ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା

ଭୁବନେଶ୍ୱର,(ଚକ୍ରଧର ମାଝୀ  : ରାଜ୍ୟସଭାରେ ବିଜୁ ଜନତା ଦଳର ସଂସଦୀୟ ଦଳ ନେତା ଭାବେ ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଦାୟିତ୍ୱ ତୁଲାଇବେ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି । ଏ ସଂକ୍ରାନ୍ତରେ ବିଜୁ ଜନତା ଦଳ ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟସଭାର…

ଶିବାନନ୍ଦ ଶତବାର୍ଷିିକୀ ବାଳକ ଉଚ୍ଚବିଦ୍ୟାଳୟର ଶିଳାନ୍ୟାସ ଏବଂ ଉଦ୍ଘାଟନ ସମାରୋହ

ଭୁବନେଶ୍ୱର: ଶିବାନନ୍ଦ ଶତବାର୍ଷିିକୀ ବାଳକ ଉଚ୍ଚବିଦ୍ୟାଳୟର ନୂତନ ହଷ୍ଟେଲ ଗୃହ ‘ଡିଭାଇନ୍ ଏବୋଡ୍’ର ଉଦ୍ଘାଟନ ହେବା ସହିତ ଉଚ୍ଚ ମାଧ୍ୟମିକ ବ୍ଲକ୍ ପାଇଁ ଶିଳାନ୍ୟାସ ସ୍ଥାପନା କରାଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାଶ…

ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ ଶୁଭାରମ୍ଭ

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶାର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସଦାସର୍ବଦା ଶାସନର ପୁରୋଭାଗରେ ରଖିବା ନିମନ୍ତେ ଉଦ୍ୟମ ଜାରି ରଖିଛନ୍ତି । ସହରାଞ୍ଚଳରେ ବସବାସ କରୁଥିବା ବସ୍ତିବାସିନ୍ଦାମାନଙ୍କୁ ଜମି ଅଧିକାର ପ୍ରଦାନ ନିମନ୍ତେ ଐତିହାସିକ ଆଇନର ଅନୁମୋଦନ ଲାଭ କରିବାର ୭ ମାସ…

କୁଡ଼ୁମୀ ସେନା ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡ଼ାକରା ସଫଳ

  ବାରିପଦା((ଦିଲ୍ଲୀପ ମହାନ୍ତି )- କୁଡ଼ୁମୀ ମହାନ୍ତ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତିର ପୁନଃ ମାନ୍ୟତା ଦାବିରେ ମଇ ୭ରେ ଛଅ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ସଫଳ ହୋଇଛି । ଜିଲ୍ଲା ସହିତ ସଦର ମହକୁମା ବାରିପଦା ସହରରେ ଜରୁରୀ ସେବାକୁ ବାଦ ଦେଇ ଗମନାଗମନ, ପରିବହନ ସେବା ଠପ୍ ହୋଇଯାଇଥିବା ବେଳେ…

ଆଞ୍ଚଳିକ କୄଷକ ଶ୍ରମିକ ସଙ୍ଘ ଘେରିଲେ  ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

 ଆମରଣ ଅନଶନ ଓ ଗଣଧାରଣା  ପଦ୍ମପୁର/ନୀଳ ଦୀପ  -ଚିର ମରୁଡି ପ୍ରପୀଡ଼ିତ ପଦ୍ମପୁର ଉପଖଣ୍ଡରେ ପ୍ରତିବର୍ଷ ମରୁଡି ପରିସ୍ଥିତି ଯୋଗୁଁ ହଜାର ହଜାର ଚାଷୀ ଜିବୀକା ପାଇଁ ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ କାର୍ଯ୍ୟ କରିବାକୁ ଚାଲିଯାଉଛନ୍ତି ।କୄଷି ୠଣ ଭାର ପରିଷୋଦ କରିନପାରି ଆତ୍ମହତ୍ୟାର…

ମ୍ୟାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ : ମୟୂରଭଞ୍ଜ ଜିଲ୍ଲାରେ ପାଶ ହାର ୬୫.୭୬ପ୍ରତିଶତ ।

  ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା-୨୦୧୮ର ଫଳ ମଇ ୦୭ ସୋମବାର ପ୍ରକାଶ ପାଇଛି । ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ଗଣଶିକ୍ଷା ସଚିବ  ଭାବରେ ପରୀକ୍ଷାଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ…

ଶିଳ୍ପାଞ୍ଚଳ : ଲୋକଙ୍କ ବିକାଶ ଶୂନ, ସାଜିଛି କାଳ

କଳିଙ୍ଗନଗର : ସାଧାରଣ ଲୋକେ ଧୂଳି ଧୂଆଁରେ ମରିବା ହେବ ସାର  ଯାଜପୁର ରୋଡ଼/ ଜୟଶଙ୍କର ଦାସଙ୍କ ରିପୋର୍ଟ : ଓଡ଼ିଶାର ଶିଳ୍ପାୟନ ପ୍ରକ୍ରିୟାରେ  ଯାଜପୁର ଜିଲା କଳିଂଗ ନଗର ଶିଳ୍ପାଞ୍ଚଳ  ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି । ସମଗ୍ର ଏସିଆ ମହାଦେଶରେ ବୃହତ ଇସ୍ପାତ ପ୍ରକଳ୍ପ  ।…

ମହାନଦୀ ପାଇଁ ମହାସଂଗ୍ରାମ, ଯୁବ-ଛାତ୍ର ବିଜେଡିର ପ୍ରସ୍ତୁତି ବୈଠକ 

ମହାନଦୀ ସୁରକ୍ଷା ଅଭିଯାନରେ ଅଧିକ ଯୁବ ଛାତ୍ରଙ୍କୁ ସାମିଲ କରିବା ପାଇଁ ପ୍ରସ୍ତୁତ ହେଲା ରଣନୀତି ଭୁବନେଶ୍ୱର(ଚକ୍ରଧର ମାଝିି): ମହାନଦୀ ସୁରକ୍ଷା ଅଭିଯାନରେ ଅଧିକ ଯୁବ ଛାତ୍ରଙ୍କୁ ସାମିଲ କରିବା ପାଇଁ ପ୍ରସ୍ତୁତ ହେଲା ରଣନୀତି ପ୍ରସ୍ତୁତ କରିଛି ବିଜୁ ଯୁବ-ଛାତ୍ର ଜନତାଦଳ । ଏହା ଚୂଡାନ୍ତ…

ସଂଯୋଗ ନା କର୍ମଫଳ ଭୋଗୁଛନ୍ତି ବିଜୟ !! ଗୁରୁଙ୍କ ପ୍ରତି କରିଥିଲେ ଷଡଯନ୍ତ୍ର !!!

ପୁଣି ଚର୍ଚ୍ଚାରେ ବିଜୟ ମହାପାତ୍ର :  "ସାୟାହ୍ନର ସ୍ମୃତି"  କହିଦେଲା ଅକୁହା କଥା ""୧୯୭୭ରେ ବିଜୟ କରିଥିବା ଷଡଯନ୍ତ୍ରର ଫଳ ମିଳିଲା ୨୦୦୦ରେ! ରାଜକିଶୋରଙ୍କ ଟିକଟ କଟିଥିଲା ପ୍ରିୟ ଶିଷ୍ୟ ବିଜୟଙ୍କ ପାଇଁ !! ବିଜୟଙ୍କ ଟିକଟ କଟି ଟିକେଟ ପାଇଲେ ଗୁରୁପୁତ୍ର ଅତନୁ ! ଏହା କାକତାଳୀୟ…

“ବିଜେପି ଦେଶବାସୀଙ୍କ ପ୍ରତି ପ୍ରବଞ୍ଚନା ଆଉ ପ୍ରତାରଣା କରିଛି”

 ଆଗରୁ ବ୍ରିଟିଶର ଭାଗଭାଗ କରୁଥିଲେ, ହେଲେ ଏବେ ବିଜେପି ଦେଶକୁ ଭାଗ ଭାଗ କରୁଛି : ମାଣିକ ସରକାର  ଭୁବନେଶ୍ୱରରୁ ଗିରିଜା ଶଙ୍କର  ଦାଶ :  ""ଆଗରୁ ବ୍ରିଟିସର ମାନେ  ଦେଶକୁ  "ଡିଭାଇଡ ଆଣ୍ଡ ରୁଲ " ମଧ୍ଯ୍ୟମାରେ ଦେଶବାସୀଙ୍କୁ ବିଭାଜିତ କରି ଶାସନ କରିଥିଲେ | ଏବେ ଏକ ସରକାର ଜାତି, ଧରମ,…