Sign in
Sign in
Recover your password.
A password will be e-mailed to you.
ନାଉଗାଁ ବ୍ଲକ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର
ଜଗତସିଂହପୁର,ତା-୦୧.୧୨.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ନାଉଗାଁ ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି…
ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି
ଜଗତସିଂହପୁର,ତା-୦୧.୧୨.୨୦୨୫/ସୁମନ୍ତକୁମାରଦାସ: ଜଗତସିଂହପୁର ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଚର୍ମରୋଗ ବିଭାଗର ଡାକ୍ତର ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଡ୍ସ ରୋଗ…
ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ଠାରେ ଜିଲ୍ଲା ସ୍ତରରେ ପାଳିତ ହେଲା ବିଶ୍ଵ ଏଡ଼ସ ଦିବସ।
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲାର ପୁରୁଣା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ଠାରେ ଜିଲ୍ଲା ସ୍ତରରେ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଥିଲା। ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ପୁରୁଣା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା ଠାରୁ ଏଡ଼ସ ରୋଗର କାରଣ,…
ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର…
ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ସୋନପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ,ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁ ଓ ଆରକ୍ଷୀ…
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ।
( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର): ଜରଡା ଥାନା ଅର୍ନ୍ତଗତ ପଦାଦିଗି ପଞ୍ଚାୟତ ନାରାୟଣ ପୁର ଗ୍ରାମର କୁମାରୀ ପ୍ରଧାନ ନାମ୍ନୀ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ଓ ମୃତ ମହିଳାଙ୍କର ଭାଇ ନିରଞ୍ଜନ ପ୍ରଧାନ ସନ୍ଦେହ ପ୍ରକଟ କରି ଆଜି ଜରଡା ଥାନା ରେ ଅଭିଯୋଗ କରିଥିଲେ । ଖବର ପାଇ ପୋଲିସ…
ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ
ପଦ୍ମପୁର:- ଦୁବୁର୍ଲାବାହଲ ଠାରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକ ଙ୍କ ମୃତ୍ୟୁ ଘଟିଛି। ଧନଞ୍ଜୟ ମହାପାତ୍ର (ରିଙ୍କୁ)ନିଜ ପୁଅ ସଙ୍ଗେ ପଦ୍ମପୁର ରୁ ବିଜେପୁର ବାଇକ ରେ ଯାଉଥିବା ସମୟରେ ଦୁବୁର୍ଲାବାହଲ ଠାରେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଫଳରେ ତାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କର ବିଧବା…
ଉତ୍ତମ ମାଲିକ ଗ୍ରୁପ ଅଫ ଶିକ୍ଷା ଅନୁଷ୍ଠାନରେ ବିଶ୍ଵ ଏଡସ ଦିବସ ପାଳିତ।
ମାଲକାନାଗିରି: ଆଜି ମାଲକାନାଗିରି ସ୍ଥିତ ଉତ୍ତମ ମାଲିକ ମହାବିଦ୍ୟାଳୟର ସଭା ଗୃହ ଠାରେ ୱାଲ୍ଡ ଏଡ଼ସ ଦିବସ ୨୦୨୫ ପାଳିତ ହୋଇ ଯାଇଛି। ଏହି ଅନୁଷ୍ଠାନରେ ବି ଏସ ସି ନର୍ସିଂ ,ଜି ଏନ ଏମ , ଏ ଏନ ଏମ ଛାତ୍ର ଛାତ୍ରୀ ମାନେ ଅଧ୍ୟାରତ । ଏହି ଅନୁଷ୍ଠାନରେ ଡ଼ଃ ଶିବ ନାରାୟଣ ପାତ୍ର ଅଧ୍ୟକ୍ଷ ତଥା…
ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଶ୍ୱ ଏଡ଼ସ ଦିବସ ପାଳନ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ସବିତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ରୋଟାରି କ୍ଲବ ସଭାପତି ରଞ୍ଜିତ…
ଘୁମୁସର ପୁରୁଣା ଐତିହ ଭଞ୍ଜରାଜ ବଂଶୀୟ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ଭଙ୍ଗା ବିଗ୍ରହ ଦେଖି ସୁଭଦ୍ରା ବାଡଗ୍ରାହୀ…
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଘୁମୁସର ଗଡ ପାଞ୍ଚସହ ବର୍ଷ ଘୁମୁସର ପୁରୁଣା ଐତିହ ଭଞ୍ଜ ରାଜ ବଂଶୀୟ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଗ୍ନ ହାତ ଦେଖି ବହୁତ ଦୁଖ କଲେ ପୁରୀ ଶ୍ରୀ ମନ୍ଦିର ମାଁ ସୁଭଦ୍ରାଙ୍କ ମୁଖ୍ୟ ବାଡଗ୍ରାହୀ "ରାମଦାସ ମହାପାତ୍ର" ଘୁମୁସର…
ଗୋଷାଣୀ ବ୍ଲକରେ ଜେ. ଆର୍. ସି. ତାଲିମ୍ ଶିବିର:ରକ୍ତଦାନ ମହାପୂଣ୍ୟ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ, ପାରଳାଖେମୁଣ୍ଡି ଠାରେ ରାଜ୍ୟ ତଥା ଜିଲ୍ଲା ଜୁନିଅର ରେଡକ୍ରସ ମିଳିତ ଆନୁକୂଲ୍ୟରେ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ମାୟାଧର ସାହୁ ଓ ଜିଲ୍ଲା ଶାରୀରିକ କ୍ରୀଡା…