ଟିକିରି ବଣିକ ସଂଘ ପକ୍ଷରୁ ପୂଜା ପାଇଲେ ୨୦ ଫୁଟର ଗଣେଶ ।

0

 

ଟିକିରି ରୁ ବୈକୁଣ୍ଠ ଦୁରିଆ-ଆଜି ହେଉଛି ଅଗ୍ରପୁଜ୍ୟ ଗଜାନନ ଙ୍କ ଚତୁର୍ଥୀ।ଆଜି ପୁର ପଲ୍ଲୀ ମହାଆଡମ୍ବରରେ ପାଳିତ ହୋଉଛି।ଏହି ଅବସରରେ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ବଣିକ ସଂଘ ରେ ପାଳିତ ହୋଇଯାଇଛି ।ଚଳିତ ବର୍ଷ ସୁନ୍ଦର ମେଢ ସହ ପ୍ରଥମ ଥର ୨୦ ଫୁଟର ଗଣେଶ ମୂର୍ତି ପୂଜା ପାଉଛନ୍ତି।ବଜାର ସାରା ଆଲୋକ ମାଳା ସୁସଜିତ ହୋଇଛି ।ଗତବର୍ଷ ମଧ୍ୟ ୧୨ ଫୁଟର ଗଣେଶ ପୂଜା କରାଯାଇଥିଲା।ଚଳିତ ବର୍ଷ ଭଜନ ସମାରହ ସହ ପ୍ରଷାଦ ସେବନ ର ବ୍ୟବସ୍ତା ହୋଇଛି ବୋଲି ସଭାପତି ମନୋଜ ବେହେରା କହିଛନ୍ତି ।ବଣିକ ସଂଙ୍ଘର ସଭାପତି ମନୋଜ ବେହେରା ଙ୍କ ଅଦକ୍ଷତାରେ ଟିକିରି ବଜାର ର ସମସ୍ତ ଦୋକାନୀ ସହୋଯୋଗ କରିଥିଲେ।

Leave A Reply

Your email address will not be published.