ଅଷ୍ଟମ ଶ୍ରେଣୀ ସ୍କୁଲ ଛାତ୍ରୀ ଗର୍ଭବତୀ, ମାମୁଁ ପୁଅ ଭାଇ ଗିରଫ।

କେନ୍ଦୁଝର,ତା୨୯/୮- ଆନନ୍ଦପୁର ଉପଖଣ୍ଡର ଘସିପୁରା ଥାନା ଅନ୍ତର୍ଗତ ଓସ୍ତପୁରା ଆଶ୍ରମ ସ୍କୁଲର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଖବର ଆସିଛି। ତେଣୁ ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କ ଡକାଇ ଖବର ଦେଇଥିଲେ। ଝିଅର ସ୍ୱାସ୍ଥ୍ୟ ପରୀକ୍ଷା କରି ବୁଝେଇବାରୁ ସେ କହିଥିଲା କି…

ବେଦାନ୍ତ ଆଲୁମିନିୟମ ଗ୍ରାମୀଣ ସମୃଦ୍ଧିକୁ ସୁଦୃଢ କରିବା ସହିତ ଆଶାର ଏକ କିରଣ ସୃଷ୍ଟି କରିଛି

ଝାରସୁଗୁଡା: ଭାରତର ଅଭିବୃଦ୍ଧି ଯାତ୍ରାରେ, ଗ୍ରାମୀଣ ଅର୍ଥନୀତିର ପରିବର୍ତନ ହେଉଛି ଦେଶ ମଧ୍ୟରେ ଅନ୍ତର୍ଭୁକ୍ତ ପ୍ରଗତି ସୁନିଶ୍ଚିତ କରିବାର ଏକ କେନ୍ଦ୍ରୀୟ ଦିଗ। କୃଷକମାନଙ୍କ ପାଇଁ ଏକ ସମ୍ମାନଜନକ ଜୀବିକା ଅର୍ଜନ କରିବା ଏବଂ ସେମାନଙ୍କର ବିକାଶ ସୁନିଶ୍ଚିତ କରିବା ପାଇଁ ଅଧିକ ରାସ୍ତା…

ଅତ୍ୟଧିକ ଚିନି ସେବନ ଦାନ୍ତ ପାଇଁ ବିପଦ: ଡା. ସୋନିଆଦତ୍ତ

ସୁସ୍ଥ ଦାନ୍ତ ପାଇଁ ଚିନି ସେବନ କମାନ୍ତୁ, ଆୟୁର୍ବେଦିକ ସୁରକ୍ଷା ବାଛନ୍ତୁ ଭୁବନେଶ୍ୱର ୨୮ ଅଗଷ୍ଟ ୨୦୨୫: ପ୍ରଖ୍ୟାତ ଡେଣ୍ଟାଲ୍ ବିଶେଷଜ୍ଞଡକ୍ଟର ସୋନିଆ ଦତ୍ତ (MDS, PhD, ପ୍ରଫେସର, ପବ୍ଲିକ ହେଲ୍ଥ ଡେଣ୍ଟିଷ୍ଟ୍ରି)କହିଛନ୍ତି, ଚିନି ଆମର ଦୈନିକ ଖାଦ୍ୟର ଅବିଚ୍ଛିନ୍ନ ଅଂଶ ହେଲେ ମଧ୍ୟ, ଏହାର…

ନୟାଗଡ଼ ଜିଲ୍ଲା ସ୍ତରୀୟ କ୍ରାନ୍ତି କବିତା ଆସର

ଓଡ଼ଗାଁ,୨୮।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ମିନି ଷ୍ଟାଡିୟମ ନିକଟ ରଘୁନାଥ ଆଥଲେଟିକ ଆସୋସିଏସନ୍ ଠାରେ ଗୁରୁବାର କ୍ରାନ୍ତି କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଆଥଲେଟିକ ଆସୋସିଏସନ୍ ତରଫରୁ ସମ୍ପାଦକ ତଥା ଓଡ଼ଗାଁର ଖେଳ ମଣିଷ ଭାବେ ପରିଚିତ ଦିବାକର ନାୟକଙ୍କ…

ଏ.ବି.ସି.ଡି ତରଫରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ।

ପଦ୍ମପୁର :-  ଆଜି ହେଉଛି ପଶ୍ଚିମ ଓଡ଼ିଶାର ମହାନ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ । ନୂଆଖାଇ ପାଇଁ ଗାଁ ଠୁ ସହର ଚଳ ଚଞ୍ଚଳ ହୋଇ ଉଠିପଡିଥିବା ବେଳେ ଆଜି  ସ୍ଥାନୀୟ ଆର ବି ହାଇସ୍କୁଲ ଠାରେ ଏବିସିଡି ତରଫରୁ  ୨୭ତମ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପଦ୍ମପୁର…

ସଂଗଠନ ସୃଜନ ଅଭିଯାନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଏଆଇସିସି ପର୍ଯ୍ୟବେକ୍ଷକଙ୍କୁ ସହଯୋଗ ପାଇଁ ନିଯୁକ୍ତ ହୋଇଥିବା ପିସିସି ପର୍ଯ୍ୟବେକ୍ଷକ ଓ ୱାର ରୁମ୍ କମିଟିର ସଦସ୍ୟଙ୍କୁ ନେଇ ଅନଲାଇନରେ ପ୍ରସ୍ତୁତି ଭୁବନେଶ୍ୱର, ତା ୨୮/୮/୨୫ :- ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ ,ଓଡ଼ିଶା ପ୍ରଭାରୀ ଅଜୟ ଲଲ୍ଲୁ , ଏଆଇସିସି…

ସୋହେଲା ପେଟ୍ରୋଲ ପମ୍ପଠାରେ ଲୋମଟାଙ୍ଗୁରା ହତ୍ୟା

ବିଜେପୁର :-ସୁଶାନ୍ତ ସାହୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ବ ନୂଆଖାଇ ଉତ୍ସବକୁ ନେଇ ସମଗ୍ର ଅଞ୍ଚଳରେ ଖୁସିର ପରିବେଶ ଥିଲା। ସୋହେଲା ଅଞ୍ଚଳର ହଳଦିପାଳି ଗ୍ରାମରେ ମଧ୍ୟ ସେହି ଉତ୍ସବରେ ଲୋକ ଆନନ୍ଦିତ ଥିଲେ, ଦୋକାନବଜାର ବନ୍ଦ ଥିଲା ଓ ଗ୍ରାମବାସୀମାନେ ଖାଇ-ପିଇ, ନାଚି-ଗାଇ ଖୁସିରେ ମଗ୍ନ ଥିଲେ।…

ବାଇକ ଦୁର୍ଘଟଣାରେ ଦେହରୁ ଅଲଗା ହୋଇ କ୍ରେନ୍ ରେ ଝୁଲି ରହିଲା ହାତ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗୁରୁବାର ଅପରାହ୍ଣ ୩ ଘଣ୍ଟା ସମୟରେ ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଉଢୁରା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ଦେହରୁ ହାତ ଅଲଗା ହୋଇଯାଇଛି I ଯୁବକ ଜଣଙ୍କ ହେଉଛନ୍ତି ଜଗନ୍ନାଥ ପ୍ରସାଦ ଥାନା ପଞ୍ଚଭୂତି ଗ୍ରାମର ଗୋବିନ୍ଦ ବିଷୋୟୀ…

“ଆଇନରୁ ଉର୍ଧ୍ଵରେ କି ମହାଲିଙ୍ଗ ?”

  ଜାତି ପ୍ରମାଣପତ୍ର କେଳେଙ୍କାରୀ: ଇସ୍ତଫା ଦିଅନ୍ତୁ ମୁକେଶ ମହାଲିଙ୍ଗ, ନଚେତ ମୁଖ୍ୟମନ୍ତ୍ରୀ ବରଖାସ୍ତ କରନ୍ତୁ ଭୁବନେଶ୍ୱର, ତା ୨୬/୮/୨୫ :- ଆଜି ଭୁବନେଶ୍ୱର ସ୍ଥିତ ପ୍ରଦେଶ କଂଗ୍ରେସ ଭବନ ଠାରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ…

ପଞ୍ଚମ “ବିମୁଗ୍ଧା” ସମ୍ମାନ ରେ ସମ୍ମାନୀତ ହେଲେ ଆଇ.ମନ୍ମଥ ରାଓ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୂବନେଶ୍ୱରସ୍ଥିତ ଭଞ୍ଜ ମଣ୍ଡପ ଠାରେ ପଦାମୃତ ନୃତ୍ୟାୟନ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ପଞ୍ଚମ "ବିମୁଗ୍ଧା" ଉତ୍ସବ ରେ ପାରଳାଖେମୁଣ୍ଡି ର ଦୂରଦର୍ଶନ ସେକ୍ସୋଫୋନ କଳାକାର ଆଇ.ମନ୍ମଥ ରାଓଙ୍କୁ ପଞ୍ଚମ "ବିମୁଗ୍ଧା" ସମ୍ମାନ ରେ ସମ୍ମାନୀତହୋଇ…