କୁମିଂ ବେଳେ ୧୬ ମାଓବାଦୀଙ୍କୁ ଗିରଫ କଲା ବିଜାପୁର ପୋଲିସ।

ମାଲକାନଗିରି, ତା:-୦୪/୦୯ ସୀମାନ୍ତ ଛତିଶଗଡ ର ବିଜାପୁର ଜିଲ୍ଲା ଗଙ୍ଗୁଲୁର, ବାସାଗୁତ ଗୁଡା, ଜାଙ୍ଗଲାଗୁଡା ଜଙ୍ଗଲରେ ଯବାନମାନେ କୁମିଙ୍ଗ ଅପରେସନ କରୁଥିବା ସମୟରେ ୧୬ଜଣ ମାଓବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି। ସେମାନଙ୍କ ପାଖରୁ ପ୍ରେସର ବୋମା, ଜିଲୋଟିନ, ଟିଫିନ ବୋମା ସହ ବହୁ…

ବଙ୍କା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ମେଳା

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )- -ଆଜି ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ବଙ୍କା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। Fc ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୧୪୭ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରାଯାଇଛି।…

ଆଦିତ୍ୟ ଆଲୁମିନା ରିଫାଇନେରୀ ପକ୍ଷରୁ କିଟ୍ ଶିକ୍ଷାନୁଷ୍ଠାନରେ ଆଇଟିଆଇ ତାଲିମ୍

 ପ୍ରୋଜେକ୍ଟ 'କୌଶଳ' ଅଧୀନରେ ବେରୋଜଗାର ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ ପ୍ରୟାସ କାଶୀପୁର ରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ କଂସାରିଗୁଡା ସ୍ଥିତ ଆଦିତ୍ୟ ଆଲୁମିନା ରିଫାଇନାରୀ, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍, ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ…

ମାଉସି ଭଣ୍ଡାଗଛ ନିକଟରୁ ପୁତୁରା ର ମୃତ ଦେହ ଉଦ୍ଧାର l

ଅସ୍ତରଙ୍ଗ,: ମାଉସି ଘର ଭଣ୍ଡା ଗଛ ନିକଟରୁ ପୁତୁରା ର ମୃତ ଦେହ ଉଦ୍ଧାର ନେଇ ଏକ ସମ୍ବେଦନ ଶିଳ ଘଟଣା ଦେଖିବାକୁ ମିଳିଛି ଏହି ବ୍ଲକ ଅଧୀନ ଶିଶୁଅ ପଞ୍ଚାୟତ ର ସାନ ସିରେଇ (ବଂଦାଳ) ଗ୍ରାମରେ, l ଘଟଣାରୁ ପ୍ରକାଶ ଜେ, ଉଦୟପୁର ଗ୍ରାମର ହରି ପ୍ରଧାନ ଙ୍କ ପୁଅ ବୁଧେଶ୍ୱର(୨୬)ବିଭିର୍ଣ୍ଣ ସମୟ ରେ…

ନବରଙ୍ଗପୁର ଠାରେ ଆଦି କର୍ମଯୋଗୀ ଅଭିଯାନର ୩ ଦିନିଆ ଆବାସିକ କାର୍ଯ୍ୟକ୍ରମ

ନବରଙ୍ଗପୁର ତା ୪.୯.୨୦୨୫ଅଶୋକ ସାହୁ, ଶାସକ ପ୍ରଶାସକ,:ଆଦିବାସୀ ଅଞ୍ଚଳରେ ଶେଷ ସୀମା ପର୍ଯ୍ୟନ୍ତ ସେବା ପ୍ରଦାନ ବ୍ୟବସ୍ଥା କୁ ସୁଦୃଢ କରିବା ଏବଂ ଏକ ଉତ୍ତରଦାୟୀ ଶାସନ ସ୍ଥାପନ କରିବା ନିମନ୍ତେ ଆଦି କର୍ମଯୋଗୀ ଅଭିଯାନ ଅଧିନରେ ତ୍ରି ଦିବସିୟ ଆବାସିକ ଜିଲ୍ଲା ପ୍ରକ୍ରିୟା ପ୍ରୟୋଗ ଶାଳା…

ନଳଢଳିଆ ଗ୍ରାମରେ ଦୁଃଖଦ ଘଟଣା ,ପଟ୍ଟାମୁଣ୍ଡାଇ ବ୍ଲକରେ ଯୁବକ କେନାଲରେ ବୁଡି ନିଖୋଜ ।

କେନ୍ଦ୍ରାପଡ଼ା: (ପ୍ରଫୁଲ୍ଲ କୁମାର ମଲ୍ଲ) ଗତକାଲି ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନଳଢଳିଆ ଗ୍ରାମରେ ଗୋବରୀ ସମ୍ପ୍ରସାରିତ କେନାଲ ଉପରେ ଥିବା ପୋଲ ବାଡ଼ରେ ଭାରସାମ୍ୟ ହରାଇ ଅବିନାଶ ଦାସ ନାମକ ଏକ ଯୁବକ ପାଣିରେ ଖସି ପଡ଼ିଥିଲେ ।ଘଟଣା ସ୍ଥଳରେ ଥିବା ଗ୍ରାମବାସୀ ମାନେ ତାଙ୍କୁ ଖୋଜିବାକୁ…

ସଂଗଠନ ସୃଜନ ଅଭିଯାନ ମାଧ୍ୟମରେ ଜିଲ୍ଲା ସଭାପତି ଚୟନ ଲାଗି କଂଗ୍ରେସର ଗୁରୁତ୍ୱ।

 ଏଆଇସିସି ପର୍ଯ୍ୟବେକ୍ଷକ ଥିରୁ ଆସାନ ମୌଲାନାଙ୍କ ସାମ୍ବାଦିକ ସମ୍ମିଳନୀ। କେନ୍ଦୁଝର,ତା୪/୯- କେନ୍ଦୁଝର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଆଜି ଚଳଚଞ୍ଚଳ ହୋଇ ଉଠିଥିଲା। ଜିଲ୍ଲା ସଭାପତି ଚୟନ ଲାଗି ଭାରତୀୟ ଜାତୀୟ କଂଗ୍ରେସ ମୁଖ୍ୟାଳୟରୁ  ଥିରୁ ଆସାନ ମୌଲାନା କେନ୍ଦୁଝର ଜିଲ୍ଲା ଲାଗି…

ଭଞ୍ଜନଗରରେ ନୂତନ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ ଦାୟିତ୍ବ ଗ୍ରହଣ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ନୂତନ ଆର୍ .ଟି.ଓ ଭାବେ ଭାଗୀରଥି ନାୟକ ଗତ ସୋମବାର ଦିନ ଦାୟିତ୍ବ ଗ୍ରହଣ କରିଥିବା ଜଣାପଡିଛି | ଏହାପୂର୍ବରୁ ସେ ମାଲକାନଗିରିରେ କାର୍ଯ୍ୟରତ ଥିଲେ | ମୋଟରଯାନ ନିରୀକ୍ଷକ କିଶୋର କୁମାର ଦେ ସହନିରୀକ୍ଷକ ଶୁଭାଶିଷ…

ଟ୍ରେନ ଧକ୍କା ରେ ହାତୀ ଗୁରୁତ୍ତର

ରାଜଗାଙ୍ଗପୁର 04/9/25(ବିଷ୍ଣୁ ଭୋମିକ)ଆଜି ପ୍ରଭାତରେ ଟ୍ରେନ ଧକ୍କା ରେ ସୁନାଖାନ ଏବଂ ସାଗରା ରେଳ ଷ୍ଟେସନ ମଧରେ ଟ୍ରେନ ଧକ୍କା ରେ ହାତୀଟି ଗୁରୁତ୍ୱ ର ଆହତ ହୋଇ ରେଳ ଟ୍ରାକ ମଧ୍ୟରେ ପଡିଯାଇଥିବା ଦେଖିବାକୁ ମିଳିଛି l ଘଟଣା ରୁ ପ୍ରକାଶ ଯେ ଆଜି ଭୋର 5ଟା ରେ ଗରୀବ ରଥ ଟ୍ରେନ ଯିବା ସମୟରେ…

ବିଦ୍ୟୁତ୍ ଆଘାତରେ ଲିଭିଗଲା ଜୀବନ ଦୀପ।

 ( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବିଦ୍ୟୁତ୍ ଆଘାତରେ ଇଂଜିନିୟର ବି ଜ୍ୟୋତି ସ୍ୱରୂପ ନାମକ ଜଣେ ଯୁବକ ର ମୃତ୍ୟୁ ଘଟିଛି। ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଓମ୍ ବିହାର ଠାରେ ଏକ ଆପାର୍ଟମେଣ୍ଟରେ କାର୍ଯ୍ୟରତ ଜ୍ୟୋତି ସ୍ୱରୂପ ଏକ ଭାଇଭ୍ରେଟର୍ ମେସିନ ସଜାଡୁ ଥିବା ବେଳେ ହଠାତ୍…