Sign in
Sign in
Recover your password.
A password will be e-mailed to you.
କେନ୍ଦୁଝରଠାରେ ଜାତୀୟ କ୍ରୀଡା ଦିବସ ପାଳିତ
କେନ୍ଦୁଝର, ଅଗଷ୍ଟ ୨୯,:ଜିଲ୍ଲା ପ୍ରଶାସନ କେନ୍ଦୁଝର ପକ୍ଷରୁ ଆଜି କେନ୍ଦୁଝର ହ୍ୟାଣ୍ଡବଲ୍ ଗ୍ରାଉଣ୍ଡରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କ୍ରୀଡ଼ାକୁ ଜୀବନରେ ସଫଳତା ପାଇବାକୁ ଏକ ଉପାୟ ଭାବରେ ଗ୍ରହଣ…
ଅଜଣା ରୋଗରେ ବ୍ୟାପିବାରେ ଲାଗିଛି କୁକୁଡା ମଡକ,କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରାଣୀ ଚିକିତ୍ସା ବିଭାଗ ।
କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) ଡେରାବିଶ ତହସିଲ ଅନ୍ତର୍ଗତ ବାଲିଆ ପଞ୍ଚାୟତର ଜାଗୁଳାଇପଡା ଅଞ୍ଚଳରେ କୁକୁଡ଼ା ମଡ଼କ ସୃଷ୍ଟି ହୋଇଛି। ଅଚାନକ କୁକୁଡ଼ା ମରିବା ଆରମ୍ଭ ହେବାରୁ ସ୍ଥାନୀୟ କୁକୁଡ଼ା ଚାଷୀ ମୁଣ୍ଡରେ ହାତ ଦେଲେଣି। କୁକୁଡ଼ା ଚାଷୀଙ୍କ ଫାର୍ମରେ ଦିନକୁ ଦଶରୁ କୋଡ଼ିଏ…
ଖଲ୍ଲିକୋଟ ର କମାପଲ୍ଲୀ ଛକ ରେ ଭାରତ ଲୀଳା ଓ ଲୋକନୃତ୍ୟ।
(ଶାସକ ପ୍ରଶାସକ/ଖଲ୍ଲିକୋଟରୁ ଶିବରାମ ଜେନା): ଖଖଲ୍ଲିକୋଟ ସ୍ଥିତ କମାପଲ୍ଲୀ ଛକ ରେ ଗଜାନନ ଙ୍କ ପୂଜା ଅଵସରରେ ପୂଜାକମିଟି ତଥା ସେଠାକାର ସାହି ବାସିନ୍ଦା ମାନଙ୍କ ସହଯୋଗ ରେ ଲୋକନୃତ୍ୟ ଭାରତ ଲୀଳା ବା ସୁଭଦ୍ରା ପରିଣୟ ମଞ୍ଚସ୍ଥ ହୋଇଥିଲା। ଗଞ୍ଜାମ ଜିଲ୍ଲାର ଵଉଳଝୋଳି କଳା କାର ମାନେ ଶ୍ରୀ…
ବରମୁଣ୍ଡା ଗ୍ରାମରେ ନୁଆଁଖାଇ ଭେଟଘାଟ
ବିଜେପୁର :-ବରଗଡ ଜ଼ିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବରମୁଣ୍ଡା ଗ୍ରାମରେ ଦୁଇଦିନିଆ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ମହା ଆଡ଼ମ୍ବରପୂର୍ଣ୍ଣ ଭାବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ର ପ୍ରଥମ ସନ୍ଧ୍ୟାରେ ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରଗୁପ୍ତ ନାଏକ, ସାମ୍ନାନିତ ଅତିଥି ପୂର୍ବତନ ମନ୍ତ୍ରୀ ରିତା…
ସାରର ସୁଷମ ବଣ୍ଟନ ଲାଗି କଳା ବଜାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ଜିଲ୍ଲା କୃଷି ଅଧିକାରୀଙ୍କ ସହ ଆଲୋଚନା କଲେ…
କେନ୍ଦୁଝର,ତା୨୯/୮- କେନ୍ଦୁଝର ଜିଲ୍ଲାରେ ଖରିଫ୍ ଧାନ ଚାଷରେ ଚାଷୀ ମାନଙ୍କୁ ସାରର ସୁଷମ ବଣ୍ଟନ କରିବା ପାଇଁ ଶୁକ୍ରବାର ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଜିଲ୍ଲା ମୁଖ୍ଯ କୃଷି ଅଧିକାରୀ ଶ୍ରୀ ସତ୍ୟବାନ ସୋରେନଙ୍କ ସହିତ ବ୍ୟାପକ…
ମା ଗଜଲକ୍ଷ୍ମୀ ଙ୍କ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ
ରାୟଗଡ଼ା: ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଅଫିସ ସମ୍ମୁଖରେ ଜାଗୃତି ସାଂସ୍କୃତିକ ସଂଗଠନ ପକ୍ଷରୁ ହେଉଥିବା ମା ଗଜଲକ୍ଷ୍ମୀ ଙ୍କ ପୂଜା ସକାଶେ ଶୁକ୍ରବାର ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଇ ଟି ଡି ଏ ଅଫିସ ନିକଟରେ ମା ଦକ୍ଷୀଣ କାଳୀ ଙ୍କ ପୂଜା ପାଇଁ ଗୁରୁବାର ଶୁଭ…
ନୁଆଁଖାଇ ଭେଟଘାଟ ଅବସର ରେ ବଡ଼ମଳ ରେ ଏକଦିବସିୟ ଫୁଟବଲ ଟୁର୍ନାମେଣ୍ଟ
ଜମନକିରା (ଲିପନ ନାଏକ ) ନୁଆଁଖାଇ ଅବସରେ ଗୁରୁବାର ବଡ଼ମାଳ ବକ୍ସି ଜଗବନ୍ଧୁ କ୍ଲବ ଆନୁକୂଲ୍ୟରେ ଏକ ଦିବସୀୟ ଫୋଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟ ରେ ମୋଟ ୮ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ବକ୍ସି ଜଗବନ୍ଧୁ କ୍ଳବ ଟିମ ଓ କଟଙ୍ଗପାଣି ଟିମ ଫାଇନାଲ ରେ ପହଂଚି…
ଚିନିମହୁଲ ରେ ନୁଆଁଖାଇ ଭେଟ ଘାଟ ଯୋଗ ଦେଲେ ମନ୍ତ୍ରୀ
ଜମନକିରା (ଲିପନ ନାଏକ ): ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ ଉପଲକ୍ଷେ ଆଜି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଚିନିମହୁଲ ଗ୍ରାମରେ ଉତ୍କଳମଣି ଯୁବକ ସଂଘ ଓ ଗ୍ରାମ୍ୟ ଉନ୍ନୟନ କମିଟି ଆନୁକୂଲ୍ୟରେ "ନୁଆଁଖାଇ ଭେଟଘାଟ " ପାଳିତ ହୋଇଯାଇଛି l ପ୍ରଥମେ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା…
ନିୟମ ଖିଲାପ୍ କଲେ ଜବତ୍ ହେବ ଗାଡ଼ି, ଭଷାଣୀ ପୂର୍ବରୁ ଡିଜେ ଗାଡ଼ି ଥାନାରେ ଅଟକ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ସହରର ବିଭିନ୍ନ ପୂଜା ମଣ୍ଡପରେ ଆନନ୍ଦ ଉଲ୍ଲାସର ସହ ଶେଷ ହୋଇଛି ଗଣେଶ ପୂଜା ଉତ୍ସବ। ଏବେ ଭଷାଣି ଉତ୍ସବକୁ ଜାକଜମକରେ କରିବା ପାଇଁ ସବୁ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଜୋରଦାର୍ ଚାଲିଛି। ଏହି ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ…
“ବିଷମକଟକ ମୁନିଗୁଡ଼ା ଓ ଚନ୍ଦ୍ରପୁରୁ ବ୍ଲକ ପୂର୍ତ୍ତବିଭାଗରେ ମହାଦୁର୍ନୀତି “
ଫେବର ବ୍ଲକ ରାସ୍ତା ନାଁରେ ଗିଳିଦେଲେ ଅର୍ଥ,15 ଦିନ ଗଲାନି ଉଠିଲା ଫେବର ବ୍ଲକ।
ରାୟଗଡା -ମୁନିଗୁଡ଼ା -`କୋଲନରା (ଦେବୀପ୍ରସାଦ ମହାନ୍ତି ) କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାରଣଙ୍କ ଯାତାୟତର ପଥ ପ୍ରାନ୍ତ ସୁବିଧା କେନ୍ଦ୍ର ପାଇଁ କୋଟି କୋଟି ଟଙ୍କା ପୂର୍ତ୍ତ ବିଭାଗ ଓ ଗୃହ ବିଭାଗ କୁ ଯୋଗାଇ…