ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କର୍ମଶାଳା,

 ଅଶୋକ ସାହୁ, ଶାସକ ପ୍ରଶାସକ/ନନ୍ଦାହାଣ୍ଡି : .ନନ୍ଦାହାଣ୍ଡି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କର୍ମଶାଳା ଅନୁଷ୍ଠିତ ହୋଇଥିଲା l ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର  ସାହୁ ଅଧ୍ୟକ୍ଷତା କରିଥିଲେ l ନନ୍ଦାହାଣ୍ଡି ପଞ୍ଚାୟତ   ଅଧ୍ୟକ୍ଷା…

ଗୁଣପୁର ଠାରେ ତ୍ରିନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛକରେ ଥିବା ପୁରାତନ ତ୍ରିନାଥ ମନ୍ଦିର ର ନୂଆ ମନ୍ଦିର କାର୍ଯ୍ଯ ସରିବା ପରେ ଆଜିଠାରୁ ଆରମ୍ଭ ହୋଇଛି। ଆଜି ସକାଳୁ ବଂଶଧାରା ନଦୀରେ ଗଙ୍ଗା ଆବାହନ କରି କଳଶ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହାପରେ…

ଭଞ୍ଜନଗର କବିସମ୍ରାଟ ମିଡ଼ିଆ କ୍ଲବ ଓ ବି.ଇ ନ୍ୟୁଜ୍ ଚାନେଲ ର ବନ୍ଧୁ ମିଳନ ଉତ୍ସବ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଘ କବି ସମ୍ରାଟ ମିଡ଼ିଆ କ୍ଲବ ଓ ବାଲେଶ୍ୱର ର ଅଗ୍ରଣୀ ଖବର ପ୍ରସାରଣ ସଂସ୍ଥା ବି.ଇ ନ୍ୟୁଜ୍ ର ମିଳିତ ଉଦ୍ୟମରେ ଗୋଟିଏ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆଜି ମଧ୍ୟାହ୍ନ ୧୨ ଘଣ୍ଟିକା ଠାରୁ ୩ ଟା ପର୍ଯ୍ୟନ୍ତ…

ସରପଞ୍ଚଙ୍କ ରାଜସ୍ଥାନସ୍ଥିତ ପିରାମଲ ସ୍କୁଲ ଅଫ ଲିଡରସିପଠାରେ ତିନି ଦିବସୀୟ କର୍ମଶାଳା

ରାୟଗଡା /ସରୋଜ ସାହୁ : ଆକାଂକ୍ଷା ଭାରତ ସହଯୋଗୀ କାର୍ଯ୍ୟକ୍ରମ ଅନ୍ତଗର୍ତ ଓଡିଶାର ୧୦ଟି ଆକାଂକ୍ଷା ଜ଼ିଲ୍ଲା ଓ ୨୦ଟି ଆକାଂକ୍ଷା ବ୍ଲକର ଚୟନିତ ସରପଞ୍ଚ ମାନଙ୍କୁନେଇ ତିନିଦିନର ପ୍ରଶିକ୍ଷଣ ପିରାମଲ ଫାଉଣ୍ଡେସନ୍ ପ୍ରତିନିଧିଙ୍କ ଦ୍ୱାରା ଓଡିଶା,ଛତିଶଗଡ଼,କେରଳ,ଝାଡ଼ଖଣ୍ଡ ଓ ହିମାଚଳ ପ୍ରଦେଶର…

ଶକ୍ତି ବାହିନୀ ପକ୍ଷରୁ ପବିତ୍ର ମାଘ ସପ୍ତମୀ ଓ ସମ୍ବର୍ଦ୍ଧନା ଉତ୍ସବ

ରାଉରକେଲା, (ବସନ୍ତ କୁମାର ଜେନା): ରାଉରକେଲା ଶକ୍ତି ବାହିନୀ ତରଫରୁ ପବିତ୍ର ବେଦବ୍ୟାସ ଠାରେ ମାଘ ସପ୍ତମୀ ସ୍ନାନ, ସୂର୍ଯ୍ୟ ପୂଜା ଓ ଜଳ ଦେବତା ଙ୍କୁ ପୂଜା କରାଯାଇଥିଲା| ପବିତ୍ର ମାଘ ସପ୍ତମୀ ଅବସରରେ ଶକ୍ତି ବାହିନୀର ରାଜ୍ୟ ସଭାପତି ଶ୍ରଦ୍ଧା ଷଢଙ୍ଗୀଙ୍କ ଅଧକ୍ଷତାରେ ଶଙ୍ଖ, କୋଇଲି ଓ…

ଧନୁଯାତ୍ରା ନିମନ୍ତେ ବୈଠକ ଅନୁଷ୍ଠିତ.

ନବରଙ୍ଗ ପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗ ପୁର ଜିଲ୍ଲା ପାପଡ଼ା ହାଣ୍ଡି ବ୍ଲକ୍ ନୂଆଁ କଟ୍ ପଂଚାୟତ ନୂଆ କଟ୍ ଗାଁ ଠାରେ ଧନୁଯାତ୍ରା ନିମନ୍ତେ  ବୈଠକ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକରେ ଚଳିତ ୨୪ ୦୨. ୨୦୨୪ ରିଖ ରୁ ଆରମ୍ବ ହୋଇ ଆସନ୍ତା ୦୧.୦୩.୨୦୨୪ ପର୍ଜନ୍ତ ଚାଲିବଏହି…

ଧନସୁଲି ସରକାରୀ ଉଚ୍ଚ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ

ପାପଡାହାଣ୍ଡି,୧୮/୦୨. 2024.ଅଶୋକ ସାହୁ, ଶାସକ ପ୍ରଶାସକ:  ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଧନସୁଲି ସରକାରୀ ଉଚ୍ଚ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଊତ୍ସବ ପାଳନ ହୋଇଯାଇଛି।ପ୍ରଧାନ ଶିକ୍ଷୟତ୍ରୀ ସତ୍ୟଭାମା ଚୌଧୁରୀ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ, ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା,…

ପାଟଳଦା ଗ୍ରାମପଞ୍ଚାୟତ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ।

ଅସ୍ତରଙ୍ଗ(ଦୁଃଶାସନ ନାୟକ) : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ପାଟଳଦା ଗ୍ରାମପଞ୍ଚାୟତ ସୋମବାର ଦିନ ଅନୁଷ୍ଠିତ ହୋଇ ଯାଇଅଛି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ । ଏକ ହଜାରରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳାଙ୍କ ସମାବେଶରେ ଏହି କାର୍ଯ୍ୟକ୍ରମ କୁ ପ୍ରଦିପ ପ୍ରଯୋଳନ୍ କରି ଉଦ୍ଘାଟନ…

ପଞ୍ଚାୟତ ସ୍ତରୀୟ ସଚେତନତା “ଆମ ଓଡ଼ିଶା ନବୀନ ଓଡ଼ିଶା “କାର୍ଯ୍ୟକ୍ରମ ଅନୁଷ୍ଠିତ

ଡେରାବିଶ,୨୦/୦୨(ଶାସକ ପ୍ରଶାସକ): ଡେରାବିଶ ବ୍ଲକ ଅନ୍ତର୍ଗତ ଦାନପୁର ଓ ମୁକୁନ୍ଦପୁର ପଞ୍ଚାୟତରେ ଆମ" ଓଡ଼ିଶା ନବୀନ ଓଡ଼ିଶା" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଗ୍ରାମୀଣ ବିକାଶ ତଥା ସାଂସ୍କୃତିକ ଐତିହ୍ୟ ପାଇଁ ଓଡ଼ିଶା କ୍ୟାବିନେଟ୍ ୪୦୦୦କୋଟି ଟଙ୍କା "ଆମ ଓଡ଼ିଶା ନବୀନ ଓଡ଼ିଶା" ଯୋଜନା…

ଗୁଣପୁର ଠାରେ ବିଜେପି ଓ ବିଜେଡ଼ି ର ବାହାଘର

 ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ନିର୍ବାଚନ ମଣ୍ଡଳୀ , ଯେଉଁଠି କଂଗ୍ରେସ କମିଟି ପକ୍ଷରୁ ଗୁଣପୁର ସହର ସ୍ଥିତ ଟାଉନ ହଲ ଠାରେ ଆୟୋଜିତ ହୋଇଛି ବିଜେପି ସହ ବିଜେଡିର ବିବାହ ଉତ୍ସବ । ଉଭୟ ବିଜେଡି ଏବଂ ବିଜେପିକୁ ଖ୍ରୀଷ୍ଟିଆନ ଏବଂ ହିନ୍ଦୁ ରୀତିନୀତି ଅନୁସାରେ ବିବାହ…