ଗାଇସିଲାଟ ବ୍ଲକ ଓଡିଶା ଡ୍ରାଇଭର ମହାସଂଘର ମହାନତା

ଗାଇସିଲାଟ/ମନ ଡନସନା-ଓଡିଶା ଡ୍ରାଇଭର ମହାସଂଘ ଗାଇସିଲଟ ତରଫରୁ ନିଜ ସଂଘର ଜଣେ ଡ୍ରାଇଭର ପାରାଲେସିସ ହୋଇଥିବା ଖବର ପାଇ ଅଏଁଲାଭଟା ଗ୍ରାମର ରହିତ ସାହୁ ଘରକୁ ଯାଇ ସାହାଯ୍ୟର ହାତ ବଢେଇଥିଲେ।ଗାଇସିଲଟ ଡ୍ରାଇଭର ମହାସଂଘର ସଭାପତି ସୁରେଶ ସାଗର,ସମ୍ପାଦକ ମନୋରଞନ ଡୁଡୁକା,ଜଗଦୀଶ ସାହୁ ଏବଂ…

ନିମାପଡ଼ା ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ୱର, ୨୬/୦୭/୨୦୨୩: ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମୀ ତେରୁଣ୍ଡିଆ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ନାୟକ ଓ ପୂର୍ବତନ ନାଏବ ସରପଞ୍ଚ ନୃସିଂହ ଚନ୍ଦ୍ର ମହାରଣାଙ୍କ ନେତୃତ୍ବରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି | ଆଜି ଶଙ୍ଖ ଭବନ ଠାରେ…

ଲକ୍ଷ ଲକ୍ଷ ଗରିବ ଓଡ଼ିଆଙ୍କ ପ୍ରଧାନମନ୍ତ୍ରୀ ଆବାସ ବନ୍ଦ କରିବାକୁ ବିଜେପି ଷଡ଼ଯନ୍ତ୍ର କରିଥିଲା: ବିଜେଡି

ବିଜେପିର ଷଡ଼ଯନ୍ତ୍ର ଯୋଗୁଁ ୩ ବର୍ଷ ପରେ ଓଡ଼ିଶାକୁ ୧୫ ଲକ୍ଷ ଜାଗାରେ ୮ ଲକ୍ଷ ଘର ମିଳିଲା ସବୁକଥାରେ ମିଛ ଗପୁଥିବା ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଲୋକେ ଜୋକର୍ ଭାବୁଛନ୍ତି ବିଜେପି ନେତାଙ୍କ କାରସାଦି ଓଡ଼ିଶାବାସୀ ଜାଣିସାରିଲେଣି, ଆଗାମୀ ଦିନରେ ଜବାବ ଦେବେ ଭୁବନେଶ୍ୱର,…

ଗୋପାଳପୁରରେ ଜୋନ୍ ବାଏ ଦି ପାର୍କ ହୋଟେଲର ଶୁଭାରମ୍ଭ

ଭୁବନେଶ୍ୱର: ଆପିଜେ ସୁରେନ୍ଦ୍ର ପାର୍କ ହୋଟେଲ୍ସ ପକ୍ଷରୁ ପୂର୍ବ ଭାରତର ସବୁଠୁ ସ୍ୱଚ୍ଛ ବେଳାଭୂମି ଓ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଗୋପାଳପୁରରେ ନୂଆ ହୋଟେଲ୍ ଜୋନ୍ ବାଏ ଦି ପାର୍କ ଗୋପାଳପୁରର ଶୁଭାରମ୍ଭ କରାଯାଇଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ…

ରକ୍ଷକ ସାଜୁଛି ଭକ୍ଷକ !!!!

ଲାଞ୍ଚ ନେଇ ଧରାପଡ଼ିଲେ କିଆକଟା ଥାନା ASI ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଥାନାର ASI ନବୀନ କୁମାର ଶତପଥୀ ଜଣେ ଲୋକ ଠାରୁ 8ହଜାର ଟଙ୍କା ଲାଞ୍ଚନେଉଥିବା ବେଳେ ମାଡ଼ିବସିଲେ ଭିଜିଲାନ୍ସ ଟିମ I ମିଳିଥିବା ସୂଚନା ମୁତାବକ କିଆକଟା ଥାନା ଅଧୀନ ବେଲାଦୁଲା ଗ୍ରାମର…

ଆଗାମୀ ସାଧାରଣ ନିର୍ବାଚନ : ଭୋଟର ତାଲିକା ପ୍ରସ୍ତୁତି ପାଇଁ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ପଦ୍ମପୁର :- ଆଗାମୀ ସାଧାରଣ ନିର୍ବାଚନ ଓ ବିଧାନ ସଭା ନିର୍ବାଚନ ପାଇଁ ନିର୍ଭୁଲ୍ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ ସଭାକକ୍ଷରେ ଏକ ପ୍ରାକ୍ ପରିମାର୍ଜନ ସର୍ବେକ୍ଷଣ ପାଇଁ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି। ଏଥିରେ ପଦ୍ମପୁର ଉପ-ଜିଲ୍ଲାପାଳ ସଦାକର କୁମ୍ଭାର…

ଆଜି ଛାଡିବାକୁ ଥିବା କଳିଙ୍ଗ ଉତ୍କଳ ଏକ୍ସପ୍ରେସ କାଲି ଛାଡିବ

ଭୁବନେଶ୍ୱର : ଆଜି ପୁରୀ ଠାରୁ ରାତ୍ରୀ 8ଘ.45ମି. ରେ ଛାଡିବାକୁ ଥିବା 18477 ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଆସନ୍ତା କାଲି ଭୋର 5 ଘଟିକାରେ ଛାଡିବ।

ପୁନର୍ବାର ନିଜର ଉପସ୍ଥିତି ଜାହିର କଲେ ମାଓବାଦୀ

ବରଗଡ ଜିଲ୍ଲାରେ ପୁଣି ମାଓ ପୋଷ୍ଟର ବରଗଡ :- ଦୀର୍ଘ ଦିନର ନୀରବତା ପରେ ଆଜି ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅଞ୍ଚଳ ରେ ପୁଣି ମାଓବାଦୀ ମାନେ ନିଜର ଉପସ୍ଥିତ ଜାହିର କରିଛନ୍ତି । ପାଇକମାଲ ବ୍ଲକ ଜାମସେଠ ମୁଖ୍ୟ ଛକ ନିକଟରେ ମାଓବାଦୀ ମାନେ ଗତ ରାତି ରେ ଦୁଇ ଗୋଟି ଲାଲ ବେନର ମାରି ଆସନ୍ତା 28…

ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ଦଶପଲ୍ଲା ଷ୍ଟେସନ ନିରୀକ୍ଷଣ, ଖୁବଶୀଘ୍ର ଦଶପଲ୍ଲାକୁ ଗଡ଼ିବ ଟ୍ରେନ

ନୟାଗଡ଼,୨୬/୭: ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ ରେଳ ସୁରକ୍ଷା ଅଧିକାରୀ ଏ.ଏମ.ଚୌଧୁରୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ବୈଷୟିକ ମଣ୍ଡଳୀ ଆଜି ପୂର୍ବାହ୍ନରେ ନୂଆଗାଁ ରୋଡ଼-ଦଶପଲ୍ଲା ରେଳ ଲାଇନର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଏଣୁ ଖୁବଶୀଘ୍ର ଦଶପଲ୍ଲାକୁ ଟ୍ରେନ ଗଡ଼ିବା ପାଇଁ ବିଭାଗ…

ଭର୍ଚୁଆଲ ଷ୍ଟୁଡିଓ ଉଦ୍ଘାଟନ କଲେ ଜିଲ୍ଲାପାଳ

‘ଆମ ପ୍ରେରଣା’ କାର୍ଯ୍ୟକ୍ରମରେ 430ଟି ସ୍କୁଲର ଛାତ୍ରଛାତ୍ରୀଙ୍କୁ ସଫଳତାର କାହାଣୀ କହିଲେ କୈବଲ୍ୟ ସାହୁ କେନ୍ଦୁଝର: କେନ୍ଦୁଝର ସହର ସ୍ଥିତ ଜନଜାତି ସାଧନ କେନ୍ଦ୍ର(ଟିଆରସି) ଠାରେ ମଙ୍ଗଳବାର ଭର୍ଚୁଆଲ ଷ୍ଟୁଡିଓର ଉଦ୍ଘାଟନ କରିଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ। ରାଜ୍ୟ ସରକାରଙ୍କ…