ଚେତନା ପରିଷଦ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ : ୩୦ୟୁନିଟ ରକ୍ତ ସଂଗୃହୀତ।

3

ପଦ୍ମପୁର:- ସ୍ଥାନୀୟ ଟାଉନ୍ ହଲ ଠାରେ ଚେତନା ପରିଷଦ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବଣିକ ସଂଘ ସଭାପତି ପ୍ରତାପ ମିଶ୍ର ମୁଖ୍ୟ ଅତିଥି ଯୁବନେତା ପ୍ରୀତେଶ ବହିଦାର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଶିବିରରୁ ୩୦ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ପଦ୍ମପୁର ରକ୍ତ ଭଣ୍ଡାର ରୁ ସଂଗ୍ରାମ କେଶରୀ ମହନ୍ତ,ସୁମିତ ସିହ୍ନା ,ଶ୍ୟାମ ସାହୁ ରକ୍ତ ସଂଗ୍ରହ କରିଥିବା ବେଳେ ସଭାପତି ହରିଶଙ୍କର ସିଂ, ମନୋଜ ମହାନ୍ତି , ସତ୍ୟବ୍ରତ ସାହୁ , ଭୂପେଶ ସାହୁ , ସୁଧାଂଶୁ ତ୍ରିପାଠୀ, ଚନ୍ଦ୍ରଶେଖର ବାରିକ , ରାକେଶ ସାହୁ , ରାଜେଶ କୁମାର ନାଏକ , ମୁକେଶ ବଗର୍ତ୍ତୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ |

Leave A Reply

Your email address will not be published.