ଗଣେଶ ବିସର୍ଜନ ଲାଗି ଶାନ୍ତି କମିଟି ବୈଠକ

0

 

ରାଜଗାଙ୍ଗପୁର,ତା୨୭-୦୮-୨୫ (ବିଷ୍ଣୁ ଭୋମିକ): ଗଣେଶ ବିସର୍ଜନ କାର୍ଯ୍ୟକ୍ରମକୁ କିପରି । ଶାନ୍ତି ଶୃଙ୍ଖଳା ସହ ପାଳନ କରାଯାଇପାରିବ ପ୍ରଶାସନ ପକ୍ଷରୁ ସ୍ଥାନୀୟ 1 ବିଜୁ କଲ୍ୟ କଲ୍ୟାଣ ମଣ୍ଡପ ପରିସରରେ ଶାନ୍ତି ଶାନ୍ତି କମିଟି କମି ବୈଠକ ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରଗଡ଼ ଏସପି ଅମ୍ରିତ ପାଲ କୌରଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଭୁ ଗଜାନନଙ୍କ ପୂଜା ଉତ୍ସବ ଓ ଭସାଣିକୁ କିପରି ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବା ପାଇଁ ସେଥ‌ିପାଇଁ ସହରବାସୀଙ୍କ ସହଯୋଗ କାମନା କରାଯାଇଥିଲା। ବିଭିନ୍ନ ପୂଜା ପେଣ୍ଡାଲ ରେ କେବଳ ଭଜନ ସଂଗୀତ ବଜାଇବା ଏବଂ ରାତ୍ର ୧୦ଟା ପରେ କୌଣସି ପ୍ରକାର ବାଜା ବାଜିବା ନିଷେଧ କରାଯାଇଛି।

ସମ୍ମାନିତ ଅତିଥ୍ ଭାବେ ରାଉରକେଲା ଡି ଆଇ ଜି ବ୍ରିଜେଶ କୁମାର ଏହି ଉତ୍ସବ କୁ ଶାନ୍ତି ଶୃଙ୍ଘଳା ର ସହ ପାଳନ କରିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ I ଅନ୍ୟତମ ଅତିଥ୍‌ ଅତିରିକ୍ତ ଏସ ପି ମହେନ୍ଦ୍ର ନାଥ ମୁର୍ମୁ ଯୋଗ ଦେଇ ବିଭିନ୍ନ ପୂଜା କମିଟିଙ୍କୁ ବିର୍ସଜନ ସମୟରେ ପ୍ରଶାସନ ପକ୍ଷରୁ ଦେଇଥିବା ଶୋଭାଯାତ୍ରା ରୁଟ ଚାଟରେ କୌଣସି ପ୍ରକାର ପରିବର୍ତନ କରାଯିବ ନାହିଁ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ତେଜସ୍ମିନ ବେହେରା, ବିଧାୟକ ଡାକ୍ତର ସି ଏସ ରାଜନ ଏକ୍କା ବିଡ଼ିଓ ଅକ୍ଷୟ କୁମାର ବାଗ, ତହସିଲଦାର ଜଗବନ୍ଧୁ ମଲ୍ଲିକ ଡିଏସପି ମନୋରଞ୍ଜନ ପ୍ରଧାନ, ପୌରପାଳିକା ଅଧ ଅଧକ୍ଷା ମାଧୁରୀ ଲୁଗୁନ, ପୌର ଉ ଉପାଧ୍ଯକ୍ଷ ଏମ ଡି ଇଫାନ, ମୁଖ୍ୟ ପୂଜା କମିଟିର ) ସଭାପତି ନରେଶ କୁମାର ଅଗ୍ରୱାଲ, ସାଧାରଣ ସମ୍ପାଦକ କ ଶେଖର ମହାରାଜ ଦଧୂଚି, ଆନନ୍ଦ ଅଗ୍ରୱାଲ( ପପୁ ବାବୁ, ଏମ ଡି ଆରିପ ନିଜ ମତ କରିଥିଲେ । ଏ ମତବ୍ୟକ୍ତ ଏସଡିପିଓ ବିଭୁତି ଭୂଷଣ ଭୋଇ ) ଧନ୍ୟବାଦ ଅର୍ପଣ କରିଥିଲେ। ଥାନା ପ୍ରଭାରୀ ବିଜୟ କୁମା ଜୟ କୁମାର ଦାଶ ସଂଚାଳନ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଉପନଗରପାଳ ଅଶୋକ କୁମାର ଦାସ, ମୋବିନ ଅହମ୍ମଦ, ପୌରପରିଷଦର ସଦସ୍ୟ କୁଶଳ ) ସିଂ ସୁଧୀର ଶାହା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.