କୂଅ ଭିତରୁ ଭାସୁଥିବା ଗଲିତ ଶବ ଉଦ୍ଧାର
ଗାଇସିଲାଟ/ମନ ଡନସନା- ଗାଇସିଲାଟ ବ୍ଲକ ଅନ୍ତର୍ଗତ କନ୍ଦାଗାଡ ର ସୁରେନ୍ଦ୍ର ବରିହା ବୟସ (୩୦)ପି.ସ୍ବର୍ଗତ ମକାରୁ ବରିହା ସେ ଗତ ମାର୍ଚ୍ଚ ୬ ତାରିଖ ରୁ ନିଖୋଜ ଥିଲେ। ଆଜି ପଡୋଶୀ ବାବେବାହାଲ ଗାଁର ଏକ ଖେତ କୂଅ ରୁ ନିଖୋଜ ସୁରେନ୍ଦ୍ର ବରିହା ଙ୍କ କୂଅ ଭିତରେ ଗଲିତ ମୃତ ଦେହ ଭାସୁଥିବା ର…