Sign in
Sign in
Recover your password.
A password will be e-mailed to you.
ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଯାପିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ୧୪ ଜୁନ୍ ୨୦ ପର୍ଯ୍ୟନ୍ତ ସାତଦିନ ଧରି ଆୟୋଜିତ ଜିଲ୍ଲାସ୍ତରୀୟ ବିକାଶ ମେଳା , ପାରମ୍ପାରିକ ଖାଦ୍ୟ ମେଳା ଓ ଆମ୍ବ ମେଳା ଆଜି ଉଦଯାପିତ ହୋଇଯାଇଛି। ଏହି…
୨୫ରେ ସାମ୍ବାଦିକ ଭବନରେ ରକ୍ତଦାନ ଶିବିର
ନୟାଗଡ଼(ବିଶ୍ୱଜିତ ନାୟକ) :- - ନୟାଗଡ଼ ସାମ୍ବାଦିକ ଭବନରେ ଆସନ୍ତା ୨୫ ତାରିଖ ବୁଧବାର ଦିନ ରକ୍ତଦାନ ଶିବିର ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି । ଏନେଇ ସାମ୍ବାଦିକ ଭବନ ପରିସରରେ ସଭାପତି ବୈଦ୍ୟଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ନୟାଗଡ଼…
ଉର୍ଲାଦାନୀ ସ୍ଥିତ ସହିଦ ରେଣ୍ଡୋ ମାଝିଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ, ସ୍ମୃତି ଚାରଣ ସଭା।
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) ରାଜ୍ୟ ସରକାରଙ୍କ ଏକବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାର ବରପୁତ୍ର ଓ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ସେମାନଙ୍କ ଜନ୍ମସ୍ଥାନକୁ ସ୍ମାରକିରେ ରୂପାନ୍ତରିତ କରିବା ଅବସରରେ ଶହୀଦ ରେଣ୍ଡୋ ମାଝି ଙ୍କ ସ୍ମୁତି…
ବୀର ବିପ୍ଳବୀ ଚକରା ବିଷୋୟୀଙ୍କ ଜନ୍ମସ୍ଥାନ ବିଞ୍ଝଗିରିକୁ ଐତିହ୍ୟ ଗାଁର ମାନ୍ୟତା
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଓଡ଼ିଶା ସରକାରଙ୍କ ଶାସନର ଏକ ବର୍ଷ ପୂର୍ତ୍ତି ଅବସରର ଆଜି ଶୁକ୍ରବାର ଜୁନ୍ ମାସ ୨୦ ତାରିଖ ୨୦୨୫ ଦିନ ଭୁବନେଶ୍ଵର ଜନତା ମଇଦାନରେ ଏକ ରାଜ୍ୟସ୍ତରୀୟ ମହୋତ୍ସବ ଆୟୋଜିତ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
ବିଚାରଧୀନ ପେନସନ ଉପରେ ସମୀକ୍ଷା କଲେ ସାଧାରଣ ଅଭିଯୋଗ ଓ ପେନସନ ପ୍ରଶାସନ ଓଡିଶା
ରାୟଗଡା : ତା. ୨୦/୦୬/୨୦୨୫ ରାୟଗଡ ଜିଲ୍ଲାବାସୀଙ୍କ ରହିଥିବା ବିଭିନ୍ନ ପେନସନ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ, ରାୟଗଡରେ ଏକ ପେନସନ ଅଦାଲତ ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ପେନସନ ଅଭିଯୋଗ ନିର୍ଦ୍ଦେଶକ ଶ୍ରୀ ନିହାର ରଞ୍ଜନ ଦାଶ ଙ୍କ…
ଜେକେ କାଗଜ କଳ ରେ ରକ୍ତଦାନ ଶିବିର
ରାୟଗଡ: ଜେକେ କାଗଜ କଳର ଭୁତ ପୂର୍ବ ଅଧ୍ୟକ୍ଷ ସ୍ଵର୍ଗତ ହରି ଶଙ୍କର ସିଂଘାନିଆଙ୍କ 92 ତମ ଜନ୍ମଦିନ ପାଳନ ଅବସରରେ ଓଡିଶା ବ୍ଲଡ୍ ବ୍ୟାଙ୍କ୍, ରାୟଗଡ ସହାୟତାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଶ୍ରୀ ବିନୟ ଦ୍ଵିବେଦୀ, କାର୍ଯ୍ୟନିର୍ବାହୀ…
ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରା।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ଶିଶୁ ଶ୍ରମିକ ନିରାକରଣ ପକ୍ଷ ପାଳନ ଉପଲକ୍ଷେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ, କଳାହାଣ୍ଡି ତରଫରୁ ଶିଶୁ ଶ୍ରମିକ ନିରାକରଣ ଓ ସଚେତନତା ପଦଯାତ୍ରା ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ଅତିରିକ୍ତ ଜିଲ୍ଲାପାଳ, କଳାହାଣ୍ଡି, ତନ୍ମୟ…
ଡାଇରିଆ ନିରାକରଣ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲାସ୍ତରୀୟ ଡାଇରିଆ ନିରାକରଣ ସମୀକ୍ଷା ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସୱାନ ହଲ ଠାରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ସମୀକ୍ଷା ବୈଠକରେ ଅଭାଷୀ ମାଧ୍ୟମରେ…
ଜିଲ୍ଲାସ୍ତରୀୟ ବିକାଶ ମେଳା ଷଷ୍ଠ ସନ୍ଧ୍ୟା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ ବିକାଶ ମେଳା , ପରମ୍ପାରିକ ଖାଦ୍ୟ ମେଳା ଓ ଆମ୍ବ ମେଳାର ଷଷ୍ଠ ସନ୍ଧ୍ୟା କାର୍ଯ୍ୟକ୍ରମରେ ଜିଲ୍ଲାଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତିରଞ୍ଜନ ତ୍ରିପାଠୀ , ଉପମୁଖ୍ୟ ନିର୍ବାହୀ ଅଧିକାରୀ ଓରମାସ ଶ୍ରୀ ସୁଭଳ…
କଛପ ଗତି ରେ ବସୁଧା ପ୍ରକଳ୍ପ, ପାଟିମାଲ ଗାଁ ରେ ଜଲସଙ୍କଟ
ଖପ୍ରାଖୋଲ ୨୦/୬(ହେମସାଗର ସାହୁ )ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ପାଟି ମାଲ ଗାଁ ରେ ଭୟଙ୍କର ଜଳ ସଙ୍କଟ.. ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ପାଣି ତ ଦୂର ର କଥା ପିଇବା ପାଣି ପାଇଁ ଦୁଇ ତିନି କିଲୋମିଟର ଯାଇ ପାଣି ସଂଗ୍ରହ କରିବାକୁ ପଡୁଛି I ପାଟିମାଲ ଗାଁ ରେ ଛ ଟି…