ନୃସିଂହନାଥ ସୌନ୍ଦର୍ଯ୍ୟକରଣ କାମ ତଦାରଖ କଲେ ପୂର୍ତ୍ତ ସଚିବ
ଶୀଘ୍ର କାମ ସାରିବା ପାଇଁ କଲେ ତାଗିଦ୍
୨ ମାସ ରେ ୩ ଥର କଲେ ପରିଦର୍ଶନ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ : - ବରଗଡ ଜିଲା ନୃସିଂହନାଥ ମନ୍ଦିର ପରିସରରେ ଚାଲିଥିବା ସୌନ୍ଦର୍ଯ୍ୟ କରଣ କାମକୁ ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗ ମୁଖ୍ୟ ସଚିବ ବୀର ବିକ୍ରମ ଯାଦବ ଗୁରୁବାର ପରିଦର୍ଶନ…