କଛପ ଗତି ରେ ବସୁଧା ପ୍ରକଳ୍ପ, ପାଟିମାଲ ଗାଁ ରେ ଜଲସଙ୍କଟ

ଖପ୍ରାଖୋଲ ୨୦/୬(ହେମସାଗର ସାହୁ )ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ପାଟି ମାଲ ଗାଁ ରେ ଭୟଙ୍କର ଜଳ ସଙ୍କଟ.. ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ପାଣି ତ ଦୂର ର କଥା ପିଇବା ପାଣି ପାଇଁ ଦୁଇ ତିନି କିଲୋମିଟର ଯାଇ ପାଣି ସଂଗ୍ରହ କରିବାକୁ ପଡୁଛି I ପାଟିମାଲ ଗାଁ ରେ ଛ ଟି…

ଜିଲ୍ଲାସ୍ତରୀୟ ବିକାଶ ମେଳା ଷଷ୍ଠ ସନ୍ଧ୍ୟା

https://youtu.be/MOf2_79uqqQ    ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ ବିକାଶ ମେଳା , ପରମ୍ପାରିକ ଖାଦ୍ୟ ମେଳା ଓ ଆମ୍ବ ମେଳାର ଷଷ୍ଠ ସନ୍ଧ୍ୟା କାର୍ଯ୍ୟକ୍ରମରେ ଜିଲ୍ଲାଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତିରଞ୍ଜନ ତ୍ରିପାଠୀ , ଉପମୁଖ୍ୟ…

“ସମନ୍ୱିତ ପ୍ରଚେଷ୍ଟା ବଳରେ ଥମିଲା ଡାଇରିଆ “

ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ସଂକ୍ରମଣ ହ୍ରାସ କ୍ଷେତ୍ର ସ୍ତରୀୟ ଅଭିଯାନ ଜାରି ରଖିବାକୁ ମନ୍ତ୍ରୀ ଡ: ମୁକେଶ ମହାଲିଙ୍ଗଙ୍କ ନିର୍ଦ୍ଦେଶ ଭୁବନେଶ୍ୱର, ୨୦/୦୬: ବିଭିନ୍ନ ବିଭାଗ ମାନଙ୍କର କ୍ଷେତ୍ର ସ୍ତରରେ ସମନ୍ୱିତ ଏବଂ ଏକାଭିମୁଖୀ କାର୍ଯ୍ୟକ୍ରମ ଯୋଗୁ ରାଜ୍ୟରେ ଡାଇରିଆ…

ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ : ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ

ଭୁବନେଶ୍ୱର, ୨୦/୦୬/୨୫: ଭାରତର ଅଗ୍ରଣୀ ସ୍ମେଲ୍ଟର-ଗ୍ରେଡ୍ ଆଲୁମିନା ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ଏକ ଅଂଶ ବେଦାନ୍ତ ଲାଞ୍ଜିଗଡ ନିକଟରେ ଶିଳ୍ପସଂସ୍ଥାରୁ ବାହାରୁଥିବା ସ୍କ୍ରାପ୍କୁ ଆକର୍ଷଣୀୟ କଳାକୃତୀରେ ପରିଣତ କରିବା ପାଇଁ ଏକ ଅନନ୍ୟ ସ୍କ୍ରାପ୍ ଆର୍ଟ ଚମତ୍କାରକ ପ୍ରତିଯୋଗିତା…

ଆଦିବାସୀ ନାବାଳିକା ଗଣ ଦୁଷ୍କର୍ମ ଓ ହତ୍ୟା ଆରୋପରେ ୪ଜଣ ଗିରଫ ହୋଇ କୋର୍ଟ ଚାଲାଣ।

  କେନ୍ଦୁଝର, ତା୨୦/୬- ବହୁ ବାଦ ବିବାଦ ଆନ୍ଦୋଳନ ପରେ କାଲି କେନ୍ଦୁଝର ପୋଲିସ ତେନ୍ତଳାପଶିର ନାବାଳିକା ଗଣ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ସ୍ଥାନୀୟ ଅଂଚଳରୁ ଚାରିଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ସ୍ପଷ୍ଟ ଦୁଷ୍କର୍ମ ଓ ହତ୍ୟା ବୋଲି ଜଣା…

ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

ଭୁବନେଶ୍ୱର : ଓଡିଶାରେ ପାରମ୍ପରିକତା କେବଳ ସଂରକ୍ଷିତ ହୋଇନଥାଏ, ସେହିଟି ଲୋକଙ୍କ ଦୈନନ୍ଦିନ ଜୀବନ, ପାର୍ବଣ, ଓ ଅଭିବ୍ୟକ୍ତିର ଅଂଶ ଅଟୁଟ ଭାବରେ ରହିଛି। ଘୁମୁରା ନୃତ୍ୟର ଗାମ୍ଭୀର୍ୟପୂର୍ଣ୍ଣ ପଦକ୍ଷେପରୁ ଆରମ୍ଭ କରି ପୁରାତନ ମନ୍ଦିରଗୁଡ଼ିକର ଅଦ୍ଭୁତ ସୌନ୍ଦର୍ଯ୍ୟ ଓ ଓଲିଭ୍ ରିଡ୍ଲି…

କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ନିମନ୍ତେ ମନୋନୀତ ଆସୋସିଏଟ୍ ପ୍ରଫେସରଙ୍କୁ ସମ୍ବର୍ଦ୍ଧିତ କଲେ ସୋଆ…

ଭୁବନେଶ୍ୱର , ୧୯/୦୬ : ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ପୁରସ୍କାର ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଆସୋସିଏଟ୍ ପ୍ରଫେସର ଡକ୍ଟର ସୁବ୍ରତ କୁମାର ସେନାପତିଙ୍କ ନାମ ଘୋଷଣା କରାଯାଇଥିôବା ବେଳେ ତାଙ୍କୁ ଗୁରୁବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ…

ଆଦିତ୍ୟ ଅଲୁମିନା ରିଫାଇନେରୀ ପକ୍ଷରୁ ପ୍ଲାଷ୍ଟିକ ପ୍ରଦୂଷଣ ବର୍ଜନ ସଂକ୍ରାନ୍ତୀୟ ବିଷୟବସ୍ତୁକୁ ନେଇ ମାସକ ବ୍ୟାପି…

କାଶୀପୁର ରୁ ବୈକୁଣ୍ଠ ଦୁରିଆ : 19-06-2025 – ପରିବେଶ ସୁରକ୍ଷା, ସ୍ଥାୟିତ୍ଵ ଓ ସ୍ଥାନୀୟ ଅଞ୍ଚଳରେ ଜନକଲ୍ୟାଣକାରୀ କାର୍ଯ୍ୟ ସ୍ଵରୂପ ଆଦିତ୍ୟ ଅଲୁମିନା ରିଫାଇନେରୀ ତରଫରୁ ଆଜି “ପ୍ଲାଷ୍ଟିକ ପ୍ରଦୂଷଣକୁ ବର୍ଜନ” ସମ୍ପର୍କିତ ବିଷୟବସ୍ତୁକୁ ନେଇ ମାସକ ଯାକ ସଚେତନତା ଅଭିଯାନ ଶୁଭାରମ୍ଭ…

ସୁନ୍ଦରଗଡ଼ଠାରେ ଓଡ଼ିଆ ଚଳଚ୍ଚିତ୍ର ‘ ଦମନ ‘ ପ୍ରଦର୍ଶିତ

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି ଏବଂ କେତେକ କାର୍ଯ୍ୟକ୍ରମ ଗୁଡ଼ିକ ଆଗକୁ ଆୟୋଜିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ସଂସ୍କୃତି ଭବନ ଠାରେ…

ଅଘୋଷିତ ବିଦ୍ୟୁତ୍ କାଟ୍ କୁ ବିରୋଧ କରି ବିଭାଗୀୟ ଗାଡ଼ିକୁ ଅଟକାଇଲେ ଗ୍ରାମବାସୀ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ରେ ଚାଲିଛି ବିଦ୍ୟୁତ୍ ବିଭାଗର ମନମାନି I କୌଣସି ପୂର୍ବ ସୂଚନା ନଦେଇ ଘଣ୍ଟା ଘଣ୍ଟା ଧରି ହେଉଛି ବିଦ୍ୟୁତ୍ କାଟ୍ I ଯାହାର କୁପ୍ରଭାବ ଜନସାଧାରଙ୍କ ସମେତ ସେମାନଙ୍କର ଦୈନନ୍ଦିନ ଜୀବନଯାପନ ପ୍ରଣାଳୀ ଉପରେ ପଡୁଛି I ଏନେଇ ବିଭାଗୀୟ…