ଏରସମାରେ କଂଗ୍ରେସ କମିଟି ପକ୍ଷରୁ ସଙ୍ଗଠନ ସୃଜନ ଅଭିଯାନ

ଏରସମା, ଶାସକ ପ୍ରଶାସକ (ବିଚିତ୍ର ରଞ୍ଜନ ସାହୁ) : ଜଗତସିଂହପୁର ଜିଲା ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ଏରସମା ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ଏରସମା ସଦର ମହକୁମା ସ୍ଥିତ ସତ୍ୟ ଶିବମ୍ ମଣ୍ଡପ ଠାରେ ବାଲିକୁଦାର ପୂର୍ବତନ ବିଧାୟକ ତଥା ପିସିସି ଉପ-ସଭାପତି ଡ଼ା. ଲଲାଟେନ୍ଦୁ…

ଭିଜିଲାନ୍ସ ଜାଲରେ ଜିଲ୍ଲା ଶ୍ରମ ଅଧିକାରୀ, ୬ ହଜାର ଟଙ୍କା ଲାଞ୍ଚ ନେଇ ଫସିଗଲେ

ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଭିଜିଲାନ୍ସ ଟିମ୍ ତାଙ୍କ କାର୍ଯ୍ୟାଳୟରୁ ଲାଞ୍ଚ ଟଙ୍କା ସହ ଧରିଥିବା ସୂଚନା ମିଳିଛି । ଏହା ସହିତ ତାଙ୍କ ଭଡ଼ା ଘର ଉପରେ ଚଢ଼ାଉ କରାଯାଇ ସେଠାରୁ ମଧ୍ୟ ଭିନ୍ନ…

ଆଦିବାସୀ କୁଡୁମୀ ସମାଜର ସାମ୍ବିଧାନିକ ମୌଳିକ ଅଧିକାରକୁ ନେଇ ରାମଚନ୍ଦ୍ରପୁର ଠାରେ ବୈଠକ

କେନ୍ଦୁଝର,ତା୧୨/୯- କେନ୍ଦୁଝର ଜିଲ୍ଲା ସଦର ବ୍ଲକ ନରଣପୁର ଗ୍ରାମ ପଞ୍ଚାୟତର ରାମଚନ୍ଦ୍ରପୁର ଠାରେ ଆଦିବାସୀ କୁଡୁମୀ ସମାଜର ରାମଚନ୍ଦ୍ରପୁର ,ହରିଡ଼ାଗୋଠ, ଘଟଗାଁ ବ୍ଲକର ଉକୁଚାବେଡ଼ାର ଭାଇଭଉଣୀ ମାନଙ୍କୁ ନେଇ ରାମଚନ୍ଦ୍ରପୁର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାମଚନ୍ଦ୍ରପୁର…

ଯୁବ ରେଡ୍ କ୍ରସ ରାୟଗଡା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ-୨୦୨୫ ଆୟୋଜିତ

ରାୟଗଡା,୧୨/୦୯ :ୟୁଥ୍‌ ରେଡ୍‌ କ୍ରସ୍‌ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ-୨୦୨୫ ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି । ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତଥା ପରିଚାଳନା କମିଟି ସଭାପତି ଶ୍ରୀ ନବୀନ ଚନ୍ଦ୍ର ନାଏକ ଯୋଗ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ,…

ତେଜିଲା ଜିଲ୍ଲା ଦାବି: ଘୁମୁସର ଜିଲ୍ଲା ଦାବି ସମ୍ପର୍କରେ ତହସିଲଦାରଙ୍କୁ ଅବଗତ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- : ରାଜ୍ୟ ସରକାର ନୂଆ ମୁନିସିପାଲଟି ଓ ଏନଏସି ଘୋଷଣା କରିବା ପରେ ଜିଲ୍ଲା ଘୋଷଣା କରିବା ନେଇ ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି। ଅନ୍ୟ ପଟେ ଡିସେମ୍ବର ଶେଷ ସୁଦ୍ଧା ନୂଆ ପଞ୍ଚାୟତ, ବ୍ଳକ,ସବ୍ ଡିଭିଜନ ଗଠନ ପାଇଁ ପୁନଃ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ମଧ୍ୟ ହେବ…

ବିପର୍ଯ୍ୟୟ ପରିଚାଳନା କ୍ଷମତା ନିର୍ମାଣ ପ୍ରଶିକ୍ଷଣ ଶିବିର

ମାଲକାନଗିରି, ୧୨/୯/୨୫: ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଆନୁକୁଲ୍ୟ ରେ ଜିଲ୍ଲା ଜରୁୀକାଳୀନ ବିଭାଗ ଦ୍ୱାରା କାଲିମେଳା, ମାଥିଲି ଓ କୋରକୁଣ୍ଡା ବ୍ଲକ୍ ର ପଞ୍ଚାୟତ ନିର୍ବାହୀ ଅଧିକାରୀ ( ପିଇଓ) ଙ୍କ ପାଇଁ ଦୁଇ ଦିନିଆ ବିପର୍ଯ୍ୟୟ ପରିଚାଳନା ତଥା କ୍ଷମତା ନିର୍ମାଣ…

କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଗଣିତ ପାଠଚକ୍ର

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଗଣିତ ବିଭାଗର ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷ ଡ ଗିରିଧର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରସାୟନ ବିଭାଗୀୟ…

ଅସ୍ତରଙ୍ଗ ରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଅସ୍ତରଙ୍ଗ - ଶୁକ୍ରବାର ଦିବା ୧୦ ଘଟିକା ରେ ଅସ୍ତରଙ୍ଗ ବ୍ଲକ ପରିସରରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିର ରାଜ୍ୟ ସରକାର ଙ୍କ ଭିନ୍ନକ୍ଷମ ମାନଙ୍କ ପାଇଁ ଥିବା ସମସ୍ତ ସରକାରୀ ବ୍ୟବସ୍ଥା କୁ ନିକଟରେ ଆଉ ସୁଲଭ ରୂପେ ପହଞ୍ଚେଇବା କୁ ଏକ ନିଆରା କାର୍ଯ୍ୟକ୍ରମ l ଅନେକ…

ସାର ନିଅଣ୍ଟ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି

୧୭ ତାରିଖରେ ରାଜଭବନ ଆଗରେ ବିଜେଡିର ବିଶାଳ ଗଣଧାରଣା ସାର ପର୍ୟ୍ୟାପ୍ତ ମହଜୁଦ ଅଛି ଦାବିକୁ ମିଥ୍ୟା ପ୍ରମାଣିତ କଲା ବିଜେଡି ସରକାରଙ୍କ ବେପରୁଆ ମନୋଭାବ ଯୋଗୁଁ ସୃଷ୍ଟି ହୋଇଛି ସାର ସମସ୍ୟା ୩୬ ମାସ କହିଥିଲେ କିନ୍ତୁ ୭ବର୍ଷ ପରେ ମଧ୍ୟ କାର୍ୟ୍ୟକ୍ଷମ ହେଲାନି, ତାଳଚେର…

ବିରୁପା ନଦୀରେ ଗାଧୋଇବାକୁ ଯାଇ ୭୫ ବର୍ଷିଆ ବୃଦ୍ଧା ନିଖୋଜ ଉଦ୍ଧାର କାର୍ଯ୍ୟ ଜାରି ।

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡା ଜିଲ୍ଲାର ବିରୁପା ନଦୀରେ ଆଜି ଏକ ହୃଦୟ ବିଦାରକ ଅଘଟଣ ଘଟିଛି ।ସ୍ଥାନୀୟ ସୂଚନା ଅନୁଯାୟୀ, ୭୫ ବର୍ଷିଆ ଜଣେ ବୃଦ୍ଧା ନଦୀରେ ବୁଡିଯାଇଥିବା ଖବର ପ୍ରକାଶ ପାଇଛି ।ଘଟଣା ଘଟିଥିବା ବେଳେ ତାଙ୍କୁ ବଞ୍ଚାଇବା ପାଇଁ ଚାରି ପାଖରେ ଥିବା ଲୋକମାନେ…