“ବିଜେପି ଦେଶବାସୀଙ୍କ ପ୍ରତି ପ୍ରବଞ୍ଚନା ଆଉ ପ୍ରତାରଣା କରିଛି”

 ଆଗରୁ ବ୍ରିଟିଶର ଭାଗଭାଗ କରୁଥିଲେ, ହେଲେ ଏବେ ବିଜେପି ଦେଶକୁ ଭାଗ ଭାଗ କରୁଛି : ମାଣିକ ସରକାର  ଭୁବନେଶ୍ୱରରୁ ଗିରିଜା ଶଙ୍କର  ଦାଶ :  ""ଆଗରୁ ବ୍ରିଟିସର ମାନେ  ଦେଶକୁ  "ଡିଭାଇଡ ଆଣ୍ଡ ରୁଲ " ମଧ୍ଯ୍ୟମାରେ ଦେଶବାସୀଙ୍କୁ ବିଭାଜିତ କରି ଶାସନ କରିଥିଲେ | ଏବେ ଏକ ସରକାର ଜାତି, ଧରମ,…

ରାଜବୋଡାସମ୍ବର ବ୍ଳକରେ ଆଜୀବିକା ଏବଂ କୌଶଳ  ବିକାଶ ଦିବସ

  ପଦ୍ମପୁର/Nila Deep -ବରଗଡ଼ ଜିଲ୍ଲାର ରାଜବୋଡାସମ୍ବର ବ୍ଳକ କାର୍ଯ୍ୟାଳୟ ପରିସର ମଧ୍ୟରେ ଆଜୀବିକା ଓ କୌଶଳ ବିକାଶ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରଗଡ଼ ଲୋକସଭା ସାଂସଦ  ପ୍ରଭାସ ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହି କାର୍ଯ୍ୟକ୍ରମ…

ମହିଳା ମାନେ କେବଳ ଘରେ ବସି ରହିବାର ଯୁଗ ଶେଷ ହୋଇଚ୍ଥି :ଜିଲ୍ଲାପାଳ

 ଦକ୍ଷତାର ବିକାଶ କରି ଆତ୍ମ ନିର୍ଭରଶୀଳ ହେବାକୁ  ଆହ୍ୱାନ  ଯାଜପୁର/Jayshankar Dash : ଦକ୍ଷତା ହିଁ ବିକାଶ । ତେଣୁ ନିଜ ପ୍ରତିଭା ଅନୁଯାୟୀ ଦକ୍ଷତା ବୃଦ୍ଧି କରି ଆତ୍ମ ନିର୍ଭରଶୀଳ ହେବାକୁ ଜିଲ୍ଲାପାଳ  ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି । ଶନିବାର ଅପରାହ୍ନରେ ଜିଲ୍ଲାପାଳଙ୍କ…

ନିଜ ବିଫଳତା ଲୁଚାଇବାକୁ ଧର୍ମେନ୍ଦ୍ର ମାରୁଛନ୍ତି ମିଛ ଭାଷଣ : ବିଜୟ 

"ତୈଳଦର ବୃଦ୍ଧିର ଯନ୍ତ୍ରଣାରେ  ଲୋକ ଛଟପଟ,  ହେଲେ ବାହାସ୍ପଷ୍ଟ ମାରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି କେନ୍ଦ୍ରମନ୍ତ୍ରୀ " ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ୍‍ ମୂଲ୍ୟ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏହା ସାଧାରଣ ଜନଜୀବନକୁ ବ୍ୟତିବ୍ୟସ୍ତ  କରିସାରିଲାଣି, କାରଣ ପେଟ୍ରୋଲ ଓ ଡିଜେଲ୍‍ର…

ଅଙ୍ଗ ନଦୀବନ୍ଧ ଯୋଜନାକୁ ବିରୋଧ: ଇଚ୍ଛାମୃତ୍ୟୁ ଆଦେଶ ପାଇଁ ରାଷ୍ଟ୍ରପତିଙ୍କୁ ଲେଖିଲେ ଚିଠି ।

ବରଗଡ଼/NILA DEEP -ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ପୂଝାରୀପାଲିଠାରେ ପ୍ରସ୍ତାବିତ ଅଙ୍ଗ ନଦୀବନ୍ଧ ଯୋଜନା ତଥା ବୃହତ୍‌ ଜଳସେଚନ ପ୍ରକଳ୍ପକୁ ନେଇ ପୁଣି ଅସନ୍ତୋଷ ତେଜି ଉଠିଛି। ଏହି ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ହେଉଥିବା ଲୋକେ ବିସ୍ଥାପନ ପରିବର୍ତ୍ତେ ଇଚ୍ଛାମୃତ୍ୟୁ ପାଇଁ ଆଦେଶ ପ୍ରଦାନ…

ମେଲଛାମୁଣ୍ଡା ପଂଚାୟତ କାର୍ଯ୍ୟାଳୟ ଘେରିଲେ ଅସନ୍ତୋଷ ଜନତା

  ମେଲଛାମୁଣ୍ଡା,(ନୀଳ ଦୀପ ) ପଂଚାୟତ ଜରିଆରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ସରକାରୀ ଯୋଜନାକୁ ଜନସାଧାରଣରେ ସୂଚନା ମାଧ୍ୟମରେ ଅବଗତ କରିବା ପାଇଁ ସରକାରୀ ନିର୍ଦେଶନାମା ସ୍ପଷ୍ଟ ଥିବା ବେଳେ ମେଲଛାମୁଣ୍ଡା ପଂଚାୟତ କର୍ତୃପକ୍ଷ ପଂଚାୟତ ବାସୀଙ୍କୁ ସୂଚନା ସବୁରୁ ବଂଚିତ କରୁଥିବା ପ୍ରତିବାଦରେ…

ପଦ୍ମପୁରରେ ପୁଞ୍ଜିଲାଲଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ତଦନ୍ତ ପାଇଁ ନିଆଗଲା ରାୟପୁର

 ପଦ୍ମପୁର -ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରଙ୍କୁ କ୍ରାଇମବ୍ରାଞ୍ଚ ଟିମ୍‌ ଶନିବାର ସକାଳ ପ୍ରାୟ ସାଢ଼େ ୭ଟାରେ ପାଟଣାଗଡ଼ରୁ ଆଣି ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଛି। ଦାୟୀତ୍ୱରେ ଥିବା ଡ.…

ମାତୃହନ୍ତା ପୁଅକୁ ଆଜୀବନ ଜେଲ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସେସନ ଜଜ୍ ପ୍ରମୋଦ କୁମାର ଜେନା ଆଜି ଏକ ହତ୍ୟା ମାମଲାର ବିଚାର କରି ମା ହତ୍ୟାକାରୀ ପୁଅକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ଏଥି ସହିତ ୧୦ ହଜାର ଟଙ୍କା ଅର୍ଥଦଣ୍ଡ , ଏହା ଅନାଦେୟ ହେଲେ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ…

ମା’ ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା କଣ୍ଟେ୍ରାଲ ସାମଗ୍ରୀ ହଡ଼ପ ଅଭିଯୋଗ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅଧୀନରେ ଥିବା ନାକିଚୁଆ ଗ୍ରାମପଞ୍ଚାୟତର ଶ୍ୟାମାନନ୍ଦପୁର ଗ୍ରାମର କଣ୍ଟେ୍ରାଲ ସାମଗ୍ରୀ ବଣ୍ଟନ ଦାୟିତ୍ୱ ମା ତାରିଣୀ ଏସଏଚଜି ଗ୍ରୁପ ହାତରେ ରହିଥିଲା । ଉକ୍ତ ଏସଏଚଜି ଗ୍ରୁପର ସଭାପତି କେତେକ ଜାଲ ରେସନ କାଡର଼୍…