ବିନା ନୋଟିସରେ କେନ୍ଦୁଝର କଂଗ୍ରେସ ଭବନରେ ବୁଲଡୋଜର ଚାଲିବା ବେଆଇନ : ଜୟଦେବ।

  ଦମ ଥିଲେ ଗାନ୍ଧୀ ଛକରୁ ଜବରଦଖଲ ହଟାଉ ପ୍ରଶାସନ। କେନ୍ଦୁଝର,ତା୪/୧୨- ଡିସେମ୍ବର ୨ ତାରିଖ କେନ୍ଦୁଝର ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲା କଂଗ୍ରେସ କମିଟି ସଭାପତିଙ୍କୁ କୌଣସି ନୋଟିସ ନଦେଇ ହଠାତ୍ କଂଗ୍ରେସ ଭବନର ପାଚେରୀ ଭାଙ୍ଗି ସୀମା ନିର୍ଦ୍ଧାରଣ କରିବା ଏକ ଆଇନ ଅସମ୍ମତ କାର୍ଯ୍ୟ।…

ଘୁମୁସର ମହୋତ୍ସବ ରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ନିମନ୍ତ୍ରଣ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଘୁମୁସର ଉନ୍ନୟନ ମଞ୍ଚ ଭୁବନେଶ୍ବର ଓ ଘୁମୁସର ବିକାଶ ପରିଷଦ, ଭଞ୍ଜନଗର ମିଳିତ ତରଫରୁ ଆୟୋଜନ କରାଯାଊ ଥିବା ଘୁମୁସର ମହୋତ୍ସବର ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଯୋଗ ଦେବା ନିମନ୍ତେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ…

ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ବ ଦିବ୍ୟାଙ୍ଗ ଦିବସ ପାଳନ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗୋଷ୍ଠୀ ଶିକ୍ଷାଧିକାରୀ ଭଞ୍ଜନଗର ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଭଞ୍ଜନଗର ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ ମହା ସମାରୋହ ରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ପୁଲିଆମା ମୁଖ୍ୟ ଅତିଥି ରୁପେ ଯୋଗଦାନ…

ଦିବ୍ୟାଙ୍ଗଙ୍କୁ ସୁରକ୍ଷା, ସମ୍ମାନ ମିଳିବା ଆବଶ୍ୟକ

ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଦିବସ ପାଳିତ ରାଜଗାଙ୍ଗପୁର .03-12-25.(ବିଷୁ ଭୋମିକ): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ହୋପ୍ ସ୍କୁଲ ପରିସରରେ ବୁଧବାର ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ଏସ୍‌ଡିପିଓ ବିଭୂତି ଭୂଷଣ ଭୋଇ ମୁଖ୍ୟ ଅତିଥ୍,…

ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କୁ ଜାତୀୟ ଆୟ ମେଧା ବୃତ୍ତି ସୁଯୋଗ ପାଇଁ ସାଂସଦ ବିଶି ଙ୍କ ଦାବୀ।

ପଦ୍ମପୁର :- ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କୁ ଜାତୀୟ ଆୟ ମେଧା ଛାତ୍ରବୃତ୍ତି ସୁଯୋଗ ଦେବାପାଇଁ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ଦାବୀ କରିଛନ୍ତି l ରାଜ୍ୟ ସଭାରେ ସାଂସଦ ଶ୍ରୀ ନିରଞ୍ଜନ ବିଶି ଆଜି ଶୂନ୍ୟ କାଳରେ ଜନ ଚିନ୍ତାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ଭାରତ…

ସମାଜିକ ପ୍ରଗତିକୁ ଅଗ୍ରସର କରିବା ପାଇଁ ଦିବ୍ୟାଙ୍ଗ-ସମାବେଶୀ ସମାଜ ଗଠନ:

ଲପଙ୍ଗା: ଆଦିତ୍ୟ ଅଲୁମିନିୟମ୍‌ ଲପଙ୍ଗା, ବ୍ଲକ ଶିକ୍ଷା କାର୍ଯ୍ୟାଳୟ ରେଙ୍ଗାଲିଙ୍କ ସହଯୋଗରେ ‘ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ’ ଓ ‘ବିଶେଷ ଆବଶ୍ୟକତା ଥିବା ଶିଶୁମାନଙ୍କ ପାଇଁ କମ୍ୟୁନିଟି ରିସୋର୍ସ ସେଣ୍ଟର’ ର ଭୂମିପୂଜା କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମରେ ରେଙ୍ଗାଲି…

ଆସନ୍ତା ୧୨ ଡିସେମ୍ବର ୨୦୨୫ ରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ

ଜଗତସିଂହପୁର ତା ୦୩.୧୨.୨୫ :ସୁମନ୍ତ କୁମାର ଦାସ: ଆସନ୍ତା ଡ଼ିସେମ୍ବର ୧୨ ତାରିଖ ରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହେବ । ୧୫ରୁ ୨୯ ବର୍ଷର ପ୍ରତିଯୋଗୀଙ୍କ ମଧ୍ୟରେ ବକ୍ତୃତା(Declamation), ଗଳ୍ପ ଲିଖନ, ପଦ୍ୟ ଲିଖନ, ଚିତ୍ରାଙ୍କନ,…

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମା ରମାଦେବୀ ଚୌଧୁରୀଙ୍କ ଜନ୍ମ ଜୟନ୍ତୀ ପାଳିତ

ଜଗତସିଂହପୁର -ତା ୩.୧୨.୨୦୨୫ ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମା ରମାଦେବୀ ଚୌଧୁରୀ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।ଏହି ଅବସରରେ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲାପାଳ ଶ୍ରୀ…

ସୁବର୍ଣ୍ଣପୁର ଜିଲ୍ଲାଠାରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ।

 ସୁବର୍ଣ୍ଣପୁର,ଶାସକ ପ୍ରଶାସକ(ପ୍ରକାଶ କୁମାର ହାତୀ )ଆଜି ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ - ୨୦୨୫ ପାଳନ ଅବସରରେ ପୂର୍ବାହ୍ନ ୯.୩୦ ଘଟିକା ସମୟରେ ସୁବର୍ଣ୍ଣପୁର ଡି.ଡି.ଆର୍.ସି କାର୍ଯ୍ୟାଳୟ ଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ତହସିଲ ଅଫିସ ଛକ,…

ସୁବର୍ଣ୍ଣପୁର ଜିଲ୍ଲାଠାରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ।

 ସୁବର୍ଣ୍ଣପୁର,ଶାସକ ପ୍ରଶାସକ(ପ୍ରକାଶ କୁମାର ହାତୀ )ଆଜି ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ - ୨୦୨୫ ପାଳନ ଅବସରରେ ପୂର୍ବାହ୍ନ ୯.୩୦ ଘଟିକା ସମୟରେ ସୁବର୍ଣ୍ଣପୁର ଡି.ଡି.ଆର୍.ସି କାର୍ଯ୍ୟାଳୟ ଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ତହସିଲ ଅଫିସ ଛକ,…