ଡିସିବିଏଲର ବେଆଇନ କାର୍ଯ୍ୟ ପାଇଁ ଧାରଣା ରେ ପ୍ରତିମା ସାହୁ

ଟ୍ରକ ମାଲିକ ସଂଘ ଆଗରେ ମୁଣ୍ଡ ନୁଆଁଇଲା ଡାଲମିଆ ଭାରତ ସିମେଣ୍ଟ ଲିମିଟେଡ଼ ! ରାଜଗାଙ୍ଗପୁର( ବିଷୁ ଭୋମିକ)-ରାଜଗାଙ୍ଗପୁର ସ୍ଥିତ ଡାଲମିଆ ଭାରତ ସିମେଣ୍ଟ ଲିମିଟେଡ଼ ବେଆଇନ କାର୍ଯ୍ୟ ପାଇଁ ଲାଇନ ୨ ଗେଟ ସମ୍ମୁଖରେ ପ୍ରତିମା ସାହୁ ଓ ତାଙ୍କ ପରିବାର  ଧାରଣା ଦେଇଥିଲେ|| ପ୍ରତିମା ସାହୁ ଙ୍କ…

ବାଳମୁକୁନ୍ଦ କେନ୍ଦ୍ର ତରଫରୁ ନୈତିକ ଓ ବୌଦ୍ଧିକ ଜ୍ଞାନ ବିକଶିତ କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଳମୁକୁନ୍ଦ କେନ୍ଦ୍ରର ସୁଚିନ୍ତିତ ସଂକଳ୍ପ 'ସାକ୍ଷର , ସ୍ୱଚ୍ଛ ଓ ସବୁଜ ଭାରତ' ଅନ୍ତର୍ଗତ ନୈତିକ ଓ ବୌଦ୍ଧିକ ଜ୍ଞାନ ବିକଶିତ ନିମନ୍ତେ ସ୍ଥାନୀୟ ଆଦିବାସୀ ଛାତ୍ରବାସ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଅନ୍ତେବାସୀ ଗହଣରେ କେନ୍ଦ୍ର ସଂଯୋଜକ…

ଗଜପତି ଜିଲ୍ଲାରେ ସେବା ପଖୱାଡ଼ା ଉତ୍ସବ ଅବସରରେ ମାରାଥନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା କ୍ରୀଡ଼ା ଓ ଯୁବା ସେବା ବିଭାଗ ଓ ଜିଲ୍ଲା ପ୍ରଶାସନ ଗଜପତି ପକ୍ଷରୁ ଆଜି ଗଜପତି ଷ୍ଟାଡିୟମ୍ ଠାରୁ ବି.ଏନ.ପେଲେସ , ମେଡ଼ିକାଲ ଛକ ଓ ଗଜପତି ଷ୍ଟାଡିୟମ୍ ପର୍ଯ୍ୟନ୍ତ ମାରାଥନ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ…

ଶୁଖା ଚଡକରେ ଯୁବକଙ୍କ ମୃତ୍ୟୁ, ଦୁଇଟି ଛେଳି ମଧ୍ୟ ନଷ୍ଟ

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମପଞ୍ଚାୟତର ଦର୍ଲିପାଲି ଗ୍ରାମରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଶୁଖା ଚଡକ୍ (ବିଜୁଳି) ପ୍ରଭାବରେ ଜଣେ ୩୫ ବର୍ଷିଆ ଯୁବକ ଜୀବନ ହରାଇଛନ୍ତି। ମୃତକଙ୍କ ନାମ ସୁରେନ୍ଦ୍ର ବାଗ ବୋଲି ଚିହ୍ନଟ ହୋଇଛି।ସ୍ଥାନୀୟ ସୂଚନା ଅନୁସାରେ,…

ମହାଳୟାରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ; ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥସ୍ଥାନରେ ଶ୍ରଦ୍ଧାଳୁଙ୍କ ଭିଡ

ପୁରୀ/ଅନିମେଶ ପଟ୍ଟନାୟକ/(ଜିଲ୍ଲା ପ୍ରତିନିଧି): ରବିବାର ମହାଳୟା ପିଣ୍ଡଦାନ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଚାରିପଟେ ଓ ସହରର ତୀର୍ଥସ୍ଥାନ ଗୁଡ଼ିକରେ ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥିବା ଦେଖାଯାଇଥିଲା । ରବିବାର ଥିଲା…

“ଜି ଏସ୍ ଟି ରିଫର୍ମ ହେଉଛି ପାର୍ବଣ ରୁତୁରେ ମୋଦି ସରକାରଙ୍କ ଜନସାଧାରଣ ଙ୍କୁ ଉପହାର”

-ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}:  ଜି.ଏସ୍ .ଟି କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିବା ନିଷ୍ପଭି ସଂକ୍ରାନ୍ତରେ, ସାଧାରଣ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟରେ ରଂଜନଗର ବିଜେପି ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ସାମ୍ବାଦିକ ଆଜି ୨୧ ତାରିଖ ରବିବାର ୨୦୨୫ ରେ ସ୍ଥାନୀୟ…

ସମୀର ଦିବ୍ୟାଙ୍ଗ ଆଶ୍ରମ ରେ ଜନ୍ମଦିନ ପାଳିଲେ ସହୟୋଗ ସମ୍ପାଦକ।

ପଦ୍ମପୁର / ଆଗଲପୁର :- ବାଗଝୁଲା ସ୍ଥିତ ସମୀର ଦିବ୍ୟାଙ୍ଗ ଆଶ୍ରମ ର ବୃଦ୍ଧାଶ୍ରମର ୪୦ ଜଣ ଅନ୍ତେବାସୀ ଙ୍କ ସହ ନିଆରା ଢଙ୍ଗରେ ନିଜର ୪୦ତମ ଜନ୍ମଦିନ ପାଳନ କଲେ ସହୟୋଗ ସଂଗଠନ ର ସମ୍ପାଦକ ତାପସ କୁମାର ନାୟକ। ଏହି କାର୍ଯ୍ୟକ୍ରମ ରେ ଦିବ୍ୟାଙ୍ଗ ଆଶ୍ରମ ର ପ୍ରତିଷ୍ଠାତା କୀର୍ତ୍ତନ ଦାଶ,…

ଖଣ୍ଡାଧୂଆ କାର୍ଯ୍ୟକ୍ରମ ଅନୁଷ୍ଠିତ

ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଆଜି ମହାଳୟା ଅମାବାସ୍ୟା ତିଥିରେ ଖଣ୍ଡାଧୂଆ କାର୍ଯ୍ୟକ୍ରମ ଉତ୍ସାହ-ଉଲ୍ଲାସରେ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ବସଷ୍ଟାଣ୍ଡ ଦୁର୍ଗାମଣ୍ଡପରୁ ଦୁଲଦୁଲି ବାଜା, ଶଙ୍ଖ-ଘଣ୍ଟ ଧ୍ୱନି ମଧ୍ୟରେ ରାଜପୁରୋହିତ କିଶୋର ଚନ୍ଦ୍ର…

ଟ୍ରାଫିକ ଉପ ସୁପରିଟେଣ୍ଡେଣ୍ଟ ଅଧିକାରୀଙ୍କୁ ମାରଣାତ୍ମକ ଆକ୍ରମଣ ।

ଶାସକପ୍ରଶାସକ :: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ସୁକୁଆପୁଡ଼ା ଟୋଲ ଗେଟ୍ ନିକଟରେ ଗତକାଲି ସନ୍ଧ୍ୟା ସମୟରେ ଆର ଟି ଓ ଗାଡ଼ି କୁ ଅଟକ କରି ଯାଞ୍ଚ କରୁଥିବା ବେଳେ ସେହି ସମୟରେ ୪ଜଣ ବସି ଆସୁଥିବା OD 02AK 5551 ନମ୍ବର ବିଶିଷ୍ଟ ଏକ କାର କୁ ଅଟକାଇ କାର ର କାଗଜ ପତ୍ର ଦେଖାଇବାକୁ…

ମହାଳୟାର ପବିତ୍ର ପୂଜାର୍ଚ୍ଚନାରେ ମହିଳାଙ୍କ ଶ୍ରଦ୍ଧା

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-: ଆଶ୍ୱିନ ମାସର ଆରମ୍ଭରେ ମହାଳୟା ଦିନଟିକୁ ଶୁଭ ପୂନ୍ୟମୟ ଓ ଆଧ୍ୟାତ୍ମିକ ଭାବେ ପାଳନ କରାଯାଏ । ଏହି ଦିନରୁ ଦେବୀପକ୍ଷର ଆରମ୍ଭ ହୋଇଥାଏ ଏବଂ ଦୁର୍ଗା ପୂଜାର ନିମନ୍ତେଣିକା ସ୍ୱରୂପ ଏହାକୁ ଗ୍ରହଣ କରlଯାଏ । ଯାହାକୁ ନେଇ ବେଲଗୁଣ୍ଠା ଅଞ୍ଚଳରେ ଥିବା…