନେଶ୍ୱର(ଶାସକ ପ୍ରଶାସକ) : ମୟୁରଭଞ୍ଜ ଜିଲ୍ଲା ଚାଲିଛି ଲଘୁ ଖଣିଜ ମାଫିଆଙ୍କର ଗୁଣ୍ଡାଗର୍ଦ୍ଦି । ତେବେ କିଛି ଦିନ ପୂର୍ବରୁ ବେତନଟୀ ତାହାଡ଼ିଲର ପୂର୍ବତନ ତହସିଲଦାରଙ୍କ ବାଲି ମାଫିଆଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ନିଲମ୍ବିତ ହୋଇଥିବା ବେଳେ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତରେ…

କଟକଣା ବନାମ ପେଟପାଟଣା: ଷ୍ଟେସନ ବଜାର ହାଟରେ ଦୋକାନ ଖୋଲା

ପ୍ରଶାସନର ଚଢ଼ଉ ପରେ ଉତ୍ତେଜନା, କେମିତି ଚଳିବୁ ଜବାବ୍ ମାଗିଲେ ବ୍ୟବସାୟୀ ବାରିପଦା(ଦିଲ୍ଲୀପ ମହାନ୍ତି): ଦିନେ କୋଳାହୋଳପୂର୍ଣ୍ଣ ହେଉଥିବା ମୟୂରଭଞ୍ଜ ଜିଲ୍ଲାର ହାଟ ଏବେ ଶୂନଶାନ। କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ଜିଲ୍ଲାପ୍ରଶାସନ ଚଳିତ ମାସ  ୩୧ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ…

ମୟୂରଭଞ୍ଜ ଜିଲ୍ଲାର ୨ ବ୍ଲକର ୬୬ ହଜାରରୁ ଅଧିକ ଜନାସାଧାରଣଙ୍କ ଜଳ କଷ୍ଟ ଦୂର ହେବ

ଜିଲ୍ଲା ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ କୃତଜ୍ଞତା ପ୍ରଦାନ କଲେ ସାଂସଦ ମମତା ମହାନ୍ତ ବାରିପଦା(ଶାସକ ପ୍ରଶାସକ)- ଗତ ଅଗଷ୍ଟ ୧୨ ଭୂବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁÂିତ କ୍ୟାବିନେଟ ବୈଠକରେ ୪ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହା…

ବିଜେପୁର ପୋଲିସର ବଡ଼ ସଫଳତା: ବନ୍ଧାହେଲେ ଦଶ ଡକାୟତ

ଚୋରି ସାମଗ୍ରୀ ରଖିଥିବା ଅଭିଯୋଗ ରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗିରଫ   ବରଗଡ :- ଗତ 12 ତାରିଖ ଦିନ ବିଜେପୁର ଥାନାରେ ବୁଢ଼ାପଲି ସୋଲାର ପ୍ଲାଣ୍ଟ ରୁ କିଛି ଦୁର୍ବୃତ୍ତ ସେଠାରେ କାର୍ଯ୍ୟ ରତ ସିକୁରୀଟି ଗାର୍ଡ ମାନଙ୍କୁ ଆକ୍ରମଣ କରି ଷୋହଳ ଗୋଟି ସୋଲାର ପ୍ଲେଟ ଡକାୟତି କରି ନେଇଥିବା…

ଅଙ୍ଗଦାନ କରିଥିବା ବ୍ୟକ୍ତି ମରି ମଧ୍ୟ ଅମର – ମୁଖ୍ୟମନ୍ତ୍ରୀ

ଅଙ୍ଗଦାନ କରିଥିବା ୩ ଜଣଙ୍କୁ ମରଣୋତ୍ତର ଭାବେ ‘ସୁରଜ ସମ୍ମାନ’ରେ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର( ଶାସକ ପ୍ରଶାସକ) : ଆଜି ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩ଜଣଙ୍କୁ ମରଣୋତ୍ତର ଭାବେ ‘ସୁରଜ ସମ୍ମାନ’ରେ ସମ୍ମାନିତ କରିଛନ୍ତି । ୨୦୧୯…

ବିପଦ ସଙ୍କୁଳ ଅବସ୍ଥାରେ  ବିଶ୍ରାମାଗାର

 ମ. ରାମପୁରରୁ ଜଗତ ସାହୁ : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅନ୍ତର୍ଗତ ଡ. କର୍ଲାଖୁଣ୍ଟା ପଞ୍ଚାୟତ ର ପାଜିବହାଲି ଛକ ରେ ଥିବା ଯାତ୍ରୀ ବିଶ୍ରାମାଗାର ଅବସ୍ଥା ଅତି ଦୟନୀୟ।ଏଠାରେ ଥିବା  ବିଶ୍ରମାଗାର୍ ର ଛାତ୍ କିଛି ଅଂଶ ଭୁଶୁଡ଼ି ପଡ଼ିଥିବା ବେଳେ ଆଉ କିଛି ଅଂଶ ଫାଟି ଆଁ କଲାଣି।…