ଚତୁର୍ଥ ପର୍ଯ୍ୟାୟରେ ଜିଲ୍ଲାର ୩୫ ଟି ସରକାରୀ ଉଚ୍ଚ ବିଦ୍ୟାଳୟ ହେବ ୫-ଟି ରୂପାନ୍ତରଣ
ଆଭାସି ଯୋଗେ ୫-ଟି ସଚିବଙ୍କ ସହ ଛାତ୍ରଛାତ୍ରୀ, ଜନ ପ୍ରତିନିଧି ଓ ପଦାଧିକାରୀଙ୍କ ସହ ଆଲୋଚନା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟରେ ୩୫ ଟି ସରକାରୀ ଉଚ୍ଚ ବିଦ୍ୟାଳୟ ୫-ଟି ଅଧୀନରେ ରୂପାନ୍ତରଣ ହେବ। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଉକ୍ତ…