Sign in
Sign in
Recover your password.
A password will be e-mailed to you.
ଶ୍ରୀ ରଘୁନାଥଙ୍କ ଓଢଣ ଓ ପ୍ରାବରଣ ଷଷ୍ଠୀ
ଓଡଗାଁ,୨୬।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପ୍ରଭୁ ଶ୍ରୀରଘୁନାଥଙ୍କ ମାନବୀୟ ଲିଳା ଆଧାରରେ ବୁଧବାର ମାର୍ଗଶିର ଶୁକ୍ଳ ଷଷ୍ଠୀ ଶ୍ରବଣା ମକର ତିଥିରୁ ଘୋଡ଼ ଲାଗି ଆରମ୍ଭ ହୋଇଥିବା ବେଳେ ଶ୍ରୀପଞ୍ଚମୀ ପର୍ଯ୍ୟନ୍ତ ଏହା ଲାଗି ହେବାର ପରମ୍ପରା ରହିଛି । ପୃଥିବୀର ଘୃର୍ଣ୍ଣନ…
ପିମିଟି ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳନ
ଓଡ଼ଗାଁ,୨୬/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପିଆଇଏମଆଇଟି (ପିମିଟି) ମହାବିଦ୍ୟାଳୟରେ ବୁଧବାର ସମ୍ବିଧାନ ଦିବସ ମହାସମାରୋହ ପାଳିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ସୁନିଲି କୁମାର ମହାପାତ୍ର ସମ୍ବିଧାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିବା ବେଳେ ଯୁକ୍ତ ଦୁଇର…
ଓଡ଼ଗାଁ ପିଏମଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟବିଜ୍ଞାନ ମେଳା ଅନୁଷ୍ଠିତ
୩୬ ପ୍ରକଳ୍ପରୁ ୪ ପ୍ରକଳ୍ପ ବ୍ଳକ୍ ସ୍ତରୀୟ ବିଜ୍ଞାନମେଳାକୁ ମନୋନୀତ
ଓଡ଼ଗାଁ,୨୬।୧୧(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁ ପିଏମଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବୁଧବାର…
କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଆର୍ଥିକ କାରବାର,ସେବା,ଚିକିତ୍ସା ଓ ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ, ଆଇନଗତ…
କଟକ ତା ୨୬-୧୧-୨୦୨୫ ରିଖ / ରଂଜିତ ମହାପାତ୍ର : ଓଡିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜିତୁ ରାଉତ ଓ ସହଯୋଗିଙ୍କ ସହିତ ଆଜି ଲିଖିତ ଅଭିଯୋଗ କରିଛନ୍ତି ମଧୁପାଟଣା ଥାନାରେ।ଓଡିଆ ଜଗତରର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଦୀର୍ଘ ୧୦ବର୍ଷରୁ ଉର୍ଦ୍ଧ୍ଵ ହେବ ବିଭିନ୍ନ ଓଡ଼ିଆ…
ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ।
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଯୁବ ଉତ୍ସବ ନିମନ୍ତେ ଆଜି ସନ୍ଧ୍ୟାରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାପ୍ରଶାସନ (କ୍ରୀଡା ବିଭାଗ) ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି ଯୁବ ଉତ୍ସବ ଆସନ୍ତା ଡିସେମ୍ବର ୫ ତାରିଖ ଦିନ…
ସୋଆରେ ଇନ୍ଷ୍ଟିଚ୍ୟୁସନ୍ସ ଇନୋଭେସନ୍ କାଉନ୍ସିଲ୍ର ଆଂଚଳିକ ସମ୍ମିଳନୀ ଆୟୋଜିତ
ଭୁବନେଶ୍ୱର, ନଭେମ୍ବର ୨୬ : ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ଇନ୍ଷ୍ଟିଚ୍ୟୁସନ୍ସ ଇନୋଭେସନ୍ କାଉନ୍ସିଲ୍ (ଆଇଆଇସି)ର ୨୦୨୫ ନିମନ୍ତେ ଆଂଚଳିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ ପୂର୍ବ ଭାରତର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରୁ ଶିକ୍ଷା କ୍ଷେତ୍ରର…
ଜିଲ୍ଲା ଆଈନ ସେବା ପ୍ରାଧିକରଣ ପକ୍ଷରୁ ସମ୍ଭିଧାନ ଦିବସ ପାଳନ :
ନବରଙ୍ଗପୁର, ୨୬/୧୧/୨୦୨୫ ସମ୍ଭିଧାନ ଦିବସ ପାଳନ ଅବସରରେ ମହିଳା ମହାବିଦ୍ୟାଳୟ, ନବରଙ୍ଗପୁର ପରିସରରେ ଜିଲ୍ଲା ଆଈନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠୀତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଛାତ୍ରୀମାନେ, ପାରା ଲିଗାଲ ସଦସ୍ୟ, ଆଇନଜୀବି…
ନବରଙ୍ଗପୁର ଜିଲ୍ଲାରେ ସାଂସଦ ଖେଳ ମହୋତ୍ସବ- ୨୦୨୫ ର ଶୁଭାରମ୍ଭ
ନବରଙ୍ଗପୁର ତା ୨୬.୧୧.୨୦୨୫: ଅଶୋକ ସାହୁ,ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ଠାରେ ସାଂସଦ ଖେଳ ମହୋତ୍ସବ ୨୦୨୫ ଶୁଭାରମ୍ଭ ହୋଇଯାଇଛି।ସାଂସଦ ଲୋକସଭା ବଳଭଦ୍ର ମାଝୀ ସାଂସଦ ଖେଳ ମହୋତ୍ସବ ରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଦହଣା ସ୍ଥିତ ଶିବ…
ବାଫ୍ଲିମାଳି ପକ୍ଷରୁ ଖଣି ସୁରକ୍ଷା ସପ୍ତାହ -୨୦୨୫ ପାଳିତ
ରାୟଗଡ଼ା, ୨୬/୧୧: ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ୪୩ତମ ଓଡ଼ିଶା ଖଣି ସୁରକ୍ଷା ସପ୍ତାହ-୨୦୨୫ ପାଳିତ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ରାଜ୍ୟ ଖଣି ସୁରକ୍ଷା ନିର୍ଦ୍ଦେଶାଳୟ ନିଷ୍ପତି କ୍ରମେ ବାଫ୍ଲିମାଳି ଖଣି ପକ୍ଷରୁ ସାତଦିନ…
ପ୍ରଶାସନିକ ନିର୍ଦେଶକୁ ବେଖାତିର, ସରକାରୀ ଜମିରେ ମଦ ଦୋକାନ
ସୁନ୍ଦରଗଡ଼/ବିଷ୍ଣୁ ଭୌମିକ: ଜିଲାପାଳଙ୍କ ଆଦେଶକୁ ଖାତିର କରୁନାହାନ୍ତି ମଦ ବେପାରୀ । ସରକାରୀ ଜମିରେ ମଦ ଦୋକାନ ହୋଇପାରିବ ନାହିଁ । ତେଣୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଜିଲାପାଳ ଆଦେଶ ଦେଲା ପରେ ମଧ୍ୟ ରାଉରକେଲା ଛକ ପାଖ ୨ ନମ୍ବର ମଦ ଦୋକାନ ଧାର୍ଯ୍ୟ ସମୟ ମଧ୍ୟରେ ଦୋକାନ…