ଆଞ୍ଚଳିକ ପରିବହନ ବିଭାଗ ଆନୁକୂଲ୍ୟରେ ହେଲମେଟ ପିନ୍ଧିବା ଉପରେ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ଏସ ବି ଆଇ ଛକ ନିକଟରେ ଗଜପତି ଆଞ୍ଚଳିକ ପରିବହନ ବିଭାଗ ଆନୁକୂଲ୍ୟରେ ହେଲମେଟ ଚେକିଂ କରିବା ସହ ଯେଉଁମାନେ ହେଲମେଟ ପିନ୍ଧି ନାହାନ୍ତି ସେମାନଙ୍କୁ ହେଲମେଟ ପ୍ରଦାନ କରି ସଚେତନ କରେଇବା କାର୍ଯ୍ୟକ୍ରମ ଅନୁଷ୍ଠିତ!-->…