ଟାଟା ଷ୍ଟିଲ୍ ଫାଉଣ୍ଡେସନ ସହାୟତାରେ କେନ୍ଦୁଡିହି ସୌର ଶକ୍ତି ଗ୍ରାମ ରେ ରୂପାନ୍ତରିତ
ଗ୍ରାମର ସମସ୍ତ 70 ଟି ଘରେ ଜଳିଲା ସୌର ବିଜୁଳି ଆଲୁଅ
ପ୍ରତି ଘର କୁ ବଲବ, ପଙ୍ଖା ଏବଂ ଚାର୍ଜ ସରଞ୍ଜାମ
ଯୋଡା, ମାର୍ଚ୍ଚ 17, 2024: କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ କେନ୍ଦୁଡିହି ଗ୍ରାମ କୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ ର ସହାୟତାରେ ସୌର ଶକ୍ତି ଗ୍ରାମ ରେ…