ଗୁଣପୁର ବିଧାୟକ ଭାବେ ନିର୍ବାଚିତ ହେଲେ କଂଗ୍ରେସ ର ସତ୍ୟଜିତ ଗମାଙ୍ଗ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ୧୫ ବର୍ଷପରେ ଗୁଣପୁର ରେ କଂଗ୍ରେସ ନିଜ କ୍ଷମତାକୁ ଫେରିଛି । ଦଳିୟ ପ୍ରାର୍ଥୀ ଯୁବ ନେତା ସତ୍ଯଜିତ୍ ଗମାଙ୍ଗ ଗୁଣପୁର ବିଧାନସଭା ଆସନ୍ ରେ ଆଜି ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ବିଜେଡି ପ୍ରାର୍ଥୀ ରଘୁନାଥ ଗମାଙ୍ଗ ଙ୍କ…

ପାରଳାଖେମୁଣ୍ଡି ବିଧାୟକ ଭାବେ ନିର୍ବାଚିତ ହେଲେ ବିଜେଡ଼ିର ରୁପେଶ ପାଣିଗ୍ରାହୀ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ଭାବେ ନିର୍ବାଚିତ ହେଲେ ରୁପେଶ କୁମାର ପାଣିଗ୍ରାହୀ।ରୁପେଶ ପାଣିଗ୍ରାହୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର କେ.ନାରାୟଣ ରାଓଙ୍କ ଠାରୁ ୪୧୦୭ ଖଣ୍ଡ ଭୋଟ…

ଓଡ଼ିଶାର ଜନାଦେଶ ନେଇ ଖୁସିବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ

ସାଢେ ୪ କୋଟି ଓଡ଼ିଆ, ଓଡ଼ିଆ ଅସ୍ମିତା, ଭାଷା, ସଂସ୍କୃତି ଓ ପରିଚୟର ବଡ଼ ବିଜୟ - ଧର୍ମେନ୍ଦ୍ର ପ୍ରଧାନ • ଓଡ଼ିଶା ନୂଆ ଇତିହାସ ରଚିଲା ବୋଲି କହିଲେ କେନ୍ଦ୍ରମନ୍ତ୍ରୀ • ସମ୍ବଲପୁର ସମେତ ଓଡ଼ିଶାବାସୀଙ୍କୁ ବିଜେପିକୁ ପୂର୍ଣ୍ଣ ବହୁମତରେ ଆଶୀର୍ବାଦ କରିଥିବାରୁ ଧନ୍ୟବାଦ ଦେଲେ, ବିଜୟୀ…

ସହାୟତା ର ହାତ ବଢାଇଲେ ନିଗମ ଉପାଧ୍ୟକ୍ଷ

ପାରାଦ୍ଵୀପ: ସୁଶାନ୍ତ ବଡୋଇ ଯିଏ କି ପାରାଦ୍ଵୀପ ବନ୍ଦର ରେ ଏକ ହାଇୱା ଚାଳକ ଭାବେ କାର୍ଯ କରୁଥିଲେ। ନିକଟ ଅତୀତ ରେ ବନ୍ଦର ମଧ୍ୟ କୁ ମାଛ ଧରିବାକୁ ଯାଇଥିବା ବେଳେ ଏକ ଦୁର୍ଘଟଣା ର ଶିକାର ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ଅକାଳ ବିୟୋଗ ତାଙ୍କ ପରିବାର ଓ ବନ୍ଧୁ ମହଲ ରେ ଶୋକ ର ଛାୟା…

ଭୁଷୁଡ଼ିଲା ବିଜେଡି ଦୁର୍ଗ, ଓଡ଼ିଶାରେ ଫୁଟିଲା ପଦ୍ମ

ଭୁବନେଶ୍ୱର : ଲଗାତାର ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ସରକାର ଗଠନ କରି ଯେଉଁ ରେକର୍ଡ କରିବେ ବୋଲି ବିଜେଡି ଯେଉଁ ସ୍ବପ୍ନ ଦେଖିଥିଲା ତାହା ଆଜି ଚୁରମାର ହୋଇଯାଇଛି | ପାଞ୍ଚ ପାଳିର ସରକାର ପରେ ଆଜି ପ୍ରଥମ ଥର ପାଇଁ ପରାଜୟର ସ୍ୱାଦ ଚାଖିଛି ବିଜୁ ଜନତା ଦଳ | ଏକଦା…

ଭଞ୍ଜନଗର ର ବି.ଜେ.ଡି ଗଡକୁ ଭାଙ୍ଗିଲେ ବି.ଜେ.ପି ର ପ୍ରଦ୍ୟୁମ୍ନ

ଭଞ୍ଜନଗର /ଉଦୟନାଥ ପଣ୍ଡା : ଭଞ୍ଜନଗର ସହରର ଦୀର୍ଘ ୩୦ ବର୍ଷ ର ବିଜେଡି ଗଡକୁ, ଭାରତୀୟ ଜନତା ଦଳ ଭଞ୍ଜନଗର ଭଞ୍ଜନଗର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ନାୟକ ଭାଂଗି ଚୁରମାର୍ କରିଦେଇଛନ୍ତି। ଗତ ଦୀର୍ଘ ୩୦ ବର୍ଷ ହେବ ଭଞ୍ଜନଗର ସହରରେ ୬ ଥର ନିରବଚ୍ଛିନ୍ନ ଭବେ ବିଧାୟକ ରୁପେ…

ସୋରଡ଼ା ବିଧାନ ସଭା: ପୁର୍ଣ୍ଣଚନ୍ଦ୍ରଙ୍କ ଗଡ ଭାଙ୍ଗିଲେ ନୀଳମଣି: ବିପୁଳ ଭୋଟରେ ବିଜେପିର ବିଜୟ ।

ବେଲଗୁଣ୍ଠା:-(ଶିବରାମ ଚୌଧୁରୀ )-ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଆସିଯାଇଛି ୨୦୨୪ ନିର୍ବାଚନ ଫଳାଫଳ ।ଗତ ୧୫ ବର୍ଷର ବିଜେଡି ଗଡକୁ ଧସେଇ ପଶି ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିଜେପିର ନୀଳମଣି ବିଷୋୟୀ ।ଏହି ନିର୍ବାଚନରେ ନୀଳମଣି ୨୮୨୦୩ ଭଳି ବିପୁଳ ଭୋଟ ବ୍ୟବଧାନରେ ସୋରଡାର ୩ ଥରର…

ମାହାଙ୍ଗାରୁ ବିଧାୟକ ଭାବେ ଜିତିଲେ ଶାରଦା ପ୍ରସାଦ ପ୍ରଧାନ: ବୁଲୁଙ୍କ ବିଜୟ ଧ୍ଵନିରେ ସାରା ଅଞ୍ଚଳ ପ୍ରକମ୍ପିତ l

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): କେନ୍ଦ୍ରାପଡ଼ା- ୧୫ ସଂସଦୀୟ କ୍ଷେତ୍ର ଅଧିନସ୍ତ ମାହାଙ୍ଗା -୯୫ ଅସଂରକ୍ଷିତ ବିଧାନସଭା କ୍ଷେତ୍ରରୁ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶ୍ରୀ ଶାରଦା ପ୍ରସାଦ ପ୍ରଧାନ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଶ୍ରୀ ଅଙ୍କିତ ପ୍ରତାପ…

ଏକାକୀ ଗଡ ଜଗିଲେ ବର୍ଷା : ପଦ୍ମପୁର ରେ ବର୍ଷା ସିଂ ବରିହାଙ୍କ ବାଜିମାତ।

ପଦ୍ମପୁର :- ସାଧାରଣ ନିର୍ବାଚନ ରେ ଓଡ଼ିଶାରେ ଦେଖିବାକୁ ମିଲିଛି ଅପ୍ରତ୍ୟାଶିତ ଫଳାଫଳ । ସମସ୍ତ ରାଜନୈତିକ ସମାଲୋଚକ ଓ ସମୀକ୍ଷକ ଙ୍କର ଆକଳନ କୁ ଭୁଲ ସାବ୍ୟସ୍ତ କରି ଜନତା ନିଜର ସ୍ୱତନ୍ତ୍ର ମତ ପ୍ରଦାନ କରି ଭାରତୀୟ ଜନତା ପାର୍ଟି କୁ ମେଜିକ ନମ୍ବର ପ୍ରଦାନ କରିବା ସହିତ ଲୋକସଭାରେ…

ଦେଓପୁର ହତ୍ୟାକାଣ୍ଡ କୁ ନେଇ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ।

କଟକ ତା ୩/୬ (ଶାସକ ପ୍ରଶାସକ )କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିମେଇସା ପୁର ଗ୍ରାମ ପଞ୍ଚାୟତ ର ଦେଓପୁର ଗ୍ରାମ ରେ ନିର୍ବାଚନ ପୂର୍ବ ଦିନ ରାତିରେ ଅର୍ଥାତ୍ ଗତ ୨୪ ତାରିଖ ରାତିରେ ଘଟିଥିବା ସରୋଜ ଭୋଇ ହତ୍ୟାକାଣ୍ଡ କୁ ଦଶ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅପରାଧୀଙ୍କ…