Sign in
Sign in
Recover your password.
A password will be e-mailed to you.
ରେଙ୍ଗାଲବେଡା ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସ୍ନାନଯାତ୍ରା
ଜମନକିରା,୯/୬(ଲିପନ ନାଏକ ) ଆଜି ଜୈଷ୍ଠ ଶୁକ୍ଳ ପକ୍ଷ ପୁର୍ଣିମା ତିଥିରେ ରେଙ୍ଗାଲବେଡା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତିଙ୍କର ସ୍ନାନଯାତ୍ରା ମନ୍ଦିର ପୂଜକ ଶ୍ରୀବତ୍ସ ପଣ୍ଡା ଓ ତପନ କୁମାର ଦାସଙ୍କ ପୂଜା ପାଠ, ରିତି ନିତି ଅନୁଯାୟୀ ୧୦୮କଲସ ସୁବାସିତ ଜଳରେ ଦାରୁଦିଅଙ୍କର…
ମନ ମୋହିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶ
ବିମୋହିତ କଲା ଚକା ଆଖି
ହରିବୋଲ, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଲା ଶ୍ରୀକ୍ଷେତ୍ର
ଜନସମୁଦ୍ର ପାଲଟିଲା ବଡଦାଣ୍ଡ
ପୁରୀ,୧୧/୬- ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବ ସ୍ନାନପୂର୍ଣିମାରେ ସ୍ନାନବେଦୀରେ ମହାର୍ଘ୍ୟ ଗଜାନନ ବା ହାତୀବେଶରେ ଭକ୍ତ ମାନଙ୍କୁ ଦର୍ଶନ…
ବିଆଇପିଏଫ୍ ପକ୍ଷରୁ ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତି ୨୦୨୪- ୨୦୨୫ର ବିଜେତା ସମ୍ମାନିତ ।
ଭୁବନେଶ୍ୱର, ୧୧ ଜୁନ୍ ୨୦୨୫: ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍ (ବି.ଆଇ.ପି.ଏଫ୍.) ଆଜି ପ୍ରତିଷ୍ଠିତ 'ପ୍ରଫେସର ଘନଶ୍ୟାମ ଦାଶ ସ୍କୋଲାରସିପ ଫର ହାଇୟରଏଜୁକେସନ୍' (ପି.ଜି.ଡି.ଏସ୍.) ବିଜେତାଭାବରେ ଛଅଜଣ ଉତ୍କୃଷ୍ଟ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି । ଏହି ଛାତ୍ରବୃତ୍ତି…
କୁବେର ପୁରୀର କରୁଣ କାହାଣୀ, ହତାଶା ନେଲା ଜୀବନ
ଟ୍ରକ ଋଣ କିସ୍ତି ଶୁଝି ନପାରି ଟ୍ରେନ ସାମ୍ନାକୁ ଡେଇଁ ଆତ୍ମହତ୍ୟା କଲେ ଟ୍ରକ ମାଲିକ
ଚିନ୍ତାରେ ଋଣ କରି ଗାଡି କିଣିଥିବା ଟ୍ରକ ମାଲିକଙ୍କ ପରିବାର
କେନ୍ଦୁଝର, ତା୧୧/୬- ଆଜି କେନ୍ଦୁଝର ଜିଲ୍ଲାରେ ଜଣେ ଟ୍ରକ ମାଲିକ ଋଣ ଶୁଝି ନପାରି ଗାଡ଼ି ଟଣା ହେବାରୁ ବିଚଳିତ ହୋଇ ଆତ୍ମହତ୍ୟା କରିଥିବାର…
ଯୁବ ସ୍ଵେଚ୍ଛାସେବୀଙ୍କ ଅକାଳ ବିୟୋଗ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଗ୍ରାମର ଯୁବ ସ୍ଵେଚ୍ଛାସେବୀ ଅକ୍ଷୟ ନାୟକଙ୍କ ଚାଳିଶି ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି I ମୃତ ଅକ୍ଷୟ କିଛି ବର୍ଷ ପୂର୍ବେ ପକ୍ଷାଘାତ ରୋଗର ଶୀକାର ହୋଇ ବିଶାଖାପାଟଣାରେ ବହୁ ଅର୍ଥ ବ୍ୟୟ କରି ସୁସ୍ଥ ହୋଇଥିଲେ I କିନ୍ତୁ…
ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନ ପ୍ରକଳ୍ପର ସୋନପୁର-ପୁରୁଣାକଟକ ରେଳ ସେକ୍ସନ ଯାଞ୍ଚ କଲେ ପୂର୍ବତଟ ରେଳପଥ…
ଭୁବନେଶ୍ୱର, 10.06.2025: ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ଓଡିଶାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ନୂତନ ଲାଇନର ନିର୍ମାଣାଧୀନ ସୋନପୁର-ପୁରୁଣାକଟକ ରେଳ ସେକ୍ସନ ନିରୀକ୍ଷଣ କରିଛନ୍ତି ।
ପୂର୍ବତଟ ରେଳପଥ…
ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ରୁଫଟପ୍ ସୋଲାର ପ୍ୟାନେଲ ସ୍ଥାପନ ପାଇଁ ପ୍ରୋସେସିଂ ଫି ଛାଡ଼
ବୁର୍ଲା, ୧୦ ଜୁନ୍, ୨୦୨୫:ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା (ପିଏମ୍ଏସଜିଏମବିୱାଇ) ଅଧିନରେ ସମଗ୍ର ପଶ୍ଚିମ ଓଡ଼ିଶାରେ ରୁଫଟପ୍ ସୋଲାର୍…
ବ୍ରହ୍ମପୁରର ବିଜୁଳି ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରୁଛି ଟିପିଏସ୍ଓଡିଏଲ୍
କନିଷି ସବଷ୍ଟେସନର କ୍ଷମତା ୧୬.୧୫ ଏମଭିଏକୁ ବୃଦ୍ଧି
ବ୍ରହ୍ମପୁର ଏବଂ ଆଖପାଖ ଅଞ୍ଚଳର ୭,୦୦୦ ରୁ ଅଧିକ ଉପଭୋକ୍ତାଙ୍କୁ ସୁରକ୍ଷିତ ଓ ଭରସାଯୋଗ୍ୟ ବିଜୁଳି ସେବା ଯୋଗାଣ
କମ୍ପାନୀ ପକ୍ଷରୁ ଭୂତଳ ଲାଇନ୍ ସଂଯୋଗ, ସୁରକ୍ଷା ପ୍ରାଚୀର ନିର୍ମାଣ, ଭିତ୍ତିଭୂମି ନବୀକରଣ…
ସୁଜିତ ଜେନାଙ୍କ ସ୍ମୃତିରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର : ୧୦୮ୟୁନିଟ ରକ୍ତ ସଂଗ୍ରହ ହେଲା
କେନ୍ଦୁଝର,ତା୧୦/୬- କେନ୍ଦୁଝର ସଲିଡ଼ ଜିମନାଟିର ପୂର୍ବତନ ଟ୍ରେନର ସୁଜିତ ଜେନାଙ୍କ ଅସମୟ ତିରୋଧାନ ପରିପେକ୍ଷୀରେ ଆଜି କେନ୍ଦୁଝର ମାଇନିଂ ରୋଡ଼ ସଲିଡ଼ ଜିମନାଟିର ଟ୍ରେନି ଯୁବକଯୁବତୀଗଣ ନିଜର ପ୍ରିୟ ଟ୍ରେନରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ୧୦୮ୟୁନିଟ…
୧୬ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ) ୨୦୨୫ ତୃତୀୟ ଦିବସ, ବ୍ରଦର୍ଶ ଇଲେଭେନ ଏବଂ ଏସଆରଏସସି ବିଜୟୀ
ଓଡ଼ଗାଁ, ୧୦।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମ ଠାରେ ସ୍ଥାନୀୟ ରଘୁନାଥ ଆଥଲେଟିକ ଆସୋସିଏସନ୍ ଦ୍ବାରା ଅନୁଷ୍ଠିତ ୧୬ ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍) ୨୦୨୫ ମଙ୍ଗଳବାର ତୃତୀୟ ଦିନ ୨ ଗୋଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ୪ ଦଳ ଭାଗ ନେଇଥିଲେ ।…