ବିଶ୍ୱ ରକ୍ତଦାତା ଦିବସ: ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ସଚେତନତା ବାର୍ତ୍ତା
ବଲାଙ୍ଗୀର: ରକ୍ତଦାନ ହେଉଛି ମହାଦାନ। ଜଣକର ରକ୍ତ ଅନ୍ୟ ଜଣଙ୍କୁ ଜୀବନଦାନ ଦେଇପାରେ। ଏହି ମହତ ଉଦ୍ଦେଶ୍ୟକୁ ନେଇ ବିଶ୍ୱ ରକ୍ତଦାତା ଦିବସ ଅବସରରେ ଗତକାଲି ବଲାଙ୍ଗୀର ସହରରେ ଏକ ଅଭିନବ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାମାଜିକ ସଂଗଠନ 'ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ' ତରଫରୁ…