ଜଗତସିଂହପୁର ଅବକାରୀ ବିଭାଗର ସଫଳତା – ୨୫ ଲକ୍ଷ ଟଙ୍କାର ହେରୋଇନ୍ ଓ ଚୋରା ମଦ କାରବାରରେ ସଂଶ୍ଳିଷ୍ଟ ଅନେକ ଯାନବାହନ…

ଜଗତସିଂହପୁର,ତା-୨୨.୦୮.୨୦୨୫/ସୁମନ୍ତ କୁମାର ଦାସ: ଅବକାରୀ କମିଶନର ଓ ଜିଲ୍ଲାପାଳ ଜେ. ସୋନାଲଙ୍କ ନିର୍ଦ୍ଦେଶକ୍ରମେ ଜଗତସିଂହପୁର ଅବକାରୀ ଅଧିକ୍ଷୀକା ଅନିତା ପ୍ରଧାନଙ୍କ ନେତୃତ୍ୱରେ ସ୍ଥାନୀୟ ଅବକାରୀ ଥାନ ଦ୍ୱାରା ଜିଲ୍ଲାର ଭିନ୍ନ ଭିନ୍ନ ଅଞ୍ଚଳରେ ଚୋରା ମଦ୍ୟ ଓ ନର୍କୋଟିକ୍ସ ବ୍ୟବସାୟକୁ…

ଜୀବିକା ନିର୍ବାହ, ବୟନ ପରିବର୍ତନ: କିପରି ବେଦାନ୍ତ ଝାରସୁଗୁଡା ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ ଜୀବନ ଗଠନରେ ସାହାଯ୍ୟ…

ଝାରସୁଗୁଡା: ପଶ୍ଚିମ ଓଡ଼ିଶାର ଗ୍ରାମାଂଚଳରେ, ପ୍ରାଚୀନ ପରମ୍ପରା ଏବଂ ନିପୁଣ କାରିଗରୀ ଦୀର୍ଘକାଳ ଧରି ଦୈନନ୍ଦିନ ଜୀବନର ଏକ ଅଂଶ ହୋଇଯାଇଛି। ସମ୍ବଲପୁରୀ ହସ୍ତତନ୍ତର ସ୍ପନ୍ଦନଶୀଳ ଢାଂଚାଠାରୁ ଟେରାକୋଟା କଳାର ମାଟିର ସୁନ୍ଦରତା ପର୍ଯ୍ୟନ୍ତ, ଏହି ସାଂସ୍କୃତିକ ଅଭିବ୍ୟକ୍ତିଗୁଡ଼ିକ ପିଢ଼ି ପରେ…

ଆକ୍ସିଡେଣ୍ଟାଲ୍ ନୁହେଁ, ଜନଆସ୍ଥା, ତ୍ୟାଗ ଓ ପରିଶ୍ରମ ବଳରେ ଓଡ଼ିଶାରେ ସରକାର କରିଛି ବିଜେପି – ଧର୍ମେନ୍ଦ୍ର…

ଓଡ଼ିଶା ୨୦୨୪ ନିର୍ବାଚନୀ ସମ୍ପର୍କିତ ପୁସ୍ତକ “ଭଏସ୍ ଆଣ୍ଡ୍ ଭୋଟ୍ସ” ଉନ୍ମୋଚିତ   • ଲେଖକ ଡଃ ନେତାଜୀ ଅଭିନନ୍ଦନ ଓ ପ୍ରୀତ୍ ବୁବନା ଏବଂ ପ୍ରକାଶକଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ• ଓଡ଼ିଶା ଏବଂ ସର୍ବଭାରତୀୟ ସ୍ତରରେ ବିଜେପି ରାଜନୈତିକ ଯାତ୍ରା ଉପରେ ଆଲୋକପାତ କଲେ• ଭାରତୀୟ…

ଫିନଟେକ୍ କ୍ଷେତ୍ରରେ ଏକବିଂଶ ଶତାବ୍ଦୀର ସମ୍ପୂର୍ଣ୍ଣ ସୁଯୋଗ ନେବେ ଓଡ଼ିଶାର ଯୁବପିଢ଼ି – ଧର୍ମେନ୍ଦ୍ର ପ୍ରଧାନ

ସମନ୍ୱିତ ବିଶ୍ୱ ଆର୍ଥିକ ପ୍ରଯୁକ୍ତିବିଦ୍ୟା ସାମର୍ଥ୍ୟ ହବ୍’ (I-GFTCH) - ଭାରତନେତ୍ରର ଶୁଭାରମ୍ଭ • ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସିଙ୍ଗାପୁର ଜିଏଫଟିଏନର ସିଇଓ…

ଧଳା ଜହର କାରବାରରେ ଭଞ୍ଜନଗର ପୋଲିସ୍ ଦ୍ଵାରା ୩ ଗିରଫ : ୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର୍ ଜବତ୍

ଭଞ୍ଜନଗରରୁ ଉଦୟନାଥ ପଣ୍ଡା : ଭଂଜନଗରରେ ପ୍ରଥମ ଥର ପାଇଁ ଧରାପଡ଼ିଛି ଧଳା ଜହର | ଧଳା ଜହର ବ୍ୟବସାୟରେ ସମ୍ପୃକ୍ତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଭଞ୍ଜନଗର ପୋଲିସ | ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇଁ ଭଞ୍ଜନଗର ପୋଲିସର ଏକ ଟିମ୍‌ ଜାମପଲ୍ଲୀ ଝଙ୍କରାଇ ମନ୍ଦିର ନିକଟରେ ତିନି ଜଣ…

ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ‘ମାଆ ପାଇଁ ଗଛ ଟିଏ’ ବୃକ୍ଷରୋପଣ ଅଭିଯାନ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟ ପରିସରରେ ସାମାଜିକ ଓ ପରିବେଶ ସଚେତନତାର ବାର୍ତା ‘ମାଆ ପାଇଁ ଗଛ ଟିଏ’ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରିନ୍ସିପାଲ ଡଃ କାହ୍ନୁଚରଣ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏବଂ ଆମ ଓଡିଶା…

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ପଶ୍ଚିମ ବଙ୍ଗ ରାଜ୍ୟର ଦମ୍ପତି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରୁ ୭୩ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀମତି ମଧୁମିତା (ଭା.ପ୍ରା.ସେ) ପୋଷ୍ୟ ସନ୍ତାନ ଭାବେ ପଶ୍ଚିମ ବଙ୍ଗ ରାଜ୍ୟର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ପିତୃମାତୃହୀନ ଏହି ଶିଶୁଙ୍କୁ ପରିତ୍ୟକ୍ତ ଅବସ୍ଥାରେ ଅଜଣା ବ୍ୟକ୍ତି ଜିଲ୍ଲା…

ଜିଲ୍ଲାସ୍ତରୀୟ କୃଷକ ଓ କ୍ରେତଙ୍କ ମଧ୍ୟରେ ସାକ୍ଷାତକାରୀ ସଭା ଓ ବଜାର ସମ୍ପର୍କ କର୍ମଶାଳା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ କୃଷକ ଓ କ୍ରେତାଙ୍କ ମଧ୍ୟରେ ସାକ୍ଷାତକାରୀ ସଭା ଓ ବଜାର ସମ୍ପର୍କ କର୍ମଶାଳା ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସାମ୍ପ୍ରତିକ ସମୟରେ ଫସଲର ବିବିଧି କରଣ ସମ୍ପର୍କ ରେ…

ବେଆଇନ କ୍ଲିନିକ୍ ସିଲ୍ ମାମଲା : ସଂମ୍ପୃକ୍ତି ଥିବା ଡାକ୍ତରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଦାବି

ବିଧାୟକ ଓ  ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ଦେଲେ ତୃତୀୟଲିଙ୍ଗ ମହାସଂଘ ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗତ କିଛି ବର୍ଷ ହେବ ଗୁଣୁପୁର ପୈାରପରିଷଦ କପିଳପରୁ ଠାରେ ଲକ୍ଷ୍ମଣ ଲାବନ୍ୟ ( ମାତୃ) ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ର ନାମରେ ୬ ମହଲା ବିଶିଷ୍ଟ କ୍ଲିନିକ୍ ଗଢିଉଠିଥିଲା। ଏହି…

ଦଳୀୟ ବିଶୃଙ୍ଖଳା ପାଇଁ ଦୁଇ ବିଜେପି ନେତା ଙ୍କୁ ଦଳରୁ ନିଲମ୍ବନ କଲେ ଜିଲ୍ଲା ବିଜେପି ସଭାପତି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଦଳୀୟ ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ପୂର୍ବତନ ଗଜପତି ଜିଲ୍ଲା ବିଜେପି ସଭାପତି ସିଦ୍ଧେଶ୍ୱର ମିଶ୍ର ଓ ଗୁମ୍ମା ବ୍ଲକ୍ କୁଜାସିଂ ପଞ୍ଚାୟତର ପୂର୍ବତନ ସରପଞ୍ଚ କାହ୍ନୁ ଚରଣ ଭୂୟାଁଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏନେଇ…