Sign in
Sign in
Recover your password.
A password will be e-mailed to you.
ରାତିରେ ଶୋଇଥିବା ଅବସ୍ଥାରେ ମହିଳାଙ୍କୁ ଗଲା କାଟି ହତ୍ୟା ଅଭିଯୋଗ।ହତ୍ୟା ପରେ ଅଭିଯୁକ୍ତ ଫେରାର।
ହତ୍ୟା ପଛର କାରଣ ଅସ୍ପଷ୍ଟ, ପୋଲିସ ର ଛାନ୍ ଭିନ୍ ଜାରି।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ସଦର ଥାନା ଅଧିନସ୍ତ ମୂଷିଗୁଡା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା।ସୂଚନା ଅନୁଯାୟୀ ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ ତାଳବରା ଗାଁର ଜନନୀ ହରିଜନ୍…
ମା ପାଇଁ ଗଛ ଟିଏ ଶିଶୁ ପାଇଁ ଗଛ ଟିଏ ବୃକ୍ଷ ରୂପଣ କାର୍ଯ୍ୟକ୍ରମ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ଆଜି ସକାଳ ୯.୦୦ଘଣ୍ଟା ସମୟରେ କଳାହାଣ୍ଡି ଉତ୍ତର ବନଖଣ୍ଡ କେସିଙ୍ଗା ବନାଞ୍ଚଳ ତରଫରୁ ରୁପ୍ରାରୋଡ ସେକ୍ସନ ଅନ୍ତର୍ଗତ ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟ ଭଟାଖମାର ଠାରେ ଆମ ଜଙ୍ଗଲ ଯୋଜେନା କେସିଙ୍ଗା, ଦଳପତି ଶ୍ରୀଯୁକ୍ତ ହେମନ୍ତ କୁମାର…
ଖୋର୍ଦ୍ଧା ଜ଼ିଲ୍ଲା ପ୍ରେସ କ୍ଲବ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ
ଖୋର୍ଦ୍ଧାରୁ ( ଶେକ ଜାଫର ): - ଜ଼ିଲ୍ଲା ପ୍ରେସ କ୍ଲବ ର ସାଧାରଣ ପରିଷଦ ବୈଠକ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି l ପ୍ରେସ କ୍ଲବ ର ସଭାପତି ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବୈଠକ ରେ ବିଭିନ୍ନ ପ୍ରସଙ୍ଗ ଗୁଡିକ ଉପରେ ଆଲୋଚନା କରାଯାଇଥିଲା l…
କବି ପ୍ରସନ୍ନ ଦଳାଇ ମନମ ଫାଉଣ୍ଡେସନ ଦ୍ୱାରା ପୁରସ୍କୃତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା କଲେଜ୍ ର ପୂର୍ବତନ ଅଧ୍ୟାପକ ତଥା ବିଶିଷ୍ଟ ଇଁରାଜୀ କବି ପ୍ରସନ୍ନ କୁମାର ଦଳାଇଙ୍କୁ ତେଲେଙ୍ଗାନା ମନମ୍ ଫାଉଣ୍ଡେସନ୍ ପକ୍ଷରୁ ଅନ୍ତର୍ଜାତୀୟ ଗ୍ଲୋରୀ ସମ୍ମାନ-୨୦୨୫ ଏବଂ ଭାରତ ସେବା ରତ୍ନ ଜାତୀୟ ସମ୍ମାନ-୨୦୨୫ ରେ ସମ୍ମାନିତ କରାଯାଇଛି I ଏହି…
ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଟିଣ ଡବାରୁ ବିଲେଇ ଉଦ୍ଧାର
ପୁରୀ, ୧୩/୭: ଟିଣ ଡବାରୁ ଉଦ୍ଧାର ହେଲା ବିଲେଇ । ପୁରୀ ସହରର କଲେଜ ଛକରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଗ୍ନିକ ମାନଙ୍କ କିଛି ସମୟ କସରତ ପରେ ଡବାରୁ ବିଲେଇଟିର ମୁଣ୍ଡକୁ ଅକ୍ଷତ ଉଦ୍ଧାର କରାଯାଇଛି ।
ରବିବାର ସ୍ଥାନୀୟ ଅଞ୍ଚଳର ଫାର୍ଜନ ବେଗମଙ୍କ ଘରେ…
ସମଲେଶ୍ୱରୀ କ୍ଳବ ର ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି କୁଦେଇପଡାସ୍ଥିତ ମା ସମଲେଶ୍ବରୀ କ୍ଲବ ଆନୁକୁଲ୍ୟରେ ଆଗାମୀ ଗଣେଶ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଗଣେଶ ପୂଜା ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏବର୍ଷ ୩୫ ବର୍ଷ ରେ ପଦାର୍ପଣ…
ବେଳାଭୂମି ସାହିତ୍ୟ ସଂସଦ ର ବାର୍ଷିକ ଉତ୍ସବ l
ଅସ୍ତରଙ୍ଗ,, ପୁରୀଜିଲ୍ଲା ର ଅଗ୍ରଣୀ ସାହିତ୍ୟ ସଂସଦ ଅସ୍ତରଙ୍ଗ ବ୍ଲକ ର ବେଳାଭୂମି ସାହିତ୍ୟ ସଂସଦ ର ବାର୍ଷିକ ଉତ୍ସବ ରବିବାର ଦିନ ଅସ୍ତରଙ୍ଗ ସ୍ଥିତ ପିର ଯାହାନିଆ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇ ଯାଇ ଅଛି l ପ୍ରାରମ୍ଭ ରେ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ସ୍ୱାଧୀନ କୁମାର…
ଦୁତୀକେଶ୍ବର ପୀଠରେ ଲାଗିଲାଣି କାଉଡ଼ିଆଙ୍କ ଭିଡ
ଓଡ଼ଗାଁ, ୧୩।୭(ଶ୍ରୀକାନ୍ତ କୁମାର ମିଶ୍ର): ଶ୍ରାବଣର ପ୍ରଥମ ସୋମବାର ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଜାମୁ ପାଟଣା ଠାରେ ବିରାଜିତ ବାବା ଦୁତୀକେଶ୍ବରଙ୍କ ପୀଠରେ ଜଳ ଲାଗି ପାଇଁ ଆରମ୍ଭ ହେଲାଣି କାଉଡ଼ିଆଙ୍କ ଭିଡ । ରବିବାର ମଧ୍ୟାହ୍ନ ସୁଦ୍ଧା ପ୍ରାୟ ୨ ହଜାର କାଉଡ଼ିଆ ପୀଠରେ ପହଁଞ୍ଚିଯାଇଥିବା…
ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ।
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଚେରୁପାଲି ପଞ୍ଚାୟତ କାର୍ଯ୍ୟଳୟ ଠାରେ ଆଜି ତ୍ରିଲୋଚନ ନେତ୍ରାଳୟ ଭିଜନ ସେଣ୍ଟର ଡୁଙ୍ଗୁରିପାଲି ଏବଂ ଗ୍ରାମ ପଞ୍ଚାୟତ ଚେରୁପାଲି ର ମିଳିତ ଆନୁକୁଲ୍ୟରେ ଏକ ଚକ୍ଷୁ ପରୀକ୍ଷା ଶିବିର…
ଅନୁସୂଚିତ ଜାତି ବିଭାଗରେ ସ୍ଥାନ ପାଇଥିବା ପଦାଧିକାରୀ ମାନଙ୍କୁ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସମ୍ବର୍ଦ୍ଧନା
ରାଉରକେଲା, (ବସନ୍ତ କୁମାର ଜେନା) : ଆଜି ରାଉରକେଲା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସମ୍ବର୍ଦ୍ଧନା ସଭା ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ନିକଟରେ ଗଠନ ହୋଇଥିବା ପ୍ରଦେଶ କଂଗ୍ରେସ କମିଟି ର ଅନୁସୂଚିତ ଜାତି ବିଭାଗ ( SC Cell ) ରେ ରାଉରକେଲା ଜିଲ୍ଲା କଂଗ୍ରେସ ରୁ ସ୍ଥାନ…