Sign in
Sign in
Recover your password.
A password will be e-mailed to you.
ବସ ଟିକେଟ ଡିଜିଟାଇଜ କରିବାକୁ ଜାକପେ ପକ୍ଷରୁ କ୍ରୁଟ ଓ ଓଏନଡିସି ସହ ସହଯୋଗିତା
ଭୁବନେଶ୍ୱର: ଜାକପେ ଏବଂ ସିଆରଯୁଟିର ନୂତନ ଉଦ୍ୟମ ଫଳରେ ଓଡ଼ିଶାରେ ବସ୍ ଟିକେଟ୍ ଏବେ ହ୍ୱାଟ୍ସଆପରେ କ୍ରୟ କରାଯାଇପାରିବ । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ଏବଂ ଓଏନଡିସି ନେଟୱାର୍କ ସହିତ ଜାକପେର ଏକ ଉଲ୍ଲେଖନୀୟ ସହଯୋଗିତା ହେତୁ ଓଡ଼ିଶାର ଲକ୍ଷାଧିକ ଯାତ୍ରୀ ଏବେ…
ବେଦାନ୍ତ ଆଲୁମିନିୟମର ଭେଦକ୍ଷତା ତାଲିମ କେନ୍ଦ୍ର ଗ୍ରାମୀଣ ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରୁଛି
ଭୁବନେଶ୍ୱର, ୦୪.୦୯.୨୫ - ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ସୁନ୍ଦରଗଡ଼ ଜିଲ୍ଲାର ବିଲେଇମୁଣ୍ଡା ଗ୍ରାମରେ ଏହାର ପ୍ରମୁଖ ଭେଦକ୍ଷତା ତାଲିମ କେନ୍ଦ୍ର ମାଧ୍ୟମରେ ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନକୁ ଆଗେଇ ନେଉଛି। ଆଜି ପର୍ଯ୍ୟନ୍ତ, ଏହି କାର୍ଯ୍ୟକ୍ରମ ଅଧୀନରେ…
ଟାଟା ଷ୍ଟିଲ୍ କଳିଙ୍ଗନଗର କାରଖାନାର ଆଉଟବାଉଣ୍ଡ ଲଜିଷ୍ଟିr୍ ବିଭାଗରେ ସମସ୍ତ ସିଫ୍ଟରେ ମହିଳାକର୍ମଚାରୀ ନିୟୋଜିତ
- ଚଳିତି ବର୍ଷ, ଟାଟା ଷ୍ଟିଲ୍ ନିଜର ପ୍ରମୁଖ ଡିଇଆଇ (ବିବିଧତା, ସମାନତା ଏବଂ ସାମଗ୍ରିକତା) କାର୍ଯ୍ୟକ୍ରମ ଏମଓଏସଏଆଇସି ର ୧୦ମ ବାର୍ଷିକୀ ପାଳନ କରୁଛି
କଳିଙ୍ଗନଗର, ସେପ୍େଟମ୍ବର ୪,୨୦୨୫: ଟାଟା ଷ୍ଟିଲ କଳିଙ୍ଗନଗର ପ୍ଲାଣ୍ଟର କାରଖାନାରୁ ବାହାରକୁ ସାମଗ୍ରୀ ପରିଚାଳନା ବିଭାଗ(ଆଉଟବାଉଣ୍ଡ…
ଗାଁ ଗହଳିରେ ଅବୈଧ ମଦ ବେପାର ଚୁପ ସାଜିଛନ୍ତି ପ୍ରଶାସନ ଓ କର୍ମଚାରୀ
ବିଷମକଟକ ( ଶୁଭମ ମହାପାତ୍ର ) ବିଷମ କଟକ ବ୍ଲକର ବିଭିନ୍ନ ଗାଁଗୁଡ଼ିକରେ ଦିନକୁ ଦିନ ଅବୈଧ ମଦ ବେପାର ଜୋରଦାର ହୋଇଚାଲିଛି। ବିଶେଷ କରି ସକାଳ ଠାରୁ ଆରମ୍ଭ କରି ସନ୍ଧ୍ୟାବେଳେ ହାଟ, ପାଳିଆ, ଓ ଗାଁର ଗୁପ୍ତ ସ୍ଥାନରେ ଖୋଲାମେଳା ଭାବରେ ମଦ ବିକ୍ରି ହେଉଥିବାକୁ ଲୋକମାନେ ଅଭିଯୋଗ…
କୋରାପୁଟରେ ନବନିର୍ମିତ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲକୁ ନିରବଚ୍ଛିନ୍ନ ବିଜୁଳି ଯୋଗାଉଛି ଟିପିଏସ୍ଓଡିଏଲ୍
ନୂତନ ୩୩ କେଭି ଲାଇନ ଓ ଟ୍ରାନ୍ସଫର୍ମର ଯୋଗେ ଉତ୍ସର୍ଗୀକୃତ ବିଜୁଳି ଭିତ୍ତିଭୂମି ପ୍ରତିଷ୍ଠା
ବ୍ରହ୍ମପୁର, ସେପ୍ଟେମ୍ୱର: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ନିକଟରେ ନବନିର୍ମିତ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲ୍ ପାଇଁ ୫୦୦ କେଭି କ୍ଷମତା ବିଶିଷ୍ଟ ବିତରଣ…
ଏନ୍ଆଇଆର୍ଏଫ୍ ର୍ୟାଙ୍କିଙ୍ଗ୍ସ ୨୦୨୫: ଶିକ୍ଷା ଓ ଅନୁସନ୍ଧାନ ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ
ମେଡିକାଲ୍ ସାଇନ୍ସେସ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ବି ଆଗରେ
ଭୁବନେଶ୍ୱର, ସେପ୍ଟେମ୍ବର ୪: ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ଦେଶର ୧୫ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ମନୋନୀତ ହୋଇଛି ।…
କେନ୍ଦ୍ରାପଡ଼ାରେ ନିର୍ମାଣ ଶ୍ରମିକ ସଂଘର ଦାବି ।
କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ):ଆଜି ପ୍ରାୟ ୧୧ଟା ସମୟରେ ନିଖିଳ ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର କେନ୍ଦ୍ରାପଡ଼ା ଜିଲ୍ଲା ଶାଖା କାର୍ଯ୍ୟକାରି କମିଟି ସଦସ୍ୟମାନେ କେନ୍ଦ୍ରାପଡ଼ା ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ପହଞ୍ଚିଥିଲେ । ସେଠାରେ ସଂଘ ପକ୍ଷରୁ ଜିଲ୍ଲା ଶ୍ରମ ଅଧିକାରୀ ଏବଂ…
ଷ୍ଟାର୍ଟ-ଅପ୍ ପ୍ରତିଯୋଗିତା ୨୦୨୫
ଓଡ଼ଗାଁ,୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜ କିଶୋର ସାହୁଙ୍କ ତତ୍ବାବଧାନରେ ସାମାଜିକ ବିଜ୍ଞାନ ବିଭାଗର ଅଧ୍ୟାପକ ସମ୍ବିତ ଦାସ, ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ପବିତ୍ର କୁମାର ସାହୁ ଏବଂ ସୂଚନା ଓ ପ୍ରଯୁକ୍ତି ବିଭାଗ ଅଧ୍ୟାପକ…
ଓଡ଼ଗାଁ ବନାଞ୍ଚଳରୁ ପଞ୍ଚାୟତକୁ ଚାରା ଯୋଗାଣ କାର୍ଯ୍ୟକ୍ରମର ଶୁଭାରମ୍ଭ
ଓଡ଼ଗାଁ,୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବନଖଣ୍ଡ ଓଡ଼ଗାଁ ବନାଞ୍ଚଳରୁ ପ୍ରତି ପଞ୍ଚାୟତକୁ ଚାରା ଯୋଗାଣ କାର୍ଯ୍ୟକ୍ରମର ଗୁରୁବାର ଶୁଭାରମ୍ଭ ହୋଇଛି । ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲିକଙ୍କ ତତ୍ବାବଧାନରେ ବନପାଳ…
ସାଙ୍ଗଠନିକ ବୈଠକ, ସାମାଜିକ ସ୍ଥିତି ଆର୍ଥିକ ସ୍ବଚ୍ଛଳତା ଓ ଦଳ ପ୍ରତି ଆନୁଗତ୍ୟହିଁ ନେତୃତ୍ୱର ମାପକାଠି ହେବ
ଓଡଗାଁ,୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଓ ଏନଏସି ସ୍ତରୀୟ କଂଗ୍ରେସ ଦଳର ସାଙ୍ଗଠନିକ ବୈଠକ ଓଡ଼ଗାଁ ହ୍ବାଇଟ୍ ହାଉସ୍ କଲ୍ୟାଣୀ ମଣ୍ଡପ ଠାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ କେନ୍ଦ୍ରୀୟ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ…