Sign in
Sign in
Recover your password.
A password will be e-mailed to you.
ଜଗତ କଲ୍ୟାଣ ପାଇଁ ମହୁଲପାଲି ଠାରେ ଶୋଡ଼ଶ ଅଙ୍ଗ ଆଳତୀ
ପଦମପୁର - ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ ପ୍ରକୃତି, ନଦନଦୀ, ବୃକ୍ଷଳତାକୁ ଉପାସନା କରିବାର ଧାରା ରହି ଆସିଛି । ପଦ୍ମପୁରର ଜୀବନ ଧାରା ବୋଲାଉଥିବା ଅଙ୍ଗ ନଦୀରେ ଗୁରୁବାର ମାର୍ଗଶିର ପୂର୍ଣିମା ଅବସରରେ ସନ୍ଧ୍ୟା ୬ ଘଣ୍ଟା ସମୟରେ ଐତିହାସିକ ୧୬ଶ ଅଙ୍ଗ ଆଳତୀ କରାଯାଇଅଛି…
ଲୋକମାହତ୍ସବ ଚଇତି -୨୦୨୫ର ବିଭିନ୍ନ ଉପସମିତିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ l
ରାୟଗଡ:-ତା. ୪/୧୧- ରାୟଗଡ ଲୋକମହୋତ୍ସବ ଚଇତି -୨୦୨୫ର ବିଭିନ୍ନ ଉପସମିତି ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ନିମନ୍ତ୍ରଣ, ଖାଦ୍ୟ କମିଟିର ପ୍ରସ୍ତୁତି ବୈଠକ ସମ୍ମାନ ପତ୍ର ଓ ଶୋଭାଯାତ୍ରାର ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଳାପାଳ (ସାଧାରଣ) ଶ୍ରୀ ନବୀନ ଚନ୍ଦ୍ର ନୟାକ ଏବଂ ଅତିରିକ୍ତ…
ଜଷ୍ଟିସ୍ କର୍ଣ୍ଣର ପକ୍ଷରୁ କମ୍ବଳ ବଣ୍ଟନ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଜଷ୍ଟିସ୍ କର୍ଣ୍ଣର ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଗୋଷାଣି ବ୍ଲକ କତଳକଇଠା ପଞ୍ଚାୟତ ଅନ୍ତର୍ଗତ ମର୍କଡା ଗ୍ରାମ ଠାରେ ୩ ଗୋଟି ଗ୍ରାମ ଯଥା :- ମର୍କଡା , ତଳମର୍କଡା ଓ ପର୍ଶୁରାମପୁରର ୩୦ ରୁ ଉର୍ଦ୍ଧ ଲୋକଙ୍କୁ କମ୍ବଳ ବଣ୍ଟନ…
ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ପାରଳାଖେମୁଣ୍ଡିର ବାର୍ଷିକ କ୍ରୀଡା ଉତ୍ସବ ୩ ଡିସେମ୍ବରରୁ ଆରମ୍ଭ ହୋଇ ୪ ଡିସେମ୍ବର ୨୦୨୫ରେ ଉତ୍ସାହ-ଉତ୍ସବମୟ ପରିବେଶରେ ଉଦଯାପିତ ହୋଇଯାଇଛି। ଦୁଇ ଦିନ ଧରି ଚାଲିଥିବା ଏହି କ୍ରୀଡା ଉତ୍ସବରେ ଛାତ୍ରୀମାନଙ୍କ…
ମୁଖ୍ୟମନ୍ତ୍ରୀଙ୍କ ମା’ ତାରିଣୀ ମନ୍ଦିର ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ।
କେନ୍ଦୁଝର,ତା୪/୧୨- ଆସନ୍ତା ୭ ଡିସେମ୍ବରରେ ଘଟଗାଁ ମା' ତାରିଣୀ ମନ୍ଦିର ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗଦେବା ସହିତ ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ବିଶେଷ ଭବ୍ୟ କାର୍ଯ୍ୟକ୍ରମରେ କିପରି ହଜାର ହଜାର ଭକ୍ତ ସାମିଲ ହେବାର ସୌଭାଗ୍ୟ ପ୍ରାପ୍ତ…
ସରକାରୀ ମହିଳା ମହାବିଦ୍ୟାଳୟରେ କ୍ରୀଡ଼ା ଉତ୍ସବ ଉଦଯାପିତ
କେନ୍ଦୁଝର,ତା୪/୧୨- ସରକାରୀ ମହିଳା ମହାବିଦ୍ୟାଳୟରେ ୩୭ତମ କ୍ରୀଡ଼ା ଉତ୍ସବ ଗୁରୁବାର ଉଦଯାପିତ ହୋଇଯାଇଛି । ଆଥଲେଟିକ କ୍ଲବର ସହ ସମ୍ପାଦିକା ପ୍ରଫେସର୍ ଗୀତାଞ୍ଜଳି ନାଏକ ଅତିଥିମାନଙ୍କ ପରିଚୟ ପ୍ରଦାନ ପୂର୍ବକ ସ୍ନାତକୋତ୍ତର ପ୍ରଥମ ବର୍ଷର ଛାତ୍ରୀ ବର୍ଷାରାଣୀ ଦେହୁରୀଙ୍କୁ ମଞ୍ଚ ପରିଚାଳନା…
ଉତ୍କଳ ସେବା ନିବୃତ ସେନାନୀ ସଂଘ ତରଫରୁ ନୌସେନା ଦିବସ ପାଳିତ
କେନ୍ଦୁଝର,ତା୪/୧୨- ଘଟଗାଁ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପାଟଣା ଗ୍ରାମ ପଞ୍ଚାୟତ ଠାରେ ଥିବା ଉତ୍କଳ ସେବା ନିବୃତ ସେନାନୀ ସଂଘ ଗୃହ ଠାରେ ୫୫ତମ ନୌସେନା ଦିବସ ଧୂମଧାମରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ହୋଇ ମୁଖ୍ୟ ଅତିଥିଭାବେ ୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ…
ଢେଙ୍କାନାଳ ଜିଲ୍ଲା କୃଷକ ଉତ୍ପାଦକ ସଂଗଠନ ସଦସ୍ୟ ମାନଙ୍କର ଜଗତସିଂହପୁର ଜିଲ୍ଲା କୃଷକ ଉତ୍ପାଦକ ସଂଗଠନକୁ ଅନୁଭବ ବିକାଶ…
ଜଗତସିଂହପୁର ତା -04/12/2025 ସୁମନ୍ତ କୁମାର ଦାସ: ଢେଙ୍କାନାଳ ଜିଲ୍ଲାର ୩ଟି କୃଷକ ଉତ୍ପାଦକ ସଂଗଠନର ୧୫ ଜଣ ନିର୍ଦ୍ଦେଶକ ମଣ୍ଡଳୀ ଓ ସଦସ୍ୟମାନେ ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ରର କୃଷକ ଉତ୍ପାଦକ ସଂଗଠନର ଦାୟିତ୍ଵରତ ଅଧିକାରୀ ଡ଼ ରୋଜାଲିନ ମହନ୍ତଙ୍କ ନେତୃତ୍ୱରେ ଏବଂ ଜଗତସିଂପୁର କୃଷି…
ପଦ୍ମପୁର–ବିଜେପୁର ରୁଟରେ ସରକାରୀ AC ବସ୍ରେ ଅଗ୍ନିକାଣ୍ଡ
ବିଜେପୁର :- ସମ୍ବଲପୁର, ନୂଆପଡା ଭାୟା ବିଜେପୁର ଆସୁଥିବା ସରକାରୀ AC ବସ୍ରେ ଆଜି ସନ୍ଧ୍ୟା ପାଖାପାଖି 5ଟାରୁ 5:30 ମଧ୍ୟରେ ବଲଣ୍ଡା ନିକଟରେ ହଠାତ୍ ଶର୍ଟ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଛି। ବସ୍ର ଡ୍ୟାସ୍ ବୋର୍ଡ ଭାଗରୁ ଧୁଆଁ ବାହାରିବା ପରେ ଯାତ୍ରୀମାନେ ଆତଙ୍କିତ ହୋଇ ବସ୍ ଭିତରୁ…
ନବରଙ୍ଗପୁର ଠାରେ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଶୁଭାରମ୍ଭ
ନବରଙ୍ଗପୁର ତା ୪.୧୨.୨୦୨୫: ଅଶୋକ ସାହୁ: ସ୍ଥାନୀୟ ସରୋଜିନୀ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ପ୍ରଶାସନ ଏବଂ ଆସୋସିଏସନ ଫର ଭଲ୍ନଟାରୀ ଆକ୍ସନ ସଂସ୍ଥା ତରଫ ରୁ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ର ଶୁଭାରମ୍ଭ ହୋଇଯାଇଅଛି ।ଏହି ବାଲ୍ୟ ବିବାହ ବିରୋଧରେ ଏହି ଜାତୀୟ ଅଭିଯାନ ଗତ ୨୭ ନଭେମ୍ବର ରୁ ୮…