ଟିକିରି ବଣିକ ସଂଘ ପକ୍ଷରୁ ପୂଜା ପାଇଲେ ୨୦ ଫୁଟର ଗଣେଶ ।

  ଟିକିରି ରୁ ବୈକୁଣ୍ଠ ଦୁରିଆ-ଆଜି ହେଉଛି ଅଗ୍ରପୁଜ୍ୟ ଗଜାନନ ଙ୍କ ଚତୁର୍ଥୀ।ଆଜି ପୁର ପଲ୍ଲୀ ମହାଆଡମ୍ବରରେ ପାଳିତ ହୋଉଛି।ଏହି ଅବସରରେ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ବଣିକ ସଂଘ ରେ ପାଳିତ ହୋଇଯାଇଛି ।ଚଳିତ ବର୍ଷ ସୁନ୍ଦର ମେଢ ସହ ପ୍ରଥମ ଥର ୨୦ ଫୁଟର ଗଣେଶ ମୂର୍ତି ପୂଜା…

ସମୁଦ୍ରରେ ଡଙ୍ଗା ଓଲଟି ଜଣେ ନିଖୋଜ,୬ ଜଣ ଉଦ୍ଧାର।

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟସ୍ଥ ପୋଡମପେଟା ସମୁଦ୍ରରେ ଡ଼ଙ୍ଗା ଓଲଟି ପଡିବାରୁ ଜଣେ ନିଖୋଜ ହୋଇଥିବା ବେଳେ ଆଉ ୬ ଜଣ ପହଁରି ପହଁରି କୂଳକୁ ଆସିଛନ୍ତି। ନିଖୋଜ ମତ୍ସ୍ୟଜୀବୀ ଏ କାଲିଆ ବୋଲି ଜଣାପଡିଛି। ଆଜି ସକାଳୁ ୭ ଜଣ ମତ୍ସ୍ୟଜୀବୀ ଗୋଟିଏ ଡଙ୍ଗାରେ ମାଛ ଧରିବା ପାଇଁ ସମୁଦ୍ର…

ଦେଶ କରମ ପର୍ବ ଲାଗି ବୈତରଣୀ ନଦୀରୁ ଜାୱା ଉଠିଲା।

କେନ୍ଦୁଝର,ତା୨୮/୮- କୁଡୁମୀ ସମ୍ପ୍ରଦାୟ କୃଷି ଉପରେ ନିର୍ଭର କରନ୍ତି ତେଣୁ କରମ ଓ ମକରକୁ ମୁଖ୍ୟ ପର୍ବ ରୂପେ ପାଳନ କରନ୍ତି। ଭାଦ୍ରବ ଏକାଦଶୀରେ ଦେଶ କରମ ପର୍ବ ସେମାନେ ଧୂମଧାମରେ ପାଳନ କରନ୍ତି। ତେଣୁ ଏହି ମୁଖ୍ୟ ପର୍ବ ପାଳନର ସାତ ଦିନ ଆଗରୁ ପାଟଣା ବ୍ଲକ ଅନ୍ତର୍ଗତ ଧାନବେଣୀର ବୈତରଣୀ…

ବାଣପୁରରେ ସଫଳ ହେଲା ‘ଆସ ସ୍କୁଲ ଯିବା’ କାର୍ଯକ୍ରମ

ବାଣପୁର:(ସେକ କୌସର):ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟଙ୍କ ଆଦେଶ କ୍ରମେ ବାଣପୁର ଗୋଷ୍ଟୀ ଶିକ୍ଷା ଅଧିକାରୀ ସନାତନ ଜାଲ୍ଲିଙ୍କ କାର୍ଯ୍ୟାଳୟ ତରଫରୁ ସମସ୍ତ ସିଆରସିସି ମାନଙ୍କ ବଳିଷ୍ଠ ଉଦ୍ୟମରେ ୧୭ଟି ପଞ୍ଚାୟତର ଅଧୀନରେ ଥିବା ୧୫୭ଟି ବିଦ୍ୟାଳୟର ଶିକ୍ଷକ ମାନଙ୍କ ସହାୟତାରେ…

ନୂଆଁଖାଇ ପର୍ବ

ଦେବାଶିଷ ପଟ୍ଟନାୟକପଦ୍ମପୁର ଭlରତ ଏକ କୃଷି ପ୍ରଧାନ ଦେଶ ଅଟେ l କୃଷି କୁ ଆଧାର କରି ଏଠାରେ ଏକ ସମୃଦ୍ଧ ସଭ୍ୟତା ଗଢି ଉଠିଛି l ଭାରତ ବର୍ଷ ରେ ଅନୁଷ୍ଠିତ ହେଉଥିବା ପର୍ବ ପର୍ବାଣୀ ମଧ୍ୟ ରେ ନୂଆଁଖାଇ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି l ଭାରତ ର ବିଭିନ୍ନ ରାଜ୍ୟ ରେ ଶସ୍ୟ ପୁଜା ଭିନ୍ନ…

ବିକାଶକୁ ଖୋଜୁଛନ୍ତି ,ସେ କୁଆଡେ ଛୁ

ବିକାଶର ଦଶ ପାହୁଣ୍ଡ ପଛରେ, ଜୁଆଙ୍ଗ ଏବେବି ରହୁଛନ୍ତି ଚାଳଛପର ଭଙ୍ଗା ଘରେ। କେନ୍ଦୁଝର,ତା୨୮/୮- ସରକାରଙ୍କ ନାରା ଅଛି କି “ସବୁ ମୁଣ୍ଡ ଉପରେ ପକ୍କା ଛାତ"- “ସବ୍ କା ବିକାଶ୍”। ପୁଣି ଶୁଣିବାକୁ ମିଳେ ଯେ ଡବଲ ଇଂଜିନ ସରକାରରେ ବିକାଶ ନୂଆ ଶିଖର ଛୁଇଁବ। କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଳକ୍…

ଗ୍ରାମବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲା ଉତ୍କଳ ଆଲୁମିନା ସିଏସଆର

. ସ୍ଵଜଳ ପ୍ରକଳ୍ପ ଦ୍ୱାରା ଦୂର ହେଲା ଜଳକଷ୍ଟ . ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଯାତାୟତ ପାଇଁ ନିର୍ମାଣ ହେଲା ୧.୭ କିମି ରାସ୍ତା ରାୟଗଡା , 28 /8; ଉତ୍କଳ ଆଲୁମିନା, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପର ସହଯୋଗୀ କମ୍ପାନୀ ପକ୍ଷରୁ ସିଏସଆର ଜରିଆରେ…

ଗଣେଶ ବିସର୍ଜନ ଲାଗି ଶାନ୍ତି କମିଟି ବୈଠକ

  ରାଜଗାଙ୍ଗପୁର,ତା୨୭-୦୮-୨୫ (ବିଷ୍ଣୁ ଭୋମିକ): ଗଣେଶ ବିସର୍ଜନ କାର୍ଯ୍ୟକ୍ରମକୁ କିପରି । ଶାନ୍ତି ଶୃଙ୍ଖଳା ସହ ପାଳନ କରାଯାଇପାରିବ ପ୍ରଶାସନ ପକ୍ଷରୁ ସ୍ଥାନୀୟ 1 ବିଜୁ କଲ୍ୟ କଲ୍ୟାଣ ମଣ୍ଡପ ପରିସରରେ ଶାନ୍ତି ଶାନ୍ତି କମିଟି କମି ବୈଠକ ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରଗଡ଼ ଏସପି ଅମ୍ରିତ…

କଲେଜ ଛାତ୍ରକୁ ପିସ୍ତଲ ଦେଖାଇ ଧମକ

ରାଜଗାଙ୍ଗପୁର, ତା ୨୭ । ୮(ବିଷ୍ଣୁ ଭୋମିକ): ରାଜଗାଙ୍ଗପୁର ନିକଟସ୍ଥ ଝାରବେଡା ଗାଁନିକଟସ୍ଥ ଡାଲମିଆ କଲେଜରେ ଜଣେ ଛାତ୍ରକୁ ଦେଶୀ ପିସ୍ତଲ ଦେଖାଇ ମାରିଦେବା ଲାଗି ଧମକ ଅଭିଯୋଗ । ହେବା ଜଣାଯାଇଛି। ମଙ୍ଗଳବାର କଲେଜରେ ପାଠ ପଢୁଥିବା ର ରାଜଗାଙ୍ଗପୁର ବ୍ଲକ ସିଙ୍ଘି ପଡାର ଅଭୟ ପଣ୍ଡିତ (୧୦)…

ନୂଆଁଖାଇ ତିହାରରେ ମନ ଛନ ଛନ, ନକଲି ମଦ ପ୍ରତି ହୁଅ ସାବଧାନ

ବଲାଙ୍ଗିର, ଶାସକ ପ୍ରଶାସକ (ଘନଶ୍ୟାମ ନାଗ):- ସମଗ୍ର ଓଡ଼ିଶାର ଘରେ ଘରେ ପାଳିତ ହେଉଥିବା ଚାଷୀ ମାନଙ୍କ ଖୁସିର ମହାନ ଗଣ ପର୍ବ ପବିତ୍ର ନୂଆଁଖାଇ ଅତି ପ୍ରସିଦ୍ଧ । ଏହା ମୁଖ୍ୟତଃ ପଶ୍ଚିମ ଓଡ଼ିଶାରେ ମହାଆଡମ୍ବରରେ ଶାନ୍ତି, ସମତା, ଏକତା, ଭାଇଚାରାର ଭାବନାରେ ଅତି ଆନନ୍ଦ ଉଲ୍ଲାସରେ ପାଳିତ…