Sign in
Sign in
Recover your password.
A password will be e-mailed to you.
ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ରାୟଗଡ଼ :-ତା.୨୧/୦୬-ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି l ବିକାଶ ମେଳା ମଞ୍ଚ ଠାରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ…
ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ରାୟଗଡା: ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପୌରହିତ୍ୟରେ ଏବଂ ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ତତ୍ୱାବଧାନରେ…
ଘୁ. ନୂଆଗାଁ ଗ୍ରାମ ରାସ୍ତା ଅବସ୍ଥା ଶୋଚନୀୟ, ତୁରନ୍ତ ମରାମତି ପାଇଁ ଦାବି
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଘୁ. ନୂଆଗାଁ ଗ୍ରାମ ଦେଇ ଯାଇଥିବା ରାସ୍ତାଟି ଅତ୍ୟନ୍ତ କଦର୍ଯ୍ୟ ହୋଇଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ରାସ୍ତା ଭଞ୍ଜନଗର-ଭୁବନେଶ୍ଵର ମୁଖ୍ୟ ରାସ୍ତାକୁ ସଂଯୋଗ କରେ । ଏହି ରାସ୍ତା ଉପରେ ଘୁ.ନୂଆଗାଁ ସହିତ…
“ସୁରକ୍ଷା ଆମ ସମସ୍ତଙ୍କଠାରୁ ଆରମ୍ଭ ହୁଏ : ଶ୍ରୀମତୀ ଉଷା ପାଢ଼ୀ
ସଡ଼କ ନିରାପତ୍ତା ପ୍ରୟାସକୁ ସୁଦୃଢ ନିମନ୍ତେ ନିରନ୍ତର ପ୍ରୟାସ
ଭୁବନେଶ୍ବର,୨୧ I ୬ : ସଡ଼କ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଏହାର ଅତୁଟ ପ୍ରତିବଦ୍ଧତାର ଏକ ଅଂଶ ଭାବରେ, ରାଜଧାନୀ ଅଞ୍ଚଳ ସହରାଞ୍ଚଳ ପରିବହନ (CRUT) 'ଶୂନ ଦୁର୍ଘଟଣା ଦିବସ' ପଦକ୍ଷେପ ଅଧୀନରେ ଏହାର ପ୍ରୟାସକୁ ତୀବ୍ର…
ଗୋରୁ ପଲ୍ଲଙ୍କ ଅବରୋଧରେ ରାଜ୍ୟ ସଡ଼କ, ଦୁର୍ଘଟଣା ସହିତ ଗମନାଗମନରେ ବାଧା ସୃଷ୍ଟି,
ଓଡ଼ଗାଁ,୨୦।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ଦେଇ ଯାଇଥିବା ନୟାଗଡ଼ - ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥ ପ୍ରତି ସନ୍ଧ୍ୟାରୁ ଗୋରୁ ପଲ୍ଲଙ୍କ ଦ୍ଵାରା ଅବରୋଧ ହୋଇ ରହୁଛି । ବୁଲା ଗୋରୁଗାଈଙ୍କ ଯୋଗୁଁ ସାଧାରଣ ଗମନାଗମନ ବାଧାପ୍ରାପ୍ତ ହେଉଥିବା ବେଳେ…
ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଆଜ୍ଞାମାଳ ଗଲା କନ୍ଧମାଳ,
ଓଡ଼ଗାଁ,୨୦।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିରରୁ କନ୍ଧମାଳ ଜିଲ୍ଲା ଜି ଉଦୟଗିରି କକଟି ପଦା ଗ୍ରାମରେ ନୂତନ ଶ୍ରୀରାମମନ୍ଦିର ନିର୍ମାଣ ନିମନ୍ତେ ଶୁକ୍ରବାର ଦିନ ସକାଳେ ଆଜ୍ଞାମାଳ ଗଲା । କକଟି ପଦା ଗ୍ରାମବାସୀଙ୍କ ତରଫରୁ ଅନିଲ ପଟ୍ଟନାୟକ…
ଓଡ଼ଗାଁ ଏନ୍ଏସିରେ ବୁଲିଲା ବିକାଶ ବାହାନ
ଓଡ଼ଗାଁ,୨୦।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ (ଏନ୍ଏସି)ର ୮ ଓ୍ବାଡରେ ଶୁକ୍ରବାର ବିକାଶ ବାହାନ ପରିକ୍ରମା କରିଥିଲା । ନୟାଗଡ଼ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହି ଅଧିକାରୀ ଲଗ୍ନଜିତ୍ ରାଉତ୍ ବିକାଶ ବାହାନକୁ ଆନୁଷ୍ଠାନିକ ଭାବେ…
ଷ୍ଟେଟ ବ୍ୟାଙ୍କ, ଦି ବେଲର ମିଳିତ ଆନୁକୁଲ୍ୟରେ ୧୨୫ ୟୁନିଟ ରକ୍ତ ସଂଗ୍ରହ
ପୁରୀ,୨୦/୬ - ଷ୍ଟେଟ ବ୍ୟାଙ୍କର ୭୦ ତମ ପ୍ରତିଷ୍ଠା ଦିବସ ଓ ରଥ ଯାତ୍ରା ଉପଲକ୍ଷେ ଷ୍ଟେଟ ବ୍ୟାଙ୍କ୍ ଆଞ୍ଚଳିକ କ୍ଷେତ୍ର ପୁରୀ, ଓ ପୁରୀ ଜିଲ୍ଲା ସ୍ବେଛାସେବୀ ଅନୁଷ୍ଠାନ ଦି ବେଲ୍ ର ମିଳିତ ଆନୁକୁଲ୍ୟରେ ଷ୍ଟେଟ ବ୍ୟାଙ୍କ ହଲିଡେ ହୋମ ଠାରେ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।…
ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ଉଚ୍ଛେଦନେଇ ଚେତନତା ସଭା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ଉଚ୍ଛେଦ ଓ କିଶୋର ଶ୍ରମିକ ମାନଙ୍କୁ ବିପଦ ସଙ୍କୁଳ କାର୍ଯ୍ୟରେ ନିୟୋଜିତ ନିଷେଧ ସଚେତନତା ସଭା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଅଛି।…
ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଯାପିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ୧୪ ଜୁନ୍ ୨୦ ପର୍ଯ୍ୟନ୍ତ ସାତଦିନ ଧରି ଆୟୋଜିତ ଜିଲ୍ଲାସ୍ତରୀୟ ବିକାଶ ମେଳା , ପାରମ୍ପାରିକ ଖାଦ୍ୟ ମେଳା ଓ ଆମ୍ବ ମେଳା ଆଜି ଉଦଯାପିତ ହୋଇଯାଇଛି। ଏହି…