Sign in
Sign in
Recover your password.
A password will be e-mailed to you.
୨୦୨୪ ସବୁଠାରୁ ଉତପ୍ତ ବର୍ଷ, ବଢ଼ିବ ରୌଦ୍ରତାପର ପ୍ରଭାବ : ବିଶେଷଜ୍ଞ
ଭୁବନେଶ୍ୱର, ଜୁଲାଇ ୧୨ : ୧୯୦୧ ମସିହା ଠାରୁ ଏପର୍ଯ୍ୟନ୍ତ ୨୦୨୪ ସବୁଠାରୁ ଉତପ୍ତ ବର୍ଷ ଥିଲା । ବିଶ୍ୱ ତାପନ ପ୍ରଭାବ ଯୋଗୁଁ ୨୦୧୦ ରୁ ୨୦୨୪ ୧୫ ବର୍ଷ ମଧ୍ୟରେ ଦଶ ବର୍ଷ ଅନ୍ୟ ବର୍ଷ ତୁଳନାରେ ଉତପ୍ତ ବର୍ଷ ଭାବେ ପରିଗଣିତ ହୋଇଛି ବୋଲି ଜଣେ ବିଶିଷ୍ଟ ପାଣିପାଗ ବିଶେଷଜ୍ଞ କହିଛନ୍ତି । ଏହି ୫ଟି…
ନର୍ସିଂ ଏକ ମହାନ୍ ବୃତି : ସୋଆ ଉପସଭାପତି
ଭୁବନେଶ୍ୱର, ଜୁଲାଇ ୧୨ : ନର୍ସିଂ ଏକ ମହାନ୍ ଓ ଉତମ ବୃତି ଏବଂ ମାନବ ସେବାର ପ୍ରକୃଷ୍ଟ ମାଧ୍ୟମ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ କହିଛନ୍ତି । ସୋଆ ପରିଚାଳିତ ସମ୍ ନର୍ସିଂ କଲେଜ-୨ର (୨୦୨୪-୨୮) ବିଏସ୍ସି ନର୍ସିଂ ପ୍ରଥମ ବ୍ୟାଚର…
କୌଣସି ସରକାରୀ କଲେଜରେ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି, ଅଭାବନୀୟ କାଣ୍ଡ ଘଟୁଛି
ମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ଭକ୍ତ
ଭୁବନେଶ୍ୱର ତା ୧୨/୭/୨୫ ରିଖ:- ଓଡ଼ିଶାରେ ମହିଳା ଅସୁରକ୍ଷିତ ଥିବା କଥା ରାହୁଲ ଗାନ୍ଧୀଜୀ କହିବାର ଗୋଟିଏ ଦିନ ପରେ, ବାଲେଶ୍ୱରର ଏଫଏମ କଲେଜରେ ପୂର୍ବରୁ ଘଟିଥିବା ଏକ ଦୁଃଖଦ ଘଟଣା ଲୋକଲୋଚନକୁ ଆସିଛି। ଜଣେ ଯୁବତୀ ନ୍ୟାୟ ନପାଇବାରୁ ଆତ୍ମହତ୍ୟା କରିବାକୁ…
ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ,ଅମାନିଆଙ୍କୁ ସଚେତନ କଲେ ଅଧିକାରୀ
ଓଡ଼ଗାଁ,୧୨।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଓଡ଼ଗାଁ ଥାନା ସାମ୍ନା ନୟାଗଡ଼-ଭଞ୍ଜନଗର ୨୧ ନମ୍ବର ରାଜ୍ୟ ସଡ଼କପଥରେ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ (ଏନ୍ଏସି) ତରଫରୁ ଶନିବାର ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚାଳକ ମାନେ…
ଏକ ନମ୍ବର ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳିତ
ଭୁବନେଶ୍ବର ତା. 12.07.25: ଆଜି ଏକ ନମ୍ବର ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ସଭାପତି ଡଃ ମଧୁ ମାଧବ ଜେନା,ଉପ ସଭାପତି ଶୀଳଭଦ୍ର ଶାସ୍ତ୍ରୀ,ଯୁଗ୍ମ ସମ୍ପାଦକ ଅମର ନାରାୟଣ ଦାସ,ବରିଷ୍ଠ ସଦସ୍ୟ ଲକ୍ଷ୍ମୀନାରାୟଣ ପାଢି, ସୁଧାଂଶୁ ପରିଜା,ଚିତ୍ତ ରଞ୍ଜନ ବୈରିଶାଲ,ସ୍କୁଲ ପ୍ରଧାନ ଶିକ୍ଷକ…
ବାଲେଶ୍ୱର ଛାତ୍ରୀ ଆତ୍ମହୂତି ଉଦ୍ୟମ ଘଟଣାରେ ରାଜ୍ୟ ସରକାର ଦାୟୀ: ବିଜେଡି
ମହାବିଦ୍ୟାଳୟରେ ଛାତ୍ରୀ ଅସୁରକ୍ଷିତ
ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଗିରଫ ଦାବି
ଛାତ୍ରୀଙ୍କୁ ନ୍ୟାୟ ଦେବାରେ ବାଲେଶ୍ୱର ସାଂସଦ ବିଫଳ
ଭୁବନେଶ୍ୱର, ୧୨/୦୭/୨୦୨୫: ଫକୀର ମୋହନ ମହାବିଦ୍ୟାଳୟର ଜଣେ ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ ଘଟଣା ପାଇଁ କଲେଜ…
ଶ୍ରାବଣ ମାସରେ ଶିବ ମନ୍ଦିରରେ କାଉଡିଆ ଙ୍କ ଭିଡ଼
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠ ରେ ଥିବା ରମଳୀଙ୍ଗେଶ୍ୱର୍ ମନ୍ଦିର ରେ ଶ୍ରାବଣ ମାସରେ ଭକ୍ତଙ୍କ ସମାଗମ ସହ କାଉଡିଆଙ୍କ ସମାଗମ ଦେଖିବାକୁ ମିଳିଛି। ଶ୍ରାବଣ ମାସ ରେ ଶିବଙ୍କୁ ଜଳ ଅଭିଷେକ କରିଲେ ମନ ସ୍କାମନା ପୁରାଣ ହୋଇଥାଏ…
ପାଇଲିପଡା ମୁଠା ହାଡ଼ି ସମାଜର ବାର୍ଷିକ ଉତ୍ସବ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ବିଞ୍ଚଣା ସ୍ଥିତ ପଞ୍ଚାନନ ନାଇକଙ୍କ ବାସଗୃହ ଠାରେ ପାଇଲିପଡା ମୁଠା ହାଡ଼ି କୂଳ ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ଉତ୍ସବରେ ପାଇଲିପଡା ମୁଠା ହାଡ଼ି କୂଳ ସମାଜର ସଭାପତି ପବିତ୍ର କୁମାର ନାଇକଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
ଗାଙ୍ଗପୁରର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ମାଆଙ୍କ ପାଇଁ ବୃକ୍ଷଟିଏ କାର୍ଯ୍ୟକ୍ରମ ; ସୁସ୍ଥ ସମାଜ ପାଇଁ ପ୍ରଦୂଷଣ ଏବଂ…
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ ), ଯଶସ୍ୱୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଆଜି ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ମାଆଙ୍କ ପାଇଁ ବୃକ୍ଷଟିଏ କାର୍ଯ୍ୟକ୍ରମ ସହିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ଏକା ମେଗା…
ପାଇଲିପଡ଼ାରେ ରକ୍ତଦାନ ଶିବିର ; ୩୫ ଜଣଙ୍କ ସ୍ଵେଚ୍ଛାକୃତ ରକ୍ତଦାନ
ହାଡ଼ି ସମାଜର ରକ୍ତଦାନ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ହାଡ଼ି ସମାଜକୁ ବିଭିନ୍ନ ବର୍ଗର ଲୋକେ ଘୃଣା କରୁ୍ଥିବା ବେଳେ ସେମାନେ କିନ୍ତୁ ଏହାକୁ ଭ୍ରୁକ୍ଷେପ ନକରି ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇ ଅନ୍ୟ ସମାଜ ଏବଂ…