ଇଲେକ୍ଟ୍ରିକ୍ ଯାନ ଓ ସୌର ଶକ୍ତି ମାଧ୍ୟମରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅନୁଗୁଳରେ ‘ଗୋ ଗ୍ରୀନ୍’…

ଅନୁଗୁଳ, ୨୬/୦୨/ ୨୦୨୪ - ପରିବେଶ ଉପରେ ସକାରାତ୍ମକ ପ୍ରଭାବ ପକାଇବା ଏବଂ ନେଟ୍ ଜିରୋ ଲକ୍ଷ ହାସଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଭାବରେ ଭାରତୀୟ ଅଗ୍ରଣୀ ଇସ୍ପାତ ଉତ୍ପାଦକ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ଏହାର ଅନୁଗୁଳ ଇସ୍ପାତ କାରଖାନରେ ୧୦ ଟି ଇଲେକ୍ଟ୍ରିକ ବସ୍ ଏବଂ…

ସୋଆ ଏବଂ ଅକ୍‌ଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର, ଫେବୃଆରୀ ୨୭: ଶୈକ୍ଷିକ ଆଦାନ ପ୍ରଦାନ ଓ ସହଯୋଗ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ନ୍ୟୁଜିଲ୍ୟାଣ୍ଡ ସ୍ଥିତ ଅକ୍‌ଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଫ୍ୟାକଲ୍ଟି ଅଫ୍ ସାଇନ୍‌ସ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି । କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗ୍ ୨୦୨୪ରେ…

ବିଜେଡିରୁ କାର୍ତ୍ତିକ ବହିସ୍କୃତ |

ଭୁବନେଶ୍ୱର: ନିର୍ବାଚନ ଯେତେ ପାଖେଇ ଆସୁଛି , ସେତିକି ଦଳ ଡିଆଁ ଓ ନେତା ଫକ ଫକ ହେବା ବୃଦ୍ଧି ପାଇଛି | ଦଳ ବିରୋଧୀ କାର୍ଯ୍ୟରେ ନିଲମ୍ବନ ଓ ବହିଷ୍କାର ପର୍ବ ଜୋର ଧରିଛି | ଏହି କ୍ରମରେ ଆଜି ବିଜେଡିରୁ ବହିସ୍କୃତ ହେଇଛନ୍ତି କାର୍ତ୍ତିକ |ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକର କାର୍ତ୍ତିକ…

ସାଧାରଣ ନିର୍ବାଚନ କୁ ଭୋଟ ବର୍ଜନ କରିବେ ଗ୍ରାମ ବାସି

ଜଗତସିଂହପୁର,ତା-୨୭.୦୨.୨୦୨୪/ସୁମନ୍ତ କୁମାର ଦାସ :ଜଗତସିଂହପୁର ବ୍ଲକ ମୁଖ୍ୟାଳୟ ଠାରୁ ମାତ୍ର ୬ କିମି ଦୂରରେ ଅବସ୍ଥିତ ଶାଳଜଙ୍ଗ ପଂଚାୟତର କାଂଶ ଗ୍ରାମ ୧୬ ନମ୍ବର ୱାର୍ଡ । ଏହି ଗାଁ ଏକ ଅଭିଶପ୍ତ ଗ୍ରାମ କହିଲେ ଅତ୍ୟୁକ୍ତି ହେବନାହିଁ। କାରଣ ଗ୍ରାମରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା…

ରଘୁନାଥପୁର ବ୍ଲକ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର,ତା-୨୭.୦୨.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ରଘୁନାଥପୁର ବ୍ଲକ କାର୍ଯ୍ୟାଳୟର ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି,ଭା. ପ୍ର .ସେ.…

ପଲ୍ସ ପୋଲିଓ ଅଭିଯାନ ପାଇଁ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

ଜଗତସିଂହପୁର,ତା-୨୭.୦୨.୨୦୨୪/ସୁମନ୍ତ କୁମାର ଦାସ: ଜି ଜିଲ୍ଲା ସ୍ଵାସ୍ଥ୍ୟ ସମିତି, ଜଗତସିଂହପୁର ତରଫରୁ ଆଗାମୀ ମାର୍ଚ୍ଚ 3,4 ଏବଂ 5 ତାରିଖ ରେ ହେବାକୁ ଥିବା ପଲ୍ସ ପୋଲିଓ ଅଭିଯାନ ପାଇଁ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ ଡି ପି ଏମ୍ ୟୁ କନଫରେନ୍ସ ହଲରେ ଅତିରିକ୍ତ ଜିଲ୍ଲାପାଳ…

ସୁବର୍ଣ୍ଣରେଖା ନଦୀ ନିକଟସ୍ଥ ପାଣ୍ଡରା ଘାଟ ପାଲଟିଛି ଚୋରା ବାଲି ଚାଲାଣ ର ଗନ୍ତାଘର . ଚରା ବାଲି ଚାଲାଣ ବେଳେ…

ମୟୂରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର :: ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ ସୁବର୍ଣ୍ଣରେଖା ନଦୀ ପାଲଟିଛି ବାଲି ମାଫିଆ ମାନଙ୍କ ପେଣ୍ଠ ସ୍ଥଳୀ । ନୂତନ ଭାବରେ ମୃତ୍ୟୁଞ୍ଜୟ ପ୍ରଧାନ ଝାରପୋଖରିଆ ଥାନା ରେ ଦାଇତ୍ୱ ନେବା ପର ଠାରୁ ବାଲି ମାଫିଆ ମାନଙ୍କ ଭିତରେ କୋକୁଆ ଭୟ ଦେଖିବାକୁ ମିଳିଛି ।…

ମିଶନ୍ ଶକ୍ତି ମାଆଙ୍କ ପାଇଁ ବିନା ସୁଧରେ ଋଣ ମେଳା; ସୁଧ ଟଙ୍କା ଫେରସ୍ତ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ରେ ମିଶନ୍ ଶକ୍ତି ମାଆଙ୍କ ପାଇଁ ବିନା ସୁଧରେ ଋଣ ମେଳା ଆୟୋଜନ କରାଯାଇ ସେମାନଙ୍କ ଠାରୁ ଆଦାୟ ହୋଇଥିବା ସୁଧ ଟଙ୍କାକୁ ଫେରସ୍ତ କରାଯାଇଛି I ଆଜି ଏନେଇ ମଧ୍ୟାହ୍ନ ବାର ଘଣ୍ଟା ସମୟରେ ବେଲଗୁଣ୍ଠା ବ୍ଳକ୍ ପଡ଼ିଆ ଠାରେ ଆୟୋଜିତ…

ମିଶନ ଶକ୍ତି ସୁଧ ଫେରସ୍ତ କାର୍ଯ୍ୟକ୍ରମ ଅନଷ୍ଠିତ

ନବରଙ୍ଗପୁର 27.02.2024, ଅଶୋକ ସାହୁ, ଶାସକ ପ୍ରଶାସକ:ନବରଙ୍ଗପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମିଶନଶକ୍ତି ବିଭାଗ, ନବରଙ୍ଗପୁର ତରଫରୁ ରାଜ୍ଯ ସରକାରଙ୍କ ନୂତନ ମିଶନ ଶକ୍ତି ସୁଧ ଫେରସ୍ତ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର…

ଡାବୁଗାଁ ରେ ଏସ ଏଚ ଜି ସୁଧ ପରିସୋଧ ଉପରେ ମେଗା କାର୍ଯ୍ୟକ୍ରମ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ):  ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ମହିଳା ସ୍ଵୟଂ ସହାୟକ ଦଳ ର ସୁଧ ପରିଶୋଧ ଉପରେ ଏକ ମେଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଡିପିଓ ମିନତି ଦାଶ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…