କ୍ରେଡାଇ ଓଡ଼ିଶା ହୋମ୍ ଆଣ୍ଡ ଡେକୋର ଏକ୍ସପୋ ୨୦୨୫ ପରିଦର୍ଶନ କଲେ ରାଜ୍ୟପାଳ

କଟକ ବିଧାୟକ ସୋଫିଆ ଫିରଦୋସଙ୍କ ମଧ୍ୟ ଏକ୍ସପୋ ପରିଦର୍ଶନ ଭୁବନେଶ୍ୱର: କ୍ରେଡାଇ ଓଡ଼ିଶାର ବାର୍ଷିକ ହୋମ୍ ଆଣ୍ଡ ଡେକୋର ଏକ୍ସପୋ ୨୦୨୫ ବେଶ ଉତ୍ସାହର ସହ ଚାଲିଛି, କାରଣ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କେବଳ ରିଅଲ ଇଷ୍ଟେଟ ଠାରୁ ଆଗକୁ ଯାଇ ଘର ସଜ୍ଜା, ନିର୍ମାଣ ଏବଂ ଜୀବନଶୈଳୀ ସମାଧାନରେ ନୂତନ…

-ଵହୁ ପ୍ରତୀକ୍ଷା ପରେ ଆସିଲେ ଚେୟାର ମେନ୍, ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ।

 (ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା) : ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ରକଳାକାର ନାମା ପର୍ଦ୍ଦାଫାଶ ହେବାର ଲକ୍ଷଣଗୁଡ଼ିକ ଆସ୍ତେ ଆସ୍ତେ ଲୋକ ଲୋଚନକୁ ଆସିବ ବୋଲି ଜଣାପଡେ ।ଗତ ତାରିଖ ୦୮-୦୪-୨୦୨୫ ଠାରୁ ୱାର୍ଡ ନମ୍ବର ୭ ର ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ବକେୟା…

ଆମ ଗତି କୁଆଡେ,ନାବାଳକ ସାଜିଲେ ଅପରାଧୀ(!): ଛାତ୍ରଙ୍କୁ ହତ୍ୟା ଅଭିଯୋଗରେ ୩ ନାବାଳକ ଛାତ୍ର ଅଟକ ।

ସମର କୋର୍ସ ପାଠ ପଢୁଥିବା ବେଳେ ହଷ୍ଟେଲରେ ଏହି କାଣ୍ଡ ଘଟିଛି। କେନ୍ଦୁଝର,ତା୨୨/୪ - କାଲି ରାତିରେ ସହରର ଧାଙ୍ଗଡ଼ପଡ଼ାରେ ଥିବା ଗାୟତ୍ରୀ ରେସିଡେନ୍ସିଆଲ କଲେଜର ହଷ୍ଟେଲରେ ଏକ ନାବାଳକ ଛାତ୍ରକୁ ସାଥୀ ଛାତ୍ର ମାନେ ହତ୍ୟା କରିଥିବା ଖବର ଆସିଛି। ସୂଚନା ମିଳିଥିଲା କି ବାରିଆ ଥାନା ଅନ୍ତର୍ଗତ…

ଆଦର୍ଶ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ଦିକ୍ଷୀତଙ୍କୁ ଏକାଦଶାହରେ ଦିଆଗଲା ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।

ମରଣୋତ୍ତର ଭାବେ ପାଇଲେ ବିଦ୍ୟୁତ୍ ଲତା ଶିକ୍ଷା ସମ୍ମାନ। କେନ୍ଦୁଝର,ତା୨୨/୪ - ଆଜି ଥିଲା ଜିଲ୍ଲାର ବରିଷ୍ଠ ସାରସ୍ଵତ ସାଧିକା ଗାଳ୍ପିକା କବୟିତ୍ରୀ ବିଜୟଲକ୍ଷ୍ମୀ ଦୀକ୍ଷିତଙ୍କ ଏକାଦଶାହ ଦିବସ। କେନ୍ଦୁଝର ବଡ଼ଦାଣ୍ଡରେ ପରିବାର ପକ୍ଷରୁ ଏକ ସ୍ମୃତି ସଭା ଦିନ ୧୧ଟାରେ ଆୟୋଜନ କରାଯାଇଥିଲା।…

ବିିଶ୍ୱ ମୁଖ ସ୍ୱାସ୍ଥ୍ୟ ମାସ ପରିପ୍ରେକ୍ଷୀରେ ସୋଆ ଆଇଡିଏସ୍ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ଏପ୍ରିଲ ୨୨ : ବିଶ୍ୱ ମୁଖ ସ୍ୱାସ୍ଥ୍ୟ ମାସ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ର୍ୟଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ (ଆଇଡିଏସ୍) ପକ୍ଷରୁ ପ୍ରାୟ ୧୯ଟି ସ୍କ୍ରିନିଂ ଓ ଚିକିତ୍ସା ଶିବିର ଆୟୋଜନ କରାଯାଇଥିବା ବେଳେ ବିଭିନ୍ନ ଅଂଚଳରୁ ପ୍ରାୟ ୧୧୫୩…

ଘୁମୁସର ବିଶ୍ବହିନ୍ଦୁ ପରିଷଦ ସଂଗଠନ ଦ୍ଵାରା ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ବିଶ୍ବହିନ୍ଦୁ ପରିଷଦ ଓଡ଼ିଶା ପ୍ରଦେଶ ର ଆହ୍ୱାନକ୍ରମେ ଘୁମୁସର ଜିଲ୍ଲା ଭଞ୍ଜନଗର ବିଶ୍ବହିନ୍ଦୁ ପରିଷଦ ଜିଲ୍ଲା ସଂଗଠନ ତରଫରୁ ଆଜି ଏପ୍ରିଲ୍ ମାସ ୨୨ ତାରିଖ ମଙ୍ଗଳ ବାର ୨୦୨୫ ଦିନ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୋପଦି ମୁର୍ମୁ ଙ୍କ ଉଦେଶ୍ୟ ଏକ…

ଆତ୍ମ ସୁରକ୍ଷା ଶିକ୍ଷଣ କର୍ମଶାଳା ଉଦଯାପିତ

ପଦ୍ମପୁର :- ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଦଶ ଦିବସୀୟ ମହିଳା ଆତ୍ମ ସୁରକ୍ଷା ଶିକ୍ଷଣ କାର୍ମଶାଳା ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରଣୀ ନାଥଙ୍କ ସଭାପତିତ୍ଵରେ ଏପ୍ରିଲ୍ ୦୨ତାରିଖ ରେ ଆନୁଷ୍ଠାନିକ ଭାବରେ ଶିବିରଟି ଉଦ୍ଘାଟିତ ହୋଇଥିଲା ।…

ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ପାଳନ ଉତ୍ସବ ଉଦଯାପିତ

ନବରଙ୍ଗପୁର ୨୨.୪.୨୦୨୫:ଅଶୋଳ ସାହୁ, ଶାସକ ପ୍ରଶାସକ, ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ କ୍ରମେ ଚଳିତ ମାସ ଏପ୍ରିଲ ୮ ତାରିଖ ରୁ ଜିଲ୍ଲାରେ ପାଳନ କରାଯାଉ ଥିବା ପୋଷଣ ପକ୍ଷ-୨୦୨୫ ଆଜି ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ଜିଲ୍ଲା ସମାଜ କଲ୍ଯାଣ ବିଭାଗ ତରଫରୁ…

ସ୍ୱର୍ଗ ଦ୍ବାର ନା ଯମ ଦ୍ୱାର !!!

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଖର୍ଚ୍ଚ କରାଯାଇ ନୂତନ ଭାବେ ନିର୍ମିତ ହୋଇଥିବା ସ୍ମଶାନ ଘାଟ( ସ୍ୱର୍ଗଦ୍ଵାର) ପ୍ରବେଶ ପଥରେ ଝୁଣ୍ଟି ପଡ଼ିବେ ଲୋକେ l ଯେ କେହି ଦେଖିବ ଏହା ସ୍ଵର୍ଗଦ୍ଵାର କି ଯମ ଦ୍ବାର ପ୍ରଥମେ ଟିକିଏ…

ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ତୃତୀୟ ପ୍ରତିଷ୍ଠା ଦିବସ ଓ ବନ୍ଧୁ ମିଳନ ପାଳିତ

ରାୟଗଡ: ସ୍ଥାନୀୟ ବାଲୁଙ୍କେଶ୍ୱର ଶିବ ମନ୍ଦିର ପରିସରରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତୃତୀୟ ପ୍ରତିଷ୍ଠା ଦିବସ ଓ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି l ସଭାପତି ଶ୍ରୀ ଦୟାନନ୍ଦ ଖାଡାଙ୍ଗାଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥିଭାବେ ରାୟଗଡ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀ ମହେଶ ପଟ୍ଟନାୟକ…