Sign in
Sign in
Recover your password.
A password will be e-mailed to you.
କଟକ ବାଲିଯାତ୍ରାରେ ଗୃହସ୍ଥୀ ବଜାର
ରାଉରକେଲା:(ବସନ୍ତ କୁମାର ଜେନା):କଟକ: ସମ୍ପ୍ରତି କଟକର ଐତିହାସିକ ବାଲିଯାତ୍ରା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। କଟକ ବାଲିଯାତ୍ରା ଓଡ଼ିଶାର ଅସ୍ମିତା,ବୀରତ୍ବ, ସାହାସିକତା,କଳା, ସଂସ୍କୃତି ତଥା ନୈ।ବାଣୀଜ୍ୟ ର ପ୍ରତୀକ ଭାବେ ବିବେଚନା କରାଯାଉଥିବାବେଳେ…
ସୁବର୍ଣ୍ଣପୁରରେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ’ ର ୧୫୦ ବର୍ଷ ପୂର୍ତ୍ତି ପାଳନ ।
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ’ ର ୧୫୦ତମ ବର୍ଷ ପୂର୍ତ୍ତି ଉତ୍ସବ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଡା. ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ…
ନୂଆପଡା ଓ ଖରିଆର ରୋଡରେ ନବୀନ ପଟ୍ଟନାୟକଙ୍କ ମାରାଥନ ନିର୍ବାଚନ ପ୍ରଚାର ।
ନୂଆପଡା ଓ ଖରିଆର ରୋଡରେ ବିଶାଳ ରୋଡ୍ ଶୋ ।
ସାମିଲ ହେଲେ ହଜାର ହଜାର ଲୋକ ।
ପରବୋଡରେ ନିର୍ବାଚନୀ ସଭାରେ ଯୋଗ ଦେଲେ ।
ମିଛ କହି ସରକାର ଗଢା ଯାଇପାରେ, ପ୍ରାର୍ଥୀ ଚୋରି କରାଯାଇପାରେ, କିନ୍ତୁ ଲୋକଙ୍କ ହୃଦୟ ଜିତି ପାରିବ ନାହିଁ ।
ଗତ ୫୦୦ ଦିନରେ ବିଜେପି ସରକାର…
ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ବୁଢ଼ାପାଲି ଗ୍ରାମକୁ କମନ ରିଭ୍ୟୁ ମିଶନ ଟିମର ପରିଦର୍ଶନ
ବିଜେପୁର:- ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ବୁଢ଼ାପାଲି ଗ୍ରାମକୁ କମନ ରିଭ୍ୟୁ ମିଶନ (CRM) ଟିମ ପରିଦର୍ଶନ କରିଥିଲେ। ଦିଲ୍ଲୀ ଓ ଭୁବନେଶ୍ୱରରୁ ଆସିଥିବା ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ ସହ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. କୁବେର ଚନ୍ଦ୍ର…
ଡିଏଭି ବେଦାନ୍ତ ଇଣ୍ଟରନ୍ୟାସନାଲ ସ୍କୁଲର ଯୁବ ଉଦ୍ଭାବକ ATL ସ୍ପାର୍କ ଟ୍ୟାଙ୍କ – ଫ୍ୟୁଚର୍ ମେକର୍ ଆଇଡିଆଥନ୍…
ଭୁବନେଶ୍ୱର, ୦୬ ନଭେମ୍ବର ୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଲାଞ୍ଜିଗଡ଼ର DAV ବେଦାନ୍ତ ଇଣ୍ଟରନ୍ୟାସନାଲ ସ୍କୁଲର ଦୁଇ ଯୁବ ଉଦ୍ଭାବକ - ଲୋକେଶ ଲାଲ ମାଝୀ ଏବଂ ଅମୟ ପ୍ରସାଦ ମହାକୁଡ, ଉଭୟ ଏକାଦଶ ଶ୍ରେଣୀର ଛାତ୍ରଙ୍କ ଉଲ୍ଲେଖନୀୟ ସଫଳତାକୁ ଗର୍ବର ସହିତ ପାଳନ…
ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ବୃଦ୍ଧି ପାଇଁ ଓଡ଼ିଶା ପୋଲିସ ସହିତ ସହଭାଗୀ ହୋଇଛି
ଝାରସୁଗୁଡା, ଓଡିଶା, ୪ ନଭେମ୍ବର ୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍, ଓଡ଼ିଶା ପୋଲିସ ସହିତ ମିଳିତ ଭାବରେ ରାଜ୍ୟ ସରକାରଙ୍କ 'ସାଇବର ସୁରକ୍ଷା ସଚେତନତା ଅଭିଯାନ - ଓଡିଶା ୨୦୨୫'ର ଏକ ଅଧିବେଶନର ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା 'ବନ୍ଦ…
ଏଏମ୍ /ଏନ୍ଏସ୍ ଇଣ୍ଡିଆକୁ “ଆଉଟଷ୍ଟାଣ୍ଡିଂ ଚାମ୍ପିୟନ” ପୁରସ୍କାରରେ ସମ୍ମାନିତ
ଭୁବନେଶ୍ୱର: ୧୯ତମ ଏକ୍ସେଡ୍ ପରିବେଶ ପୁରସ୍କାର-୨୦୨୫ରେ ଇସ୍ପାତ କ୍ଷେତ୍ର ଅଧୀନରେ 'ଜଳ ପରିଚାଳନା' ବର୍ଗରେ ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ)ର ଓଡ଼ିଶା ଅପରେସନ୍ ସମ୍ମାନଜନକ 'ଚାମ୍ପିଅନ୍ (ଆଉଟଷ୍ଟାଣ୍ଡିଂ) ପୁରସ୍କାର ହାସଲ କରିଛି । ଏହି ସ୍ୱୀକୃତି…
ଦଶନ୍ଧି ପରେ ଓଡ଼ିଶା ଦେଖିବ ଭାରତୀୟ ସଡକ ମହାକୁମ୍ଭ
• ଯୋଗଦେବେ ୩,୫୦୦ ରୁ ଊଦ୍ଧ୍ୱର୍ ପ୍ରତିଭାଗୀ
• ଭାରତର ସଡକ ଭିତ୍ତିଭୂମିକୁ ନେଇ ହେବ ଜ୍ଞାନର ଆଦାନପ୍ରଦାନ
ଭୁବନେଶ୍ୱର, ୦୪.୧୧.୨୦୨୫: ପ୍ରାୟ ଏକ ଦଶନ୍ଧି ପରେ ଓଡ଼ିଶା ଦେଖିବ ଭାରତୀୟ ସଡକ ମହାକୁମ୍ଭ । ସଡକ ଭିତ୍ତିଭୂମିକୁ ନେଇ ଜ୍ଞାନ ବାଣ୍ଟିବେ ବିଶେଷଜ୍ଞମାନେ ଏହି…
ଭଞ୍ଜନଗର ଶ୍ରୀଶ୍ରୀ ରଘୁନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଅନୁଷ୍ଠିତ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ର ମହା ପବିତ୍ର ଲୋହରାଖଣ୍ଡି ନଦୀ ସେତୁ ପାଖରେ ଥିବା ବହୁ ପୁରାତନ ଭବ୍ୟ ଦେବୋତ୍ତର ବିଭାଗ ଅଧୀନ ( ଏଣ୍ଡୋମେଣ୍ଟ୍ ବୋର୍ଡ଼ ) ଶ୍ରୀଶ୍ରୀ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ମହାନ୍ ପବିତ୍ର ଧାର୍ମିକ କାର୍ତ୍ତିକ ମାସ ଶୁକ୍ଳପକ୍ଷ…
ତାଳପଦର ଉନ୍ନୟନ କାମରେ ଦୁର୍ନୀତି ଅଭିଯୋଗ — ଚାରି ବର୍ଷ ହେଲାଣି ମିଳିଲା ନାହିଁ ନ୍ୟାୟ
ବିଜେପୁର: — ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଗ୍ରାମପଂଚାୟତ ରେ ହୋଇଥିବା ବିଭିନ୍ନ ଉନ୍ନୟନ କାମରେ ଅନିୟମିତତା ଅଭିଯୋଗ ଚାରି ବର୍ଷ ରୁ ଉର୍ଦ୍ଧ ହେଲାଣି ମଧ୍ୟ ନ୍ୟାୟ ମିଳିନାହିଁ। ଦୀର୍ଘ ସମୟ ହେଲାଣି ତାଳପଦର ଗ୍ରାମବାସୀ ଏବେ ବି ନ୍ୟାୟ ଅପେକ୍ଷାରେ ଅଛନ୍ତି।ସୂଚନା ଅନୁଯାୟୀ, ଗ୍ରାମର…