Sign in
Sign in
Recover your password.
A password will be e-mailed to you.
ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ।
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଚେରୁପାଲି ପଞ୍ଚାୟତ କାର୍ଯ୍ୟଳୟ ଠାରେ ଆଜି ତ୍ରିଲୋଚନ ନେତ୍ରାଳୟ ଭିଜନ ସେଣ୍ଟର ଡୁଙ୍ଗୁରିପାଲି ଏବଂ ଗ୍ରାମ ପଞ୍ଚାୟତ ଚେରୁପାଲି ର ମିଳିତ ଆନୁକୁଲ୍ୟରେ ଏକ ଚକ୍ଷୁ ପରୀକ୍ଷା ଶିବିର…
ଅନୁସୂଚିତ ଜାତି ବିଭାଗରେ ସ୍ଥାନ ପାଇଥିବା ପଦାଧିକାରୀ ମାନଙ୍କୁ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସମ୍ବର୍ଦ୍ଧନା
ରାଉରକେଲା, (ବସନ୍ତ କୁମାର ଜେନା) : ଆଜି ରାଉରକେଲା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସମ୍ବର୍ଦ୍ଧନା ସଭା ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ନିକଟରେ ଗଠନ ହୋଇଥିବା ପ୍ରଦେଶ କଂଗ୍ରେସ କମିଟି ର ଅନୁସୂଚିତ ଜାତି ବିଭାଗ ( SC Cell ) ରେ ରାଉରକେଲା ଜିଲ୍ଲା କଂଗ୍ରେସ ରୁ ସ୍ଥାନ…
ପାଇଲିପଡ଼ା ମୁଠା ହାଡ଼ି ସମାଜ ଏବଂ ସାହିତ୍ୟ ଘରର ବୃକ୍ଷରୋପଣ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବର୍ତ୍ତମାନ ରାସ୍ତା ସମ୍ପ୍ରସାରଣ, ଗୃହ ନିର୍ମାଣ ଓ ବିଭିନ୍ନ କଳକାରଖାନା ସ୍ଥାପନ ଯୋଗୁଁ ପ୍ରତ୍ୟକ ଦିନ ଶହ ଶହ ଗଛ କଟା ଚାଲିଛି I ଏହାକୁ ଦୃଷ୍ଟିରେ ରଖି ଏକ ନିଆରା ପଦକ୍ଷେପ ଗ୍ରହଣ କରିଛି ପାଇଲିପଡ଼ା ମୁଠା ହାଡ଼ି ସମାଜ Iବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ…
ଖାଉଟିଙ୍କୁ କନ୍ଦାଉଛି ପରିବା ଦର
ଜମନକିରା (ଲିପନ ନାଏକ ) ପ୍ରତ୍ୟୋକ ବର୍ଷ ବର୍ଷା ଋତୁ ଆରମ୍ଭ ହେବାପରେ ପରିବାଦର ସାଧାରଣତଃ କିଛି କିଛି ବୃଦ୍ଧି ପାଇଥାଏ l କିନ୍ତୁ ଚଳିତ ବର୍ଷ ପରିବାଦର ନିୟନ୍ତ୍ରଣ ବାହାରେ ଥିବା ଭଳି ଲାଗୁଛି l ଯାହା ସାଧାରଣ ଖାଉଟିଙ୍କୁ ଖୁବ ବାଧୁଛି l ଏଇ ଅଳ୍ପଦିନ ମଧ୍ୟରେ ଦର ଦୁଇଗୁଣ ବଢ଼ିଯିବା ନେଇ…
ଵଜ୍ରାଘାତ ହୋଇ ମୃତ୍ୟୁ
ଜମନକିରା (ଲିପନ ନାଏକ): ଜମନକିରା ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପାଲି ପଞ୍ଚାୟତ ଅଧିନସ୍ତ ଶୁଣ୍ଡେନମାଲ ର କୈଳାସ କିସାନ ଓ ନାଗ୍ରାବହାଲ ର ଦିନେଶ ଜାମୁଡୁଲିଆ ସୁବର୍ଣ୍ଣପାଲି ର ଟିଙ୍କୁ ଖୁଣ୍ଟିଆ ଙ୍କ ବିଲ ରେ କାମ କରିବା ପାଇଁ ଆସିଥିଲେ, ଆନୁମାନିକ ସମୟ ଦିନ ଏକ ଟାରେ ଘଡ ଘଡି ସହ ବର୍ଷା ଫଳରେ…
ବୋତଲ ଜଗୁଛି ଫସଲ
କୁଚିଣ୍ଡା (ଲିପନ ନାଏକ ): ପନିପରିବା ଫସଲକୁ ଗାଇ ଗୋରୁ, ପକ୍ଷୀଙ୍କ ଠୁ ରକ୍ଷା କରିବାରେ ସାହାଯ୍ୟ କରୁଛି ବିୟର ବୋତଲ l ବୋତଲ ବାଡେଇ ହେବା ଶବ୍ଦ ଶୁଣି ବଗିଚାରୁ ଦୁରେଇ ହଇ ରହୁଛନ୍ତି ପଶୁ ପକ୍ଷୀ |ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ କଲେଇଗଡ଼ ପଂଚାୟତ ଅନ୍ତର୍ଗତ କୁଡାପଡା ଗ୍ରାମର ଧନୁର୍ଯ୍ୟ…
ବିଜେପି ପଦ୍ମପୁର ମଣ୍ଡଳ ପକ୍ଷ ର ସମାବେଶ ଅନୁଷ୍ଠିତ।
ବାସୁଦେବପୁର -କେନ୍ଦ୍ର ରେ ଏଗାର ବର୍ଷ ଓ ରାଜ୍ୟ ରେ ଏକ ବର୍ଷ ସରକାର ଙ୍କ ସଫଳତା କୁ ନେଇ ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ମଣ୍ଡଳ ରେ ସମାବେଶ ଅନୁଷ୍ଠିତ ହୋଇ ଯାଇଛି। ମଣ୍ଡଳ ସଭାପତି ରତିକାନ୍ତ ଦଳାଇ ଙ୍କ ସଂଯୋଜନା ରେ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ଆୟୋଜିତ…
ଫକୀର ମୋହନ ସ୍ୱୟଂଶାସିତ କଲେଜ ଛାତ୍ରୀଙ୍କ ଆତ୍ମଦାହ ପାଇଁ କଲେଜ କର୍ତ୍ତୃପକ୍ଷ ଏବଂ ସରକାର ଦାୟୀ : ଯୁବ ଛାତ୍ର…
• "ବେଟୀ ପଢାଓ, ବେଟୀ ବଚାଓ" ସ୍ଲୋଗାନ ବିଫଳ
• ସରକାରଙ୍କ ସୋସିଆଲ ମିଡ଼ିଆ ଭିତ୍ତିଭୂମି ଭୁଷୁଡ଼ି ପଡ଼ିଛି
ଭୁବନେଶ୍ୱର, ୧୩.୭ : ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ଼ ବି.ଇଡ଼ି ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଦୁଃଖଦାୟକ…
ସିଆଇଆଇ ଆଇଡବ୍ଲ୍ୟୁଏନ ଓଡିଶା ପକ୍ଷରୁ ଶକ୍ତି ସମ୍ମାନ ୨୦୨୫-ଶକ୍ତିରୁ ସମୃଦ୍ଧି କାର୍ଯ୍ୟକ୍ରମ ଆୟୋଜିତ
ମହିଳା ଲିଡରମାନଙ୍କୁ ସେମାନଙ୍କର ଅସାଧାରଣ ଯୋଗଦାନ ପାଇଁ କରାଯାଇଛି ସମ୍ମାନିତ
ଭୁବନେଶ୍ୱର : ଭାରତୀୟ ଶିଳ୍ପ ମହାସଂଘର ଇଣ୍ଡିଆନ ୱମେନ ନେଟ୍ୱର୍କ (ସିଆଇଆଇ ଆଇଡବ୍ଲ୍ୟୁଏନ) ଓଡିଶା ପକ୍ଷରୁ ‘ଶକ୍ତି ସମ୍ମାନ’ ଶୀର୍ଷକ ଏକ ପ୍ରେରଣାଦାୟକ ସନ୍ଧ୍ୟାର ଆୟୋଜନ କରାଯାଇଛି, ଯାହା ଓଡିଶାର ମହିଳା…
ସରପଞ୍ଚ-ୱାର୍ଡମେମ୍ବର ପାଟିତୁଣ୍ଡ ମାମଲା: ଜେଲ୍ଗଲେ ଭଟିଗାଁ ସରପଞ୍ଚ
ବିଜେପୁର /ବରପାଲି ଜଣେ ୱାର୍ଡମେମ୍ବରଙ୍କୁ ଗାଳିଗୁଲଜ, ଜୀବନରେ ମାରିଦେବା ଧମକ ଓ ଜାତିଆଣ ଆକ୍ଷେପ ଅଭିଯୋଗରେ ବରପାଲି ବ୍ଲକ୍ ଭଟିଗାଁ ସରପଞ୍ଚ ହୀମାଞ୍ଚଳ ସାହୁ ଗିରଫ ହୋଇ ଜେଲ୍ ଯାଇଛନ୍ତି ।ଘଟଣାରୁ ପ୍ରକାଶ ଯେ, ଗତ ୩୦ ତାରିଖ ଦିନ ବରପାଲି ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଶ୍ରୀ ସାହୁ ଓ…