Sign in
Sign in
Recover your password.
A password will be e-mailed to you.
ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭାରତ ସ୍କାଉଟ ଓ ଗାଇଡ…
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ବିଦ୍ୟାବିହାର ପରିସରରେ ଭାରତ ସ୍କାଉଟ ଓ ଗାଇଡ ସ୍ବେଚ୍ଛାସେବୀଙ୍କ ଦୀକ୍ଷା ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଭାରପ୍ରାପ୍ତ ଜିଲ୍ଲାପାଳ…
ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଏନ୍.ଏସ୍.ଏସ ଓ ଯୁବ ରେଡ଼କ୍ରସ୍ ସଂସ୍ଥା ତରଫରୁୁ ବିଶ୍ଵ ଏଡସ୍ ଦିବସ ପାଳିତ
ବେଲଗୁଣ୍ଠା:-(ଶିବରାମ ଚୌଧୁରୀ )-: ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟ ରେ ଏନ୍.ଏସ୍. ଏସ୍ କୋୟୁନିଟ୍ ଓଯୁବ ରେଡ଼କ୍ରସ୍ ସଂସ୍ଥାର ମିଳିତ ଆନୁକୁଲ୍ୟରେ ବିଶ୍ଵ ଏଡ଼ସ୍ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ…
ପାଇକମାଳ ହାଇସ୍କୁଲରେ ଜେଆରସି ପରାମର୍ଶ ଦାତା ଅଭିମୁଖି କାର୍ଯ୍ୟକ୍ରମ ଅନୁଷ୍ଠିତ।
ପାଇକମାଳ :- ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜେଆରସି ପରାମର୍ଶ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ପାଇକମାଳ ବ୍ଲକ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର ଓଦୁ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ l ସମ୍ମାନିତ…
ବିଜେପୁର ବ୍ଲକ ଭଟିଗାଁ ପଞ୍ଚାୟତର ଫୁଲେରପାଲି ଗ୍ରାମରେ ୪ ଦିନ ଧରି ପାଣି ଯୋଗାଣ ବନ୍ଦ
ଜେନେରେଟର ଚଲାଇ ପମ୍ପରୁ ପିଇବା ପାଣି ନେଉଛନ୍ତି ଗ୍ରାମବାସୀ
ବିଜେପୁର: ବରଗଡ ଜ଼ିଲ୍ଲା ବିଜେପୁର ବ୍ଲକ ଭଟିଗାଁ ପଞ୍ଚାୟତ ଅଧୀନସ୍ଥ ଫୁଲେରପାଲି ଗ୍ରାମରେ ଗତ ଚାରି ଦିନହେଲା ପାଣି ଯୋଗାଣ ଲାଇନ ଖରାପହୋଇ ରହିଛି। ଲାଇନ ନଥିବାରୁ ଗ୍ରାମବାସୀମାନେ ଦୈନିକ ପିଇବା ପାଣି ପାଇଁ ମହା ସମସ୍ୟାରେ…
ସପ୍ତମ ମିରାକଲ ଷ୍ଟାର୍ ନାଇଟ – ୨୦୨୫ ଆୟୋଜିତ
https://youtu.be/1dbWQlajfeQ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ର ଅଗ୍ରଣୀ ଆଧୁନିକ ନୃତ୍ୟ ଅନୁଷ୍ଠାନ ମିରାକଲ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ସ୍ଥାନୀୟ ଗୁଣ୍ଡିଚା ପଡିଆ ଠାରେ ମିରାକଲ ନାଇଟ ସପ୍ତମ ସଂସ୍କରଣ ଆଧୁନିକ ନୃତ୍ୟ…
ଚାଉଳ ହେରଫେର ମାମଲା: ପୂର୍ବତନ ମୁଖ୍ୟ କିରାଣିଙ୍କୁ ୩ ବର୍ଷ ଜେଲଦଣ୍ଡ
ରାଜଗାଙ୍ଗପୁର (ସୁନ୍ଦରଗଡ଼).ତା ୩୦-୧୧-୨୫. ସରକାରୀ ଚାଉଳ ହେରଫେର ମାମଲାରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରୁ ରାୟ ଆସିଛି। କୋର୍ଟ ଗୁରୁଣ୍ଡିଆ ବ୍ଲକ୍ର ପୂର୍ବତନ ମୁଖ୍ୟ କିରାଣି ବିହାରୀଲାଲ ତାଜନଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନା ଆଦେଶ…
ବର୍ଣ୍ଣାଢ୍ୟ ପରିବେଶରେ ସ୍ପିରିଜା ଫେଷ୍ଟ ୨୦୨୫ ଅନୁଷ୍ଠିତ। କୁନି କୁନି ପ୍ରତିଭାମାନେ ମଞ୍ଚରେ ସୁନ୍ଦର ନୃତ୍ୟ ପରିବେଷଣ…
କେନ୍ଦୁଝର,ତା୧/୧୨- କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ନୃତ୍ୟାନୁଷ୍ଠାନ ସ୍ପିରିଜା ଏକାଡେମୀର ବାର୍ଷିକ ଉତ୍ସବ ୨୦୨୫ ସ୍ଥାନୀୟ କାଳୀ ପଡ଼ିଆ ଠାରେ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି। ସ୍ପିରିଜାର ଏହି ୧୧ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ ଡ଼ି…
ମହିଳା ସ୍ନାତକ ମହାବିଦ୍ୟାଳୟରେ ବିଶ୍ଵ ଏଡସ୍ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟରେ ବିଶ୍ଵ ଏଡସ୍ ଦିବସ , ଅଧ୍ଯକ୍ଷା ଡ. ରୀନା ସାହୁଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ପାଳନ କରାଯାଇଛି। ଆଜିର ଦିବସର ତାତ୍ପର୍ଯ୍ୟ ସଂପର୍କରେ ଅଧ୍ଯକ୍ଷା ମତବ୍ୟକ୍ତ କରିଥିଲେ ଯେ, ଆଜି ସମଗ୍ର ବିଶ୍ଵ ଏଡସ୍…
ଏଡସ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର
ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ବିଶ୍ଵ ଏଡସ ଦିବସରେ ଏଡସ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲେ ଏଡସକୁ ଆୟୁର୍ବେଦରେ ଓଜଃକ୍ଷୟ କୁହାଯାଏ। ଓଜଃ ବା ଇମ୍ୟୁନିଟି…