ଜିଲ୍ଲା ପ୍ରଶାସନ ଏବଂ ପୀରାମାଲ ଫାଉଣ୍ଡେସନ ଆନୁକୂଲ୍ୟରେ ଦିନିକିଆା କର୍ମଶାଳା
ଭବାନୀପାଟଣା (ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ଜିଲ୍ଲା ଯୋଜନା ବୋର୍ଡ ର ପରିସଂଖ୍ୟାନ ସମ୍ମିଳନୀ ଗୃହ ଠାରେ ଜିଲ୍ଲା ପ୍ରଶାସନ ଏବଂ ଅଗ୍ରଣୀ ସ୍ବେଛାସେବୀ ସଂଗଠନ ପୀରାମାଲ ର ମିଳିତ ଆନୁକୂଲ୍ୟରେ ଏକଦିବସିୟ ବାଳିକା ଶିକ୍ଷ୍ୟା ଓ ଏହାରି ଉପରେ ଆଧାରିତ ସ୍ଥାନୀୟ…