Sign in
Sign in
Recover your password.
A password will be e-mailed to you.
ଓଡ଼ିଶାରେ ଜିଓର ଦବଦବା, ସର୍ବାଧିକ ୧.୬୯ କୋଟି ମୋବାଇଲ୍ ଗ୍ରାହକ ହାସଲ ସହିତ ଏକ ନମ୍ବର ସ୍ଥାନକୁ ସୁଦୃଢ଼ କରିଛି:…
- ଅକ୍ଟୋବରରେ ଜିଓ ଓଡ଼ିଶାରେ ୧.୬୭ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଯୋଡିଥିବାବେଳେ ଉଭୟ ଏୟାରଟେଲ୍ ଏବଂ ବିଏସଏନଏଲ ହଜାର ହଜାର ମୋବାଇଲ୍ ଗ୍ରାହକ ହରାଇଛନ୍ତି: ଟ୍ରାଇ ତଥ୍ୟ
- ଜିଓ ଓଡ଼ିଶାରେ ୬.୪ ଲକ୍ଷରୁ ଅଧିକ ଜିଓଫାଇବର ଏବଂ ଜିଓଏୟାରଫାଇବର ଗ୍ରାହକଙ୍କ ସହିତ ହୋମ ବ୍ରଡବ୍ୟାଣ୍ଡ…
ତିନିଦିନ ବ୍ୟାପୀ ହେବ ମା’ ରମାଦେବୀଙ୍କ ୧୨୫ତମ ଜନ୍ମବାର୍ଷିକୀର ରାଜ୍ୟବ୍ୟାପୀ ଉଦଯାପନୀ ଉତ୍ସବ
ଭୂବନେଶ୍ୱର (୩୦/୧୧): ଓଡ଼ିଶାର ଘରେ ଘରେ ମାଆ ରୂପେ ପରିଚିତା ବିଶିଷ୍ଟ ସ୍ୱଧୀନତା ସଂଗ୍ରାମୀ ତଥା ସର୍ବୋଦୟ ନେତ୍ରୀ ମାଆ ରମାଦେବୀ ଆଜି ବଞ୍ଚିଥିଲେ ତାଙ୍କୁ ୧୨୫ ବର୍ଷ ପୁରନ୍ତା। ସ୍ବାଧୀନତା ଆନ୍ଦୋଳନ କାଳରେ ତାଙ୍କ ପ୍ରେରଣାରେ ଶହ ଶହ ମହିଳା ଏଥିରେ ସାମିଲ ହେବା ସହ ଭାରତବର୍ଷକୁ…
ଲିସବନରେ ଆନ୍ତର୍ଜାତୀୟ କଣ୍ଟିନେଣ୍ଟାଲ କପ୍ରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଏଚପିସି ଆଥଲେଟମାନେ ୨୦ ପଦକ ଜିତିବା…
ବିଭିନ୍ନ ଇଭେଣ୍ଟରେ ୩ ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଏବଂ ୧୧ଟି କାଂସ୍ୟ ପଦକ ହାସଲ
ଭୁବନେଶ୍ୱର, ଡିସେମ୍ବର ୦୧, ୨୦୨୫: ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ-ପରଫର୍ମାନ୍ସ ସେଣ୍ଟର (ଜିଏଚପିସି) ଆଥଲେଟମାନଙ୍କ, ନଭେମ୍ବର ୨୧ ରୁ ୨୩, ୨୦୨୫ ପର୍ଯ୍ୟନ୍ତ ପର୍ତ୍ତୁଗାଲର ଲିସବନରେ…
ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସର ଶୁଭାରମ୍ଭ : ସୋଆ ଷ୍ଟାଡିୟମ୍ରେ ସ୍ୱତନ୍ତ୍ର ପ୍ରଦର୍ଶନୀ
ଭୁବନେଶ୍ୱର, ଡିସେମ୍ବର ୧: ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ । ଏହି ଦିବସ ଅବସରରେ ସ୍ୱତନ୍ତ୍ର ପ୍ରଦର୍ଶନୀ ଆରମ୍ଭ ହୋଇଛି । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଏହି…
ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସର ଶୁଭାରମ୍ଭ : ସୋଆ ଷ୍ଟାଡିୟମରେ ସ୍ୱତନ୍ତ୍ର ପ୍ରଦର୍ଶନୀ
ଭୁବନେଶ୍ୱର, ଡିସେମ୍ବର ୧: ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ । ଏହି ଦିବସ ଅବସରରେ ସ୍ୱତନ୍ତ୍ର ପ୍ରଦର୍ଶନୀ ଆରମ୍ଭ ହୋଇଛି । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଏହି…
‘ସୋଲେ’ ଚଳଚ୍ଚିତ୍ରର ନୂତନ ସଂସ୍କରଣର କ୍ଲାଇମାକ୍ସରେ ଗବର ସିଂହର ମୃତ୍ୟୁ : ଜାଭେଦ ଅଖତର
ଭୁବନେଶ୍ୱର, ଡିସେମ୍ବର ୧: ପ୍ରସିଦ୍ଧ ହିନ୍ଦୀ ବ୍ଲକ୍ବଷ୍ଟର ସିନେମା ‘ସୋଲେ’ ଏହାର କ୍ଲାଇମାକ୍ସରେ ପରିବର୍ତନ ସହ ଖୁବ୍ ଶୀଘ୍ର ଭାରତର ବିଭିନ୍ନ ସିନେମା ହଲ୍ରେ ରିଲିଜ ହେବାକୁ ଯାଉଥିବା ଶନିବାର ଏଠାରେ ସୂଚନା ଦେଇଛନ୍ତି ପ୍ରଖ୍ୟାତ କବି, ଗୀତିକାର ଓ ସଂଳାପ ଲେଖକ ଜାଭେଦ ଅଖତର । ଅଖତର…
ଓଡ଼ଗାଁ କଲେଜରେ ବିଶ୍ୱ ଏଡସ୍ ଦିବସ ପାଳିତ
ଓଡ଼ଗାଁରୁ ଚିହ୍ନଟ ହୋଇଥିଲା ରାଜ୍ୟର ପ୍ରଥମ ରୋଗୀ
ଓଡ଼ଗାଁ,୧।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ୟୁଥ ରେଡକ୍ରସ, ଜାତୀୟ ସେବା ଯୋଜନା, ରେଡ ରିବନ କ୍ଲବର ମିଳିତ ଆନୁକୂଲ୍ୟରେ ବିଶ୍ୱ ଏଡ଼ସ୍ ଦିବସ ସୋମବାର ପାଳିତ ହୋଇଯାଇଛି । ୟୁଥ ରେଡ…
ଓଡ଼ଗାଁ ବ୍ଲକରେ ନୂତନ ବିଡ଼ିଓ ଭାବେ ପ୍ରୀତିବାଳା ରଣାଙ୍କ ଯୋଗଦାନ
ଓଡ଼ଗାଁ,୧।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକରେ ନୂଆ ବିଡ଼ିଓ ଯୋଗଦାନର ସମ୍ଭାବନାକୁ ଏଡାଇ ସୋମବାର ବିଡିଓ ପ୍ରିତିବାଳା ରଣା ଓଡ଼ଗାଁ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ଦାୟିତ୍ୱରେ ଥିବା ବିଡିଓ ଜିତେନ୍ଦ୍ର କୁମାର ନାୟକଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି…
ଓଡ଼ଗାଁ ଏନ୍ଏସି ଅଙ୍ଗନବାଡ଼ି କେନ୍ଦ୍ର- ୨ ଏବଂ ରଙ୍ଗଣୀପାଟଣା ଗ୍ରାମ କୋଠସାହିରେ କଳାକନା ବୁଲାଇଲା ଚୋର
ଓଡ଼ଗାଁ,୧।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଓଡ଼ଗାଁ ଏନ୍ଏସି ଦଲକ ୨ ଅଙ୍ଗନବାଡି କେନ୍ଦ୍ରରେ ରବିବାର ରାତିରେ କୌଣସି ଦୁବୃର୍ତ୍ତ ରୋଷେଇ ଘରର କବାଟ ଭାଙ୍ଗି ଭିତରେ ପସି ଗ୍ୟାସ୍ ଚୁଲା, ସିଲିଣ୍ଡର, ପ୍ରେସର କୁକର, ଡଙ୍କି ଇତ୍ୟାଦି ସମସ୍ତ ରୋଷେଇ ସାମଗ୍ରୀ ସହିତ…
୩୦ତମ ମଣ୍ଡଳ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ
୧୬୦ ପ୍ରକଳ୍ପ ମଧ୍ୟରୁ ୧୭ ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ
ଓଡ଼ଗାଁ,୧।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଦେଓଗାଁ - ଭାଲିଆଡିହି ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୩୦ତମ ମଣ୍ଡଳ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୫ - ୨୦୨୬ ସୋମବାର ଅନୁଷ୍ଠିତ…