ଓଡ଼ଗାଁ ବନବିଭାଗ ହାତରେ ଧରାପଡିଲେ ୩ ଶିକାରୀ
୨ ବଣ୍ୟପ୍ରାଣୀଙ୍କ ସହିତ ଗୋଟିଏ ଦେଶୀ ବନ୍ଧୁକ, ଟାଙ୍ଗିଆ ଓ ୫ ଗୁଳି ଜବତ
ଓଡ଼ଗାଁ,୨୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ କର୍ମଚାରୀ ମାନେ ବାଣ୍ଠପୁର ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ୩ ଜଣ ଶିକାରୀଙ୍କୁ ଧରିବାକୁ ସକ୍ଷମ…