Sign in
Sign in
Recover your password.
A password will be e-mailed to you.
ଟ୍ରକ୍ କୁ ପିଟି ହୋଇ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ
( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ବାଇଗଣ ବାଡି ଛକ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ବାଲି ଟ୍ରକ୍ କୁ ପିଟି ହୋଇ କୁମାର ଚନ୍ଦ୍ର ବେହେରା ( ଜିତୁ) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ…
ଶୀତକାଳିନ ବିଧାନସଭା ଅଧିବେସନ ପାଇଁ ବିଜେପି ବିଧାୟକ ଦଳ ବୈଠକ
୧୬ ମାସର ବିଜେପି ସରକାରର ସମସ୍ତ ଉପଲବ୍ଧିକୁ ଆମେ ଲୋକଙ୍କ ସମ୍ମୁଖରେ ଉପସ୍ଥାପନା କରିବୁ: ଡ.ମୁକେଶ ମହାଲିଙ୍ଗ
ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌାପଦୀ ମୁର୍ମୁ ରାଜ୍ୟ ବିଧାନସଭାକୁ ସମ୍ବୋଧିତ କରିବା ଆମ ସମସ୍ତଙ୍କ ପାଇଁ ଐତିହାସିକ ମୁହୁର୍ତ ହେବ
ବିରୋଧୀ ଦଳ ତରଫରୁ…
ବିଜେଡି ବିଧାୟକ ଦଳ ବୈଠକ ଶଙ୍ଖ ଭବନରେ ଅନୁଷ୍ଠିତ ।
ଲୋକଙ୍କ ସମସ୍ୟା ଓ ସରକାରଙ୍କ ଅପାରଗତା ଉପରେ ବିଧାନ ସଭାରେ ସ୍ୱର ଉଠାଇବ ବିଜେଡି ।
ଆଇନ ଶୃଙ୍ଖଳା, ନାରୀ ନିର୍ଯ୍ୟାତନା, ସାଂପ୍ରଦାୟିକ ଉତ୍ତେଜନା, ଚାଷୀଙ୍କ ସମସ୍ୟା, ନିଯୁକ୍ତି ସ୍କାମ ଆଦି ବିଭିନ୍ନ ବିଷୟରେ ସରକାରଙ୍କଠାରୁ ଉତ୍ତର ମାଗିବ ବିଜେଡି ।
ତା-୨୬.୧୧.୨୦୨୫,…
ଜିଲ୍ଲା କଂଗ୍ରେସ ପକ୍ଷରୁ ନଭେମ୍ବର ୨୬ ତାରିଖ ‘ସମ୍ବିଧାନ ବଞ୍ଚାଅ ଦିବସ ଭାବେ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆଜି ନଭେମ୍ବର ମାସ ୨୬ ତାରିଖ କୁ ସମ୍ବିଧାନ ବଞ୍ଚାଅ ଦିବସ ଭାବେ ପାଳନ କରିବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଓ ଏଆଇସିସି ଙ୍କ ନିର୍ଦ୍ଦେଶ କ୍ରମେ…
ଜାତୀୟ ସମ୍ବିଧାନ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ( ବୁଧବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀନ୍ଦ୍ର ହନେନାଗା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ପ୍ରମୁଖ ଉପସ୍ଥିତରେ ବିଭିନ୍ନ ବିଭାଗୀୟର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସମ୍ବିଧାନର…
ନିୟମିତ ଖବର କାଗଜ ପଢିବା ଅଭ୍ୟାସ ଛାତ୍ରଛାତ୍ରୀଙ୍କ ସାଧାରଣ ଜ୍ଞାନ ବୃଦ୍ଧି କରିଥାଏ: ବିଇଓ
ବ୍ଳକ୍ ସ୍ତରୀୟ କୁଇଜ୍ ପ୍ରତିଯୋଗିତl
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ନୋଡ଼ାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୂଲ୍ୟରେ ବେଲଗୁଣ୍ଠା ବ୍ଳକ୍ ସ୍ତରୀୟ କୁଇଜ୍ ପ୍ରତିଯୋଗିତl ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ…
ସମ୍ବିଧାନ ଦିବସ ୨୦୨୫ ଉପଲକ୍ଷେ ସମ୍ବିଧାନ ର ପ୍ରସ୍ତାବନା ପାଠ
ଜଗତସିଂହପୁର,ତା-୨୬.୧୧.୨୦୨୫/ସୁମନ୍ତକୁମାରଦାସ: ସମ୍ବିଧାନ ଦିବସ ୨୦୨୫ ଉପଲକ୍ଷେ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଙ୍କ ଅଧ୍ୟକ୍ଷତା ରେ ସମ୍ବିଧାନ ର ପ୍ରସ୍ତାବନା ପାଠ କରାଯାଇଛି। ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ…
ବୈଜ୍ଞାନିକ ପଦ୍ଧତିରେ ଶୁଖୁଆ ଏବଂ ମାଛର ମୂଲ୍ୟ ଯୁକ୍ତ ପଦାର୍ଥ ପ୍ରସ୍ତୁତି କରଣ ସମ୍ବନ୍ଧୀୟ ଦୁଇ ଦିନିଆ ତାଲିମ…
ଜଗତସିଂହପୁର,ତା-/୨୬.୧୧.୨୦୨୫ସୁମନ୍ତକୁମାରଦାସ: କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ଆନୁକୁଲ୍ୟରେ ଶୁଖୁଆ ଏବଂ ମାଛର ମୂଲ୍ୟ ଯୁକ୍ତ ପଦାର୍ଥ ପ୍ରସ୍ତୁତି କରଣ ବିଷୟରେ ୨ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମରେ ତିର୍ତ୍ତୋଲ ବ୍ଲକର ବିଭିନ୍ନ ଗ୍ରାମରୁ ୨୦ ଜଣ…
ଅନୁପଲା ଗ୍ରାମରୁ ୬୨୦ ଗ୍ରାମ୍ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ ଯୁବକ ଗିରଫ
ଜଗତସିଂହପୁର,ତା-୨୬.୧୧.୨୦୨୫/ସୁମନ୍ତକୁମାରଦାସ: ତିର୍ତ୍ତୋଲ ଥାନା ଅନ୍ତର୍ଗତ ଅନୁପଲା ଗ୍ରାମରେ ଚଢଉ କରି ୬୨୦ ଗ୍ରାମର ଗଞ୍ଜେଇ ଜବତ କରିଛି ତିର୍ତ୍ତୋଲ ଅବକାରୀ ଥାନା ଯାହାର ଆନୁମାନିକ ମୂଲ୍ଯ ୬୨୦୦/- ଟଙ୍କା ହେବ। ଏକ ଗୁଇନ୍ଦା ଖବରକୁ ଭିତ୍ତି କରି ତିର୍ତ୍ତୋଲ ଅବକାରୀ ଥାନାର…
ବେଲଗୁଣ୍ଠା ଇଣ୍ଡୋର ଷ୍ଟାଡିୟମ ; ଜିମ୍ ର ବହୁ ଯନ୍ତ୍ରପାତି ଖରାପ୍
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ଥିବା ଇଣ୍ଡୋର ଷ୍ଟାଡିୟମର ଜିମ୍ର ଦୟନୀୟ ଅବସ୍ଥା ସହ ବହୁ ଯନ୍ତ୍ରପାତି ଖରାପ I ଜିମ୍ର ଅନେକ ଯନ୍ତ୍ରପାତି ଅଚଳ , ପୁରୁଣା, କିମ୍ବା ଅଂଶିକ ଭାବେ ଖରାପ ଅବସ୍ଥାରେ ରହିଛି। କେତେକ ମେସିନ୍ କାମ…