Sign in
Sign in
Recover your password.
A password will be e-mailed to you.
ବିଶ୍ଵ ଯୋଗ ଦିବସ ପାଳିତ।
ବାସୁଦେବପୁର - ଶନିବାର ବିଶ୍ଵ ଯୋଗ ଦିବସ ବାସୁଦେବପୁର ରେ ବିଭିନ୍ନ ସ୍ଥାନ ରେ ପାଳିତ ହୋଇ ଯାଇଛି। ବାସୁଦେବପୁର ପଞ୍ଚାୟତ ସମିତି ଓ ପୌର ପରିଷଦ ର ମିଳିତ ଆନୁକୁଲ୍ୟରେ ବାସୁଦେବପୁର ରେ ଥିବା ଇଣ୍ଡୋର୍ ଷ୍ଟାଡିୟମ୍ ରେ ଯୋଗ ଶିବିର ଆୟୋଜନ ହୋଇ ଯାଇଛି। ଯୋଗ ଗୁରୁ ଶଶାଙ୍କ ଶେଖର ସାମଲ ଉପସ୍ଥିତ…
ଜଗତସିଂହପୁର ଜିଲ୍ଲା ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଜଗତସିଂହପୁର, ତା ୨୧/୦୬/୨୫ରିଖ ସୁମନ୍ତ କୁମାର ଦାସ: ଜୁନ ୨୫ତାରିଖ ମିଳିତ ଜାତିସଂଘ ଦ୍ଵାରା ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଛି। ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ଏକାଦଶ ତମ ଆନ୍ତର୍ଜାତୀୟ ଯୋଗ ଦିବସ ବିଜୁ ପଟ୍ଟନାୟକ…
ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ
ଜଗତସିଂହପୁର,ତା ୨୧.୦୬.୨୦୨୫ ସୁମନ୍ତ କୁମାର ଦାସ: ଜଗତସିଂହପୁର ପୌରପରିଷଦସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” ଶୀର୍ଷକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବା ସହ ଯୋଗ ଅଭ୍ଯାସ…
ଆଦିତ୍ୟ ଆଲୁମିନା ରିଫାଇନେରୀ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ଉତ୍ସାହ ସହ ପାଳିତ
କାଶୀପୁର ରୁ ବୈକୁଣ୍ଠ ଦୁରିଆ ୨୧/୬/ ୨୦୨୫ – ଆଦିତ୍ୟ ଅଲୁମିନା ରିଫାଇନେରୀ, କଂସାରିଗୁଡ଼ା ପକ୍ଷରୁ ଆଜି 'ଏକ ସ୍ବାସ୍ଥ୍ୟ ଓ ପୂର୍ଥିବୀ ପାଇଁ ଯୋଗ' ବିଷୟବସ୍ତୁକୁ ନେଇ ଉତ୍ସାହର ସହ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରରେ କର୍ମଚାରୀ, ସ୍ଥାନୀୟ ଗ୍ରାମବାସୀ ତଥା…
ବ୍ରିଜ ତଳକୁ ପିକଅପ ଭ୍ୟାନ ଓଲଟି ତିନିଜଣ ଆହତ
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଥାନା ଅନ୍ତର୍ଗତ ନୂଆଁ ଗାଁ ବ୍ରିଜ ନିକଟରେ ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଯିବା ଫଳରେ ତିନି ଜଣ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ଏମଭିଆଇଏଲ କମ୍ପାନୀର ଏକ ବୋଲେରୋ ପିକଅପ ଗାଡି (ଓ଼ଡ଼ି ୩୩ଏଜେ ୮୪୩୬) କମ୍ପାନୀର…
ଭାରତୀୟ ଷ୍ଟେଟ ବ୍ୟାଙ୍କ ପଦ୍ମପୁର ଶାଖା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ।
ପଦ୍ମପୁର :- ଭାରତୀୟ ଷ୍ଟେଟ ବ୍ୟାଙ୍କ ର ୭୦ ତମ ପ୍ରତିଷ୍ଠା ଦିବସ ଅବସରରେ ପଦ୍ମପୁର ମୂଖ୍ଯ ଶାଖା ତରଫରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ବ୍ୟାଙ୍କ ପରିସର ମଧ୍ଯ ରେ ଅନୁଷ୍ଠିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ନାଗରିକ ତଥା ସାମାଜିକ କର୍ମୀ ନିରୋଜ ଦୋରା ମୂଖ୍ଯ ଅତିଥି ଭାବରେ…
ରାୟଗଡ଼ା ସ୍ବୟଂ ଶାସିତ ମହାବଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ରାୟଗଡ଼ା. ତା: ୨୧/୦୬ - ରାୟଗଡ଼ା ସ୍ଵଂୟ ଶାସିତ ମହାବିଦ୍ୟାଳୟ ଠାରେ ଏକାଦଶ ଆନ୍ତର୍ଜାତୀୟ ଯୋଗ ଦିବସ ( ଏକ ପୃଥିବୀ, ଏକ ସ୍ବାସ୍ଥ୍ୟ ପାଇଁ ଯୋଗ ) ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା ଯୋଗ ପ୍ରଶିକ୍ଷିକା ଡ. ସରସ୍ଵତୀ ରାୟ ଯୋଗର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରି…
ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗ ଦିବସ ପାଳିତ
ଜମନକିରା (ଲିପନ ନାଏକ ):ଆଜି ଜମନକିରା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କ ରେ ଯୋଗ ଦିବସ ପାଳିତ ହଇଥିବା ବେଳେ ଏନ, କ୍ୟୁ, ଏ, ଏସ ପୁରସ୍କାପ୍ରାପ୍ତ ଭୋଜପୁର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।…
ବିନା ସୂଚନା ଫଳକରେ ଚାଲିଛି ସରକାରୀ କୋଠା ନିର୍ମାଣ
ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍ ତାଳପଦର ପଞ୍ଚାୟତରେ ବିନା ସୂଚନା ଫଳକରେ ସରକାରୀ କୋଠା ନିର୍ମାଣ କାମ ଚାଲିଛି। ତାହା ବି ଅତି ନିମ୍ନମାନର ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ଜ୍ଵଳନ୍ତ ଉଦାହରଣ ଭାବେ କଲେଜ ସ୍ଥିତ ନିକଟରେ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗରେ ନିର୍ମାଣ…
ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ଵ ଯୋଗ ଦିବସ ପାଳିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ବିଶ୍ୱ ଯୋଗ ଦିବସ। ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ଆଜି ବିଶ୍ଵ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଯୋଗ ଗୁରୁ ଅନନ୍ତ ପଣ୍ଡା ଯୋଗ ଦେଇ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ପ୍ରମୁଖ ଙ୍କୁ ଯୋଗର…