ଅଗ୍ନିଶମବାହିନୀରେ ଗଢାହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ

ବିପର୍ଯ୍ୟୟ ସମୟରେ ତ୍ବରିତ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହେବେ କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ରହିବ ଏହାର ୩ଟି ୟୁନିଟ୍, ସୃଷ୍ଟି ହେବ ୧୪୪ଟି ପଦବୀ ଭୁବନେଶ୍ୱର : ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରାଯିବା…

ଆଡଭୋକେଟ ବିଭୁ ତ୍ରିପାଠୀଙ୍କ ମାତୃ ବିୟୋଗ

ଭୁବନେଶ୍ୱର - ପୁରୀର ରାଷ୍ଟ୍ରପତି ପୁୂରସ୍କାରପ୍ରାପ୍ତ ଶିକ୍ଷକ ସ୍ୱର୍ଗତ ଦିବାକର ତ୍ରିପାଠୀଙ୍କ ସହଧର୍ମିଣୀ ତଥା ଜଣାଶୁଣା ଆଡଭୋକେଟ ବିଭୁ ପ୍ରସାଦ ତ୍ରୀପାଠୀଙ୍କ ମାତା ବିଦ୍ୟୁତ ପ୍ରଭା ତ୍ରିପାଠୀଙ୍କର ଆଜି ପରଲୋକ ଘଟିଛି । ତାଙ୍କୁ ୭୯ ବର୍ଷ ହୋଇଥିଲା । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ ।…

ପୋଖରୀ ନିଲାମ ବାତିଲ କରିବାକୁ ବିଡ଼ିଓଙ୍କୁ ମହିଳା ମାନଙ୍କ ଦାବିପତ୍ର ପ୍ରଦାନ

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଜର୍ଜଗଡ଼ ଏକ ପୁରୁଣା ରାଜସ୍ୱ ଗ୍ରାମ ଅଟେ । ଏହି ଗ୍ରାମରେ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଏକ ପୁରୁଣା ପୋଖରୀ ରହିଛି । ଚଳିତ ବର୍ଷ ଏହି ପୋଖରୀ କୁ ମାଛ ଚାଷ କରିବା ପାଇଁ , ପଞ୍ଚାୟତ ତରଫରୁ ଆଜି ନିଲାମ କରିବାର ସମୟ ନିର୍ଦ୍ଧାରିତ ହୋଇଥିଲା । ଏହି…

ରାଉରକେଲା ଇସ୍ପାତ ମାର୍କେଟ ଅର୍ବାନ ବ୍ୟାଙ୍କ ନିକଟରେ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

ରାଉରକେଲା : ଇସ୍ପାତ ମାର୍କେଟ ନିକଟସ୍ଥ ଅର୍ବାନ ବ୍ୟାଙ୍କ ନିକଟରେ ଏକ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର କରାଯାଇଛି । ତେବେ ଏହି ଅଚିହ୍ନା ବ୍ୟକ୍ତି ଜଣକ କିଏ ଓ ଏଠାରେ ତାଙ୍କର ଶବ କିପରି ମିଳିଲା ସେ ସଂପର୍କରେ ସେକ୍ଟର ୧୯ଥାନାଧିକାରୀ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି । ଯଦି କୌଣସି…

ଗୁଣି ଗାରେଡ଼ି ସନ୍ଦେହରେ ଜଘନ୍ୟ କାଣ୍ଡ, ହତ୍ୟାପରେ ମହିଳାଙ୍କ ମୃତଦେହ ନଦୀରେ ଭସେଇ ଦେଇଥିଲେ ଅଭିଯୁକ୍ତ

ରାଉରକେଲା(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନାର ପଙ୍କଡ଼ିହି ନିକଟ ଜଡ଼ାଗାଁରେ ଅଭାବନୀୟ କାଣ୍ଡ । ମୁନି ଓରାମ ନାମକ ବୃଦ୍ଧା ଗତ ୧୮ ତାରିଖ ଜନ୍ମାଷ୍ଟମୀରୁ ନିଖୋଜ ଥିବା ବେଳେ ପରିବାର ଲୋକେ ଖୋଜା ଖୋଜି କରିବା ପରେ ପାଇନଥିଲେ । ଏନେଇ ଗୁରୁଣ୍ଡିଆ ଥାନାରେ ଏତଲା…

ନୃସିଂହନାଥ ପୀଠରେ ଠାରେ ବ୍ରାହ୍ମଣ ସମାଜର ମହାସଭା

ପାଇକମାଳ : ଓଡ଼ିଶା ବ୍ରାହ୍ମଣ ମହାସଂଘର ଏକ ବୈଠକ ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ସଭାପତି ଗିରୀଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ନୃସିଂହନାଥ ସ୍ଥିତ ଗାୟତ୍ରୀ ମଣ୍ଡପ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ବ୍ରାହ୍ମଣ ମହାସଂଘର ସଭାପତି ଡ. ସଦାନନ୍ଦ ଦିକ୍ଷିତ,…

“କେନ୍‌ଟା ନୁଆଁଖାଇ “

ଆଧୁନିକତାର୍‌ ଚାକଚକ୍ୟ ଭିତ୍‌ରେ ହଜି ଗଲାନ ଆଝିର୍‌ ଆମର୍‌ ରୀତି ନୀତି, ସଂସ୍କୃତି ଆର୍‌ ପରମ୍ପରା l ହଜି ଗଲନ ନୁଆଁଖାଇ l ପିଢ଼ି ପରେ ପିଢ଼ି ଜେନ୍‌ ରୀତି ନୀତିଥିଁ ଆମର୍‌ ପୁର୍‌ଖା ଲୁକେ ନୁଆଁଖାଇ ଆସୁଥିଲେ ସେ ସବୁ ଆଝିର୍‌ ବଦଳି ଯାଇଛେ l ଯଦି ଆମକୁ କିଏ ପଚ୍‌ରେ " କେନ୍‌ଟା ନୁଆଁଖାଇ,…

ଜଗନ୍ନାଥ ପ୍ରସାଦ ରେ ପ୍ରାଥମିକ ଶିକ୍ଷକ ସଂଘ ଗଠିତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ରବିବାର ଗଠିତ ହୋଇଯାଇଛି। ବୈଠକରେ ରାଜ୍ୟ ସଂଘ ପକ୍ଷରୁ ରାଜ୍ୟ ଯୁଗ୍ମ ସାଧାରଣ ସମ୍ପାଦକ ଶ୍ରୀ ସୁଦାମ ଦଳବରା ଉପସ୍ଥିତ ରହି ନିର୍ବାଚନ ସାଙ୍ଗଠନିକ ପ୍ରକ୍ରିୟାକୁ ସଂଯୋଜନା କରିଥିଲେ । ନବ ନିର୍ବାଚିତ…

ମହିଳା ପୁଲିସ୍ ଏସ୍ଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟା ଘଟଣା, ଧାରଣାରେ ପରିବାର୍

 ଘୁ.ଉଦୟଗିରି(ଗଗନ କୁମାର ପ୍ରାଧାନ): ଗତକାଲି ଘୁ .ଉଦୟଗିରି ଆଦର୍ଶ ଥାନାରେ କାର୍ଯ୍ୟରତ ମହିଳା ପୁଲିସ୍ ଏସ୍ଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି l ମୃତ ଏସ୍ଆଇଙ୍କ ପରିବାର ଲୋକେ ଘୁ.ଉଦୟଗିରିରେ ପହଁଚିବା ପରେ ଏସ୍ଆଇ ସ୍ବାଗତିକାଙ୍କ…

ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝୀ ଙ୍କ ଝାଡା ବାନ୍ତି ଆକ୍ରାନ୍ତ ଗ୍ରାମ ଗସ୍ତ

କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝୀ ଙ୍କ କାଶୀପୁର ବ୍ଲକ ର ଅଡାଜର ପଞ୍ଚାୟତର ଝାଡା ବାନ୍ତି ଆକ୍ରାନ୍ତ ଗ୍ରାମ ପରଲାଜର ଆଉ ଛଟିଗୁଡା ଗ୍ରାମ ଜାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି |କିଛି ଦିନ ଧରି ଅଡାଜୋର ପଞ୍ଚାୟତରେ ଝାଡା ବାନ୍ତି ସ୍ଥିତି…