ପ୍ରେରଣା ଦେବା, ମାର୍ଗଦର୍ଶନ କରିବା ଓ ବୁଝେଇବା ହିଁ ଗୁରୁଙ୍କ ପ୍ରକୃତ କାର୍ଯ୍ୟ – ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁରରେ ‘ଗୁରୁ ସମ୍ବର୍ଦ୍ଧନା ସମାରୋହ’ରେ ସାଂସଦ
• ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦେଶ ଓ ସମାଜ ଗଢ଼ୁଥିବା ସମସ୍ତ ଗୁରୁଜନମାନଙ୍କୁ ପ୍ରଣାମ ଜଣାଇଲେ• ପ୍ରକୃତି ଠାରୁ ଆରମ୍ଭ କରି ସମାଜର ପ୍ରତ୍ୟେକ ବ୍ୟକ୍ତି ଆମର ଗୁରୁ•!-->!-->!-->!-->!-->…